Monthly Archives

June 2021

ୟୁଟ୍ୟୁବ ଚ୍ୟାନେଲ ‘କାଇଁଚ’ ଶୁଭ ଉଦ୍‌ଘାଟନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜିକାଲି ହେଉଛି ସୋସିଆଲ ମିଡିଆର ଦୁନିଆଁ । ଏବେ ଚାଲିଛି ୟୁଟ୍ୟୁବର ଟ୍ରେଣ୍ଡ ଏହି ମାଧ୍ୟମରେ ଗୀତ, ସାହିତ୍ୟ, ମନୋରଂଜନ, ବିଜ୍ଞାନ, ଭଳି ଅନେକ ବିଷୟରେ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ୟୁଟ୍ୟୁବର୍ ମାନେ ତାଙ୍କ ମାଧ୍ୟମରେ କେହି କେହି ସଚେତନତା
Read More...

ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେଲା

ନୂଆଦିଲ୍ଲୀ : ବାତିଲ ହେଲା ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ
Read More...

ବାଲିଗୁଡାରେ ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍‌ ସମସ୍ୟାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ
Read More...

ବଙ୍ଗଲାରେ ବାହାରିଲା ନାଗ ସାପ : କାମ ଛାଡ଼ି ସାପ ଧରିବାକୁ ପହଞ୍ଚିଲେ କେଛୋ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଦେଓଗାଁ ବଙ୍ଗଲାର ଏକ ଦୋକାନରେ ଏକ ନାଗ ସାପ ବାହାରିଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ କୁତୁର୍ଲା ଆମପାଲି ଗାଁର କେଛୋ ଭୋଇ ଆସି ସାପଟିକୁ ଦୋକାନରୁ କାଢ଼ିଥିଲେ । ଏପରିକି ଜାତୀୟ ରାଜପଥରେ ସାପ ଖେଳ
Read More...

ଜୁଆ ଆଡ୍ଡାରେ ଚଢ଼ାଉ : ଟଙ୍କା ସହ ମୋବାଇଲ ଏବଂ ଗାଡି ଜବତ, ୪ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଶିକରିପାଲି ଗ୍ରାମରେ ଏକ ନିର୍ଜନ ନିଛାଟିଆ ସ୍ଥାନରେ ଏକ ଜୁଆ ଆଡ୍ଡା ଉପରେ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ ଚଢାଉ କରି
Read More...

ଝାରବନ୍ଧ ଜୁନିୟର କଲେଜରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ସ୍ଥିତ ଜୁନିୟର କଲେଜରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ସାହୁ ମହାମାରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁଁ ଗତବର୍ଷ ଲକ୍ ଡାଉନ
Read More...

ଦେଓଗାଁ ବ୍ଲକରେ ଆଜି ୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ୪ଜଣ, ଉପରଝର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ବ୍ଲକରେ ମୋଟ ୬ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ତହସିଲ ପକ୍ଷରୁ କରୋନା କଟକଣା ଅମାନିଆଁକୁ ଛାଟ : ୨୫ ଦିନ ମଧ୍ୟରେ ୫୭୪ ଜଣଙ୍କ ଠାରୁ ୨,୩୬, ୮ଶହଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୧୨ଟାରୁ ସକାଳ ୬ଟା ଓ ୨୦ ତାରିଖରୁ ଦିନ ୧୧ଟାରୁ ସକାଳ ୭ଟା ସୁଦ୍ଧା ଲକଡାଉନ ଘୋଷଣା କରିଥିଲେ । ହେଲେ ଏହି ନିୟମକୁ ପାଳନ
Read More...

ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଟୀକାକରଣ ବାଧାପ୍ରାପ୍ତ : ସଚେତନତାର ଅଭାବ ଯୋଗୁଁ ଟିକା ନେଉନାହାନ୍ତି ଗ୍ରାମାଞ୍ଚଳର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହ ରାମଚନ୍ଦ୍ରପୁର ଓ ଅର୍ଜୁନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ୟ୍ୟକ୍ରମ ଜାରି ରହିଛି । ହେଲେ ଗ୍ରାମାଞ୍ଚଳରେ ଟିକା ପ୍ରତି ସଚେତନତା ନ ଥିବାରୁ ଲୋକେ ଟୀକା ନେବାକୁ ଭୟବିତ ହେଉଥିବାରୁ ଟୀକାକରଣ
Read More...

କୁଲ୍‌ତା ସମାଜର ଉପରଝର ଏରିଆ ସଂପାଦକ ହଳଧର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ପୂର୍ବତନ ସମ୍ପାଦକ ତଥା ଉପରଝର ଏରିଆ କୁଳତା ସମାଜର ସମ୍ପାଦକ ହଳଧର ସାହୁଙ୍କ(୭୦) ଭୀମଭୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ
Read More...