Daily Archives

ବ୍ରହ୍ମପୁର ମୁନିସିପାଲ ପକ୍ଷରୁ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ୨୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀ ନୂଆଁଗାଁ ଥାନା ନିକଟ ଫ୍ଲାଇ-ଓଭର ବ୍ରିଜ ଠାରେ ନୂଆଁ ଧରଣର ଭେଣ୍ଡିଂ ଜୋନ ନିର୍ମାଣ ହେବ ଏବଂ ଏହା ସହ ଏହାର ସୌନ୍ଦର୍ୟ୍ୟକରଣ ବିସ୍ତୀର୍ଣ୍ଣ ରୂପେ ହେବ ବୋଲି ବିଏମସି କମିଶନର
Read More...

ବଣଭୋଜି କରିବାକୁ ଯାଇଥିବା ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଣେ ମୃତ, ତିନି ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଣଭୋଜି କରିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୋଟିଏ ଗୋଷ୍ଠୀ
Read More...

ଆଜିଠାରୁ ୧୮ରୁ ଉର୍ଦ୍ଧ ବର୍ଷ ପାଇଁ ଟୀକାକରଣ

ଜିଲ୍ଲାର ବିଭିନ୍ନ ବ୍ଲକର ୩୦ଟି ସହ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଗୋଟିଏ କେନ୍ଦ୍ରରେ ଟୀକା ପ୍ରଦାନଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ
Read More...

ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲ(୪୬)ଙ୍କ ଗତକାଲି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ରହିଥିବା ବେଳେ ବରଗଡ଼ ଏବଂ କଟକରୁ ୫ ଜଣ ଲେଖାଏଁ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହେଲା ନୂଆ ଯୋଜନା ଆଶୀର୍ବାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା, ମା' ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୀର୍ବାଦ ନାମରେ ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା
Read More...

ଭାରତୀୟ ଆଇଟି ନିୟମ-୨୦୨୧ ସମ୍ପର୍କରେ ମାନବିକ ଅଧିକାର ପରିଷଦକୁ ଭାରତୀୟ ସ୍ଥାୟୀ ମିଶନର ସ୍ପଷ୍ଟୀକରଣ

• ବରିଷ୍ଠ ଅଂଶୀଦାରଙ୍କ ସହ ଆଲୋଚନା ପରେ ଚୂଡାନ୍ତ ହୋଇଛି ଆଇଟି ନିୟମ• ସାମାଜିକ ଗଣମାଧ୍ୟମର ସାଧାରଣ ବ୍ୟବହାରକାରୀଙ୍କୁ ସଶକ୍ତ କରିବା ପାଇଁ ହୋଇଛି ଆଇଟି ନିୟମ ନୂଆଦିଲ୍ଲୀ, (ପିଆଇବି) : ଜାତିସଂଘର ଭାରତୀୟ ସ୍ଥାୟୀ ମିଶନ କାର୍ୟ୍ୟାଳୟ ଓ ଜେନିଭାସ୍ଥିତ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନ,
Read More...

ଡବ୍ଲ୍ୟୁଟିସି ଫାଇନାଲ୍ : ତୃତୀୟ ଦିନ ଷ୍ଟମ୍ଫସ୍ ବେଳକୁ ନ୍ୟୁଜିଲାଣ୍ଡ ୧୦୧/୨ : କାଇଲ ଜାମିସନଙ୍କ ୨୨-୧୨-୩୧-୫ ସଫଳତା…

ସାଉଥାମ୍ପଟନ୍‌ : ଏଜିସ୍‌ ବାୱେଲରେ ଚାଲିଥିବା ଐତିହାସିକ ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ୱ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି । କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ୱାନଭରା
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୩୮୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୬୬୩୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୯୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଅତାବିରା ଥାନା ଅଞ୍ଚଳରେ ବ୍ୟାପକ ନିଶା କାରବାର : ଦୁଇ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ଥାନା ଅଂଚଳର ବହୁତ ଦିନରୁ ନିଶା କାରବାର ବ୍ୟାପକ ଭାବରେ ବଢି ଚାଲିଛି । ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ଦିଲିପ କୁମାର ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳ ଗ୍ରସ୍ତ
Read More...