ହତ୍ୟାକାଣ୍ଡ ଘଟଣାରେ ୨ ଅଟକ, ଟାଙ୍ଗିଆ ଜବତ
ସମ୍ବଲପୁର, (କରୁଣାକର ଶତପଥୀ) : ଏକ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଂଗିଆ ଜବତ କରିଛି । ସୂଚନା ଅନୁସାରେ ହୀରାକୁଦ ଷ୍ଟେସନ ନିକଟରେ ଥିବା ଏକ ଢାବାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ବୁର୍ଲା!-->…
Read More...
Read More...