Monthly Archives

June 2021

ଦୁଗ୍ଧ ବିକ୍ରି ପାଇଁ ଯିବା ବେଳେ ମୋଟର ସାଇକେଲର ପଛ ଚକା ଫାଟି ଦୁଗ୍ଧ ବ୍ୟବସାୟୀଙ୍କ ମୃତ୍ୟୁ

ଦେଓଗାଁ, (ମନୀଷ କୁମାର ସାହୁ): ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ରାସ୍ତା ଦୁର୍ଘଟଣାରେ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପଧାନ (୪୩)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ନେବାରେ ଜଣାପଡ଼ିଛି ଯେ, ଦେଓଗାଁ ବ୍ଳକ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପ୍ରତି ଦିନ
Read More...

“ଦାଦନ” ଶୀର୍ଷକ ଉପରେ କୋଶଲି କବିତା ଆସର ଆୟୋଜିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ତରଫରୁ "କବିର କବିତାଥି ଦାଦନ" ବିଷୟ ଉପରେ ଆଧାରିତ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି, କଥାକାର, ସାମାଜିକ କର୍ମୀ ରାଜିବ ସଗରିଆ କାର୍ଯ୍ୟକ୍ରମରେ ଯୋଗଦେଇ ଦାଦନ ସମସ୍ୟାର ଐତିହାସିକ ଓ
Read More...

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ରୁ ଅଧିକ ବାଲି ଗାଡି ଜବତ : ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ନଦୀ ପଠାରୁ ବାଲି ଚୋରା ଚାଲାଣ ହେବା ବିଷୟରେ କେଉଁ ଅନାଦି କାଳରୁ ଏହି ଚୋରା ପ୍ରଥା ଏଠାରେ ପ୍ରଚଳିତ ହୋଇଅଛି । ଏହା ଏକ ପ୍ରାକୃତିକ ଖଣିଜ ପଦାର୍ଥ ଏବଂ ଏଠାକାର ବାଲି ଗୃହନିର୍ମାଣ/ କୋଠାବାଡି ସକାଶେ ଋଷିକୁଲ୍ୟାର ବାଲି ଖୁବ
Read More...

ଦୁର୍ଘଟଣା : ଗଛରେ ପିଟିହେଲା ଆମ୍ବୁଲାନ୍ସ, ରୋଗୀ ଓ ସମ୍ପର୍କୀୟ ମୃତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ଆସିଛି । ଆମ୍ବୁଲାନ୍ସରେ ହସ୍ପିଟାଲକୁ ରୋଗୀ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଆମ୍ୱୁଲାନ୍ସ । ଦୁର୍ଘଟଣାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି
Read More...

କଟକ ସହରର ଉର୍ଦ୍ଦୁ ସାହିତ୍ୟ ଅଧ୍ୟାପିକାଙ୍କ କୋରନାରେ ଦେହାନ୍ତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଟକ ସହରର ନିମସାହିରେ ଅବସ୍ଥାପିତ ମକାମ ମହାବିଦ୍ୟାଳୟର ଉର୍ଦ୍ଦୁ ସାହିତ୍ୟର ଅଧ୍ୟାପିକା ଶ୍ରୀମତୀ ସାଇର ବିବି କୋରନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗତ ୩୧ ତାରିଖ ରାତିରେ ସୃଷ୍ଟି ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ବର୍ଗଙ୍କ ଠାରୁ
Read More...

୧୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଠାରେ ଥିବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ମଙ୍ଗଳବାର କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍‌ଲ୍ଲାପାଳଙ୍କ
Read More...

ଗତ ୨୪ ଘଂଟାରେ ୮୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୧୦୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୭୨୨୦କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୫୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ରାଜଧାନୀରେ ବିଭିନ୍ନ ଧର୍ମାନୁଷ୍ଠାନର ଧର୍ମଯାଜକ ମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରରେ ବ୍ରାହ୍ମଣ ଓ ମୌଲାନାଙ୍କୁ ଅଥବା ହିନ୍ଦୁ ଓ ମୁସ୍‌ଲିମ ଧର୍ମର ଧର୍ମଯାଜକ, ସେବାୟତ ମାନଙ୍କୁ ଶୁଖିଲା ଖାଦ୍ୟ ସହ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି । କରୋନା ଦ୍ୱିତୀୟ ଲହରରେ ପୁଣି ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ
Read More...

ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ : ବିଜୁଳି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି…

କଂଟାବାଂଜି, (ମନୀଶ କୁମାର ହଂସ) : ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡ ଅଂଚଳରେ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ କୁଆ ପଥର ମାଡ଼ ସାଂଗକୁ ବହୁତ ଜୋର୍‌ରେ ପବନ ହେବାରୁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ବିରାଟ ବିରାଟ ଗଛଗୁଡ଼ିକ ଭାଂଗି ରାସ୍ତା ଅବରୋଧ ହୋଇଥିବା ବେଳେ କାହାର ଘରର ଛପର
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ବାଇକ୍ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ଅବାଧରେ ଚାଲିଥିବା ସଙ୍ଗେ ସଙ୍ଗେ ବହୁ ଅପରାଧ ବଢ଼ିବାରେ ଲାଗିଥିଲା । ଏବେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ନୂତନ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ଯୋଗଦେବା ପରେ କିଛି ନିଶା
Read More...