Daily Archives

ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କାର୍ଲଲେଣ୍ଡ ଷ୍ଟେନରଙ୍କ ଜନ୍ମ ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରେଡକ୍ରସ ମିଳିତ ଭାବେ ୨୦୦୫ ମସିହାରୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା ସମିତି ପକ୍ଷରୁ ଆଜି
Read More...

ମାଁ ମାହେଶ୍ୱରୀ ସେନା ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଏବଂ ରବିବାର ଦୁଇଦିନ ଧରି ସଟଡାଉନ୍‌ ଥିବା ବେଳେ ବଲାଙ୍ଗିରର ଭୀମ ଭୋଇ ମେଡିକାଲ୍ କଲେଜ୍ ହସପିଟାଲ ଠାରେ ସଟ୍‌ଡାଉନ୍‌ ଯୋଗୁଁ କୌଣସି ଦୋକାନ ବଜାର ଖୋଲୁ ନଥିବା ବେଳେ ମୁଠେ ଖାଇବାକୁ ନପାଇ ଅସୁବିଧାରେ ଥିବା ରୋଗୀମାନଙ୍କର ସମ୍ପର୍କୀୟ ମାନଙ୍କ ପାଇଁ
Read More...

ରଜ ପର୍ବ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଜ ପର୍ବ ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ ସେ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ‘ରଜ ପର୍ବ’ର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭକାମନା । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳମୟ ଜୀବନ କାମନା କରୁଛି
Read More...

ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଆସନ୍ତା ୧୬ରୁ ଖୋଲିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏଏସଆଇ ପକ୍ଷରୁ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଆସନ୍ତା ୧୬ରୁ ଖୋଲିବ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଏହା ଖୋଲାଯିବ । କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଏପ୍ରିଲ
Read More...

ଜୁନ୍‌ ୨୨ ଯାଏ ଉତ୍ତରାଖଣ୍ଡରେ ବଢିଲା କରୋନା କର୍ଫ୍ୟୁ

ଉତ୍ତରାଖଣ୍ଡ : ଆଜି କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି କରିଛନ୍ତି ଉତ୍ତରାଖଣ୍ଡ ସରକାର । ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍‌ରେ ଶେଷ ହେବାକୁ ଥିବା ବେଳେ ଆସନ୍ତା ଜୁନ୍‌ ୨୨ ଯାଏ ପୁଣି କର୍ଫ୍ୟୁକୁ ବୃଦ୍ଧି କରାଯାଇଛି । ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ
Read More...

୯୯ ବର୍ଷର ଡାକ୍ତରଖାନାର ଉନ୍ନତିକରଣ ଦାବୀ ନେଇ ତୁଷୁରାରୁ ବଲାଙ୍ଗିର ପଦଯାତ୍ରା କଲା ଏକ୍ସନ୍ କମିଟି

ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଓ ଡାକ୍ତର ନିଯୁକ୍ତି ଦାବୀ ନେଇ ପଦଯାତ୍ରା୩୨ କିଲୋମିଟର ବର୍ଷାରେ ଚାଲି ଚାଲି ଯାଇ ଦେଲେ ଦାବୀ ପତ୍ରଦେଓଗାଁ, (ମନୀଷ କୁମାର ସାହୁ) : ଆଉ କିଛି ମାସ ପରେ ତିଆରି ହୋଇଥିବା ତୁଷୁରା ହସପିଟାଲକୁ ୧୦୦ ବର୍ଷ ପୂରିବ । ୧୯୨୨ ମସିହାରୁ ଆରମ୍ଭ
Read More...

ଦେଓଗାଁ ରାଏପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାମ୍ବାଦିକଙ୍କ ସମେତ ୩ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ରାଏପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ସାମ୍ବାଦିକଙ୍କ ସମେତ ୩ ଜଣ ଗୁରୁତର ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର୍‌ରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ୩ ଜଣ କାର୍‌ ଯୋଗେ ଭୁବନେଶ୍ୱର
Read More...

ଗାଁ କଲ୍ୟାଣ ସମିତି ପକ୍ଷରୁ କୋଭିଡ ଜନସଚେତନତା ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅର୍ନ୍ତଗତ ବେରବୋଇ ଗ୍ରାମପଂଚାୟତର ଡଁପୁର ଗାଁ କଲ୍ୟାଣ ସମିତି ଓ ଗ୍ରାମ୍ୟ କୋଭିଡ ପରିଚାଳନା କମିଟିର ସହଯୋଗରେ ୨ୟ ଲହର କୋଭିଡ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ସଚେତନତା ରଥ ପରକ୍ରମା କରାଯାଇଛି । ଅଙ୍ଗନୱାଡି କର୍ମୀ
Read More...

ସିଂହବ୍ରହ୍ମପୁର ପଂଚାୟତରରେ ୧୮୮ଜଣ ଚାଷୀଙ୍କୁ ଫସଲ କ୍ଷୟକ୍ଷତିି ଅର୍ଥ ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ୨୦୨୦ ବନ୍ୟାରେ କେତେକ ପଂଚାୟତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଡେଲାଙ୍ଗ ତହସିଲ ପକ୍ଷରୁ ଏହାର ତଦନ୍ତ କରାଯାଇ କ୍ଷତି ପୂରଣ ପାଇଁ ରିିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଆଜି ସିଂହବହ୍ମପୁର ଗ୍ରାମପଞ୍ଚାୟତର ମଳିଗାଁର
Read More...

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର

ସମ୍ବଲପୁର : ଉତ୍ତରାଞ୍ଚଳ ନୂତନ ପୋଲିସ ଡିଆଇଜି ଭାବେ ରବିବାର ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଦୀପକ କୁମାର । ଆଜି ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜର ୫ଟି ଜିଲ୍ଲାର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଆଇଜି ନରସିଂହ ଭୋଳଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୀପକ କୁମାର । ସେଣ୍ଟ୍ରାଲ
Read More...