Monthly Archives

June 2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ରହିଥିବା ବେଳେ ବରଗଡ଼ ଏବଂ କଟକରୁ ୫ ଜଣ ଲେଖାଏଁ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହେଲା ନୂଆ ଯୋଜନା ଆଶୀର୍ବାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା, ମା' ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୀର୍ବାଦ ନାମରେ ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା
Read More...

ଭାରତୀୟ ଆଇଟି ନିୟମ-୨୦୨୧ ସମ୍ପର୍କରେ ମାନବିକ ଅଧିକାର ପରିଷଦକୁ ଭାରତୀୟ ସ୍ଥାୟୀ ମିଶନର ସ୍ପଷ୍ଟୀକରଣ

• ବରିଷ୍ଠ ଅଂଶୀଦାରଙ୍କ ସହ ଆଲୋଚନା ପରେ ଚୂଡାନ୍ତ ହୋଇଛି ଆଇଟି ନିୟମ• ସାମାଜିକ ଗଣମାଧ୍ୟମର ସାଧାରଣ ବ୍ୟବହାରକାରୀଙ୍କୁ ସଶକ୍ତ କରିବା ପାଇଁ ହୋଇଛି ଆଇଟି ନିୟମ ନୂଆଦିଲ୍ଲୀ, (ପିଆଇବି) : ଜାତିସଂଘର ଭାରତୀୟ ସ୍ଥାୟୀ ମିଶନ କାର୍ୟ୍ୟାଳୟ ଓ ଜେନିଭାସ୍ଥିତ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନ,
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ତୃତୀୟ ଦିନ ଷ୍ଟମ୍ଫସ୍ ବେଳକୁ ନ୍ୟୁଜିଲାଣ୍ଡ ୧୦୧/୨ : କାଇଲ ଜାମିସନଙ୍କ ୨୨-୧୨-୩୧-୫ ସଫଳତା…

ସାଉଥାମ୍ପଟନ୍‌ : ଏଜିସ୍‌ ବାୱେଲରେ ଚାଲିଥିବା ଐତିହାସିକ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ୱ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି । କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ୱାନଭରା
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୩୮୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୬୬୩୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୯୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଅତାବିରା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର : ଦୁଇ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ଥାନା ଅଂଚଳର ବହୁତ ଦିନରୁ ନିଶା କାରବାର ବ୍ୟାପକ ଭାବରେ ବଢି ଚାଲିଛି । ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ଦିଲିପ କୁମାର ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳ ଗ୍ରସ୍ତ
Read More...

ପିତୃ ଦିବସ ଅବସରରେ ସମାଜସେବୀଙ୍କ ଦ୍ଵାରା ଫଳ ବଣ୍ଟନ

ବେଲପଡା, (ଅଜିତ କୁମାର ସାହୁ) : ପିତୃ ଦିବସ ଅବସରରେ ଅନେକ ଲୋକ ଅନେକ କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଛି । କିଏ ପିତୃ ଲୋକଙ୍କ ତିଳ ତର୍ପଣ କରିଥାନ୍ତି ତ କିଏ ଗଙ୍ଗାରେ ଗଙ୍ଗା ଶ୍ରାଦ୍ଧ, ବାଳ ଭୋଜନ କରିଥାନ୍ତି ପିତୃ ଲୋକଙ୍କ ଆତ୍ମାର ସଦଗତି କାମନା ସକାଶେ । କିନ୍ତୁ ଏମିତି ଜଣେ ମଣିଷ
Read More...

କରୋନା କଟକଣାକୁ ଫୁ…….

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ବର୍ତ୍ତମାନ ଏବେ ସବୁଆଡେ ଚାଲିଛି ଟୀକାକରଣ । ହେଲେ ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ ସମସ୍ତେ ଭୁଲି ଯାଉଛନ୍ତି ସାମାଜିକ ଦୂରତାକୁ । ବ୍ରହ୍ମପୁରର ଇଞ୍ଜିନିୟରିଂ ସ୍କୁଲ, କୁଇନ ମିଶନ ସ୍କୁଲ, ଏମ୍.କେ.ସି.ଜି. ମେଡ଼ିକାଲ, ସିଟିହସ୍ପିଟାଲ ଏବଂ
Read More...

ଦେଓଗାଁ ବ୍ଲକରେ କମୁଛି କରୋନା କୋପ : ଆଜି କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନଥିବା ଜଣାପଡ଼ିଛି । ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Read More...

ପଶ୍ଚିମ ଓଡ଼ିଶା ତୈଲିକ ସାହୁ ସମାଜର କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ଭର୍‌ଚୁଆଲ୍ ମାଧ୍ୟମରେ ପଶ୍ଚିମ ଓଡ଼ିଶା ତୈଲିକ ସାହୁ ସମାଜ ତରଫରୁ ଏକ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ନକୁଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲା ତୈଲିକ ସାହୁ ସମାଜର ସଭାପତି ସଂଗଠକ ମୋତିଲାଲ୍ ସାହୁ
Read More...