Monthly Archives

June 2021

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ କିଭଳି ସୃଷ୍ଟି ନହେବ ଓ ଏହା ସହ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବା ପରେ
Read More...

ବଲାଙ୍ଗିର ଜିଲ୍ଲାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ସିଭିଲ ସୋସାଇଟିର ଦୃଢ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଠାରେ ସ୍ଥାପନ କରିବା ନେଇ ପୁଣି ଦାବୀ ଜୋର ଧରିଛି । ବଲାଙ୍ଗିର ସିଭିଲ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦୃଢ ଦାବୀ ଉପସ୍ଥାପନ କରିଛି । ପ୍ରଥମେ କଂଗ୍ରେସ, ପରେ ପରେ ବିଭିନ୍ନ ସ୍ଥାନୀୟ ସଂଗଠନ ଓ କିଛି
Read More...

ପୁର୍ବତନ ବିଧାୟକ କନକଙ୍କ ଜନ୍ମ ଦିନରେ ବୃକ୍ଷରୋପଣ କଲେ ସାଂସଦ ସଙ୍ଗୀତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସାଂସଦ ସଙ୍ଗୀତା ସିଂହଦେଓଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଓ ପାଟଣାଗଡ଼ ମହାରାଜା କନକ ବର୍ଦ୍ଧନ ସିଂହଦେଓଙ୍କ ଆଜି ଜନ୍ମ ଦିନରେ ସଇଁନ୍ତଳା ବ୍ଳକ ଟିକ୍ରାପଡାସ୍ଥିତି ଦେଓଗାଁ ସପ୍ତସି ସେବାଶ୍ରମକୁ ଆଜି ଗସ୍ତ କରି ସେବାଶ୍ରମରେ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଆକ୍ରାନ୍ତ : ୮୮ ସୁସ୍ଥ ଓ ଜଣେ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮୮ ଜଣ ସୁସ୍ଥ ଓ ଜଣେ ମୃତ୍ୟୁବରଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୩ଜଣ, ବଲାଙ୍ଗିର ଗ୍ରାମାଞ୍ଚଳରୁ ଜଣେ, ବଲାଙ୍ଗିର
Read More...

ସଇଁନ୍ତଲା ଅଞ୍ଚଳରେ ବଢୁଛି ଲୁଟେରାଙ୍କ ରାଜ : ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଏବେ ଦିନକୁ ଦିନ ଲୁଟେରାଙ୍କ ରାଜ ବଢ଼ିବାରେ ଲାଗିଛି । ଲୁଟେରା ମାନେ ଚୋରା ଚାଲାଣ କରିବାରେ ସକ୍ରିୟ ବଢି ଚାଲିଛି ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଲକଡାଉନର ଫାଇଦା ନେଇ ଆଜି
Read More...

ଖୋର୍ଦ୍ଧାରୁ ନୟାଗଡ଼ ମଦ ଚାଲାଣ ଉପରେ ଲାଗିଲା ରୋକ

ଖୋର୍ଦ୍ଧା : ଖୋର୍ଦ୍ଧାରୁ ନୟାଗଡ଼ ବିଦେଶି ମଦ ଚାଲାଣ ବେଳେ ଖୋର୍ଦ୍ଧା ଆଦର୍ଶ ଥାନା ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣ ଗିରଫ । ଖୋର୍ଦ୍ଧା ଆଦର୍ଶ ଥାନା କେସ ନଂ.୨୩୪/୨୦୨୧ ରୁଜ କରାଯାଇ ତଦନ୍ତ କରାଯାଉଅଛି ।
Read More...

ଜିଲ୍ଲା ପ୍ରଶାସନ ଓ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଟୀକାକରଣ କେନ୍ଦ୍ର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ସୁନ୍ଦରଗଡ଼ ରୋଟାରୀ କ୍ଲବ ନେତୃତ୍ବରେ ଏକ ମାଗଣା କୋଭିଡ ଟୀକାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି ଟୀକାକରଣ କେନ୍ଦ୍ରକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର
Read More...

ପେଟେ ଭାତ ମୁଠେ ଦେବାର ପ୍ରୟାସ୍‌ କରିଛେ ପଶ୍ଚିମ ଓଡିଶା ଯୁବାମଞ୍ଚ

ସୁନ୍ଦରଗଡ଼ : ରଏବାର୍ ସାଙ୍ଗେ ସଟ୍-ଡାଉନ୍ ଲାଗି ସବୁ ହୋଟେଲ୍ ବନ୍ଦ୍ ଥିଲା ବେଲେ ସୁନ୍ଦରଗଡ଼ ମୁଖ୍ୟ ହସ୍ପିଟାଲ୍ କେ ଚିକିତ୍ସା ଲାଗି ଆସୁଥିବାର୍ ରୋଗୀ ତଥା ତାଙ୍କର୍ ଘରର୍ ଲୁକର୍‌ ଲାଗି ଭାତ୍ ମୁଠେ ଦେଇ ପାରିଛେ ପଶ୍ଚିମ ଓଡିଶା ଯୁବାମଞ୍ଚ । ସୁନ୍ଦରଗଡ଼ ନେ ସବୁ ରଏବାର୍‌ ସଟଡ଼ାଉନ ଲାଗି
Read More...

ଭର୍ଚୁଆଲ୍‌ ମୋଡ଼୍‌ରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଭର୍ଚୁଆଲ୍‌ ମୋଡ଼୍‌ରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କ ଦ୍ୱାରା ପରିଚାଳିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ୍‌ ସ୍ତରୀୟ କଳା ସଂସ୍କୃତି ସଂଘ
Read More...

ଟାଉନ କ୍ଲବ ପରିସରରେ ଅମୃତ ଧାରା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ମହାମାରୀ ସମୟରେ ଲକଡାଉନ ସଟଡାଉନ ଯୋଗୁଁ ଲୋକେ ଖାଦ୍ୟ ସଫା ପିଇବା ପାଣି ଆଦି ପାଇଁ ବହୁ ହଇରାଣ ହେଉଥିବା ଦେଖୁବକୁ ମିଳୁଛି । ଏହି ପରି ସମୟରେ ଗ୍ରୀଷ୍ମ ତାତି ଯୋଗୁଁ ମଧ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ ପିଇବା ପାଣି ପାଇଁ ଲୋକେ ବହୁ
Read More...