Monthly Archives

June 2021

ଯୌତୁକ ନିର୍ଯ୍ୟାତନା କାରଣରୁ ଆତ୍ମହତ୍ୟା ମାମଲାରେ ତନାଘନା

ଥିରୁବନନ୍ତପୁରମ୍ : କେରଳରେ ଯୌତୁକ ନିର୍ଯ୍ୟାତନା କାରଣରୁ ଆତ୍ମହତ୍ୟା କରିଥିବା ୨୪ ବର୍ଷିୟା ଯୁବତୀ ବିସ୍ମାୟାଙ୍କ ମାମଲା ଏବେ ହେଡଲାଇନ୍‌ରେ ରହିଛି । ବିଶେଷ କରି କେରଳରେ ଏ ବିଷୟରେ ବହୁତ ହଇଚଇ ରହିଛି । ଭିସମାୟାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ପୋଲିସ ଗ୍ରହଣ କରିଛି, ଯେଉଁଥିରେ ସେ
Read More...

ଆନ୍ଦୋଳନକୁ ସମାପ୍ତ କର, ସରକାର ଆଲୋଚନା ପାଇଁ ପ୍ରସ୍ତୁତ : କୃଷି ମନ୍ତ୍ରୀ ତୋମାର କୃଷକମାନଙ୍କୁ ନିବେଦନ କଲେ

ନୂଆଦିଲ୍ଲୀ : ନୂତନ କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକର ବିରୋଧ ଅଷ୍ଟମ ମାସରେ ପ୍ରବେଶ କରିଛି । ଏହି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସଂଗଠନକୁ ଆନ୍ଦୋଳନ ବନ୍ଦ କରିବାକୁ ନିବେଦନ କରି କହିଛନ୍ତି ଯେ, ଏହି ତିନୋଟି ଆଇନର ବ୍ୟବସ୍ଥା ଉପରେ ଆଲୋଚନା ଆରମ୍ଭ
Read More...

ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ, ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ

ଜାମ୍ମୁ : ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଛି । ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଶୁଣାଯାଇଛି । ଘଟଣା ପରେ ବମ୍ ଡିସପୋଜାଲ୍ ସ୍କ୍ୱାର୍ଡ ଏବଂ ଫୋରେନସିକ୍ ଟିମ୍
Read More...

ଗଞ୍ଜାମ ଓ ରମ୍ଭା ସହରରେ ଇନଡୋର ଷ୍ଟାଡିୟମ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ସହରବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କ୍ରୀଡା କ୍ଷେତ୍ରରେ ଗଞ୍ଜାମ ଓ ରମ୍ଭା ସହରରେ ଭିତ୍ତିଭୂମିର ବିକାଶ ପାଇଁ ଗଞ୍ଜାମ ଓ ରମ୍ଭା ଉଭୟ ସହରରେ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଉଭୟ ସହରବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଆଜି ଛତ୍ରପୁର ସହରସ୍ଥିତ ଜିଲ୍ଲାପାଳ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ୫୮୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୨୭୦୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୬୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ୱତୀ ଶିଶୁ ମନ୍ଦିରର ଶତ ପ୍ରତିଶତ ସଫଳତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶ ପାଇଛି । ଏଥିରେ ଗଞ୍ଜାମ ସହରରେ ରହିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀମାନେ ଶତ ପ୍ରତିଶତ ସଫଳତା ପାଇଛନ୍ତି । ସମସ୍ତ ୫୫ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
Read More...

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ଜତୀଶ ଖମାରୀଙ୍କ ପରିବାର ଲୋକଙ୍କୁ ଭେଟିଲେ କଳିକେଶ

ପାଟଣାଗଡ, (ଗୋରେଖନାଥ ବରିହା) : କରୋନା ଯୁଦ୍ଧରେ ହାରିଯାଇଥିବା ପାଟଣାଗଡର କରୋନା ଯୋଦ୍ଧା ତଥା ସମ୍ବାଦର ସାମ୍ବାଦିକ ସ୍ୱର୍ଗତ ଯତୀଶ ଖମାରୀଙ୍କ ବାସଭବନରେ ତାଙ୍କର ବାପା ଓ ପରିବାର ବର୍ଗଙ୍କୁ ସାକ୍ଷାତକରି ସମବେଦନା ଜଣାଇଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ।
Read More...

ରାସ୍ତା ନିର୍ମାଣ ପାଇଁ ସହକାରୀ ବନ ସଂରକ୍ଷକଙ୍କ ସମେତ ୪ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବୌଦ୍ଧ, (ମମତା ମହାକୁର) : ରାସ୍ତା ନିର୍ମାଣ ପାଇଁ ବୌଦ୍ଧ ବନବିଭାଗର ସହକାରୀ ବନ ସଂରକ୍ଷକ(ଏସିଏଫ)ଙ୍କୁ ଅଟକ ରଖିଲେ ଗ୍ରାମବାସୀ ।ମିଳିଥିବା ସୂଚନା ମତେ ଶନିବାର ଛୁଟିଦିନ ଥିବା ବେଳେ ବୌଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ଲାଖ ପର୍ବତଠାରେ ବନବିଭାଗର ବଡବାବୁ ମାନଙ୍କର ଭୋଜିଭାତର ଆୟୋଜନ
Read More...

ଶ୍ମଶାନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପୋଷ୍ଟର ଲଗାଇଲା କଂଗ୍ରେସ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସାରା ଦେଶରେ କରୋନା ମହାମାରୀ ତାର କାୟାବିସ୍ତାର କରୁଥିବା ବେଳେ ଉଭୟ କେନ୍ଦ୍ରରେ ଥିବା ମୋଦୀ ସରକାର ଏବଂ ରାଜ୍ୟରେ ଥିବା ନବୀନ ସରକାର ଜନସାଧାରଣଙ୍କୁ ବଞ୍ଚାଇବା ଛାଡ଼ି ଫଟୋ ରାଜନୀତି କରିବାରେ ବ୍ୟସ୍ତ ରହିଥିବା ଅଭିଯୋଗ କରିଛି କଂଗ୍ରେସ । ସେହିପରି ଭାବେ
Read More...