Daily Archives

ଟାଉନ କ୍ଲବ ପରିସରରେ ଅମୃତ ଧାରା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ମହାମାରୀ ସମୟରେ ଲକଡାଉନ ସଟଡାଉନ ଯୋଗୁଁ ଲୋକେ ଖାଦ୍ୟ ସଫା ପିଇବା ପାଣି ଆଦି ପାଇଁ ବହୁ ହଇରାଣ ହେଉଥିବା ଦେଖୁବକୁ ମିଳୁଛି । ଏହି ପରି ସମୟରେ ଗ୍ରୀଷ୍ମ ତାତି ଯୋଗୁଁ ମଧ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ ପିଇବା ପାଣି ପାଇଁ ଲୋକେ ବହୁ
Read More...

ସ୍ଵାମୀଙ୍କ ଚାକିରି ପାଇବାକୁ ରାଜ୍ୟ ଆୟୁଷ ବିଭାଗ ଓ ଆୟୁର୍ବେଦ ନିରୀକ୍ଷକଙ୍କୁ ବିଧବା ଗୈମିନୀ ଖମାରୀଙ୍କ ଦାବୀପତ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ଡଙ୍ଗୁରିପାଲି ଗ୍ରାମର ସ୍ବର୍ଗତ ଗଣେଶ ଖମାରୀଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ବିଧବା ଗୈମିନୀ ଖମାରୀ ନିଜ ସ୍ବାମୀଙ୍କ ଚାକିରି ନିଯୁକ୍ତି ପାଇବାକୁ ରାଜ୍ୟ ଆୟୁଷ ବିଭାଗ ଭୁବନେଶ୍ବର ଓ ଆୟୁର୍ବେଦ
Read More...

ଯାଦବ ମହାସଭାର ଭର୍ଚୁଆଲ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଜିଲ୍ଲା ଯାଦବ ମହାସଭା ବଲାଙ୍ଗିର ତରଫରୁ ଜୁମ ଆପ୍‌ ମାଧ୍ୟମରେ ଏକ ବୈଠକ ସଭା ଆୟୋଜନ ହୋଇଥିଲା । ଆଗାମୀ ଜୁଲାଇ ମାସରେ(ଦ୍ବିତୀୟ ବର୍ଷ) ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏହି ସଭା ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି
Read More...

ଗଜା ଧାନ ଧରି ଚାଷୀଙ୍କ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ପ୍ରଶାସନର ତ୍ରୁଟିପୂର୍ଣ୍ଣ ନୀତି ଓ ଚାଷୀଙ୍କ ଆନ୍ଦୋଳନ ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଯିବା ଯୋଗୁଁ ଆଜି ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅତାବିରା ରାଜ୍ୟ କୃଷକ ସଂଗଠନ ପକ୍ଷରୁ
Read More...

ଥେବୁଛେ କରୋନା ସଂକ୍ରମଣ : ଥାବେ ରହୁନ୍‌ ଗାଁ ମାଁର୍‌ ଲୁକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥେବୁଛେ କରୋନା ସଂକ୍ରମଣ । ଥାବେ ରହୁନ୍‌ ଗାଁ ମାଁର୍‌ ଲୁକେ । ଦେଶ୍‌ ଥି ଯେନ୍‌ତା କମିଛେ, ରାଏଜ୍‌ ଥି ବି ହେନତା ଦିନୁଁ ଦିନ୍‌କେ କମ୍‌ତେଲ୍‌ ଆସୁଛେ । ବଲାଙ୍ଗିର୍‌ ଜିଲ୍ଲା ଥି ବି ତାର୍‌ ଦମ୍‌ ଦୁର୍‌ବଲ୍‌ ହଉଛେ । ଇଥି ଯହ ଉସତ୍‌ ହେଇ କରି ସରକାରୀ
Read More...

ପ୍ରଧାନ ଶିକ୍ଷକ ମହାଦେବ ମିଶ୍ରଙ୍କୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପଦବୀକୁ ପଦୋନ୍ନତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅଧୀନ କୁରୁଲ ସରକାରୀ ଉ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ମିଶ୍ର ପଦୋନ୍ନତି ପାଇଥିବା ସୂଚନା ମିଳିଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେ ସଇଁନ୍ତଲା ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିବେ । ତାଙ୍କ
Read More...

ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ସ୍ବେଚ୍ଛାସେବୀଙ୍କ ଭିନ୍ନ ଢଙ୍ଗରେ ପ୍ରତିବାଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ଯେଉଁ ଭଳି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଦୈନନ୍ଦିନ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି କରୁଛନ୍ତି ସାଧାରଣ ଜନତା ଉପରେ ପିଠି ଓ ପେଟରେ ମଧ୍ୟ ମାଡ଼ ପଡୁଛି । ସରକାର କେବଳ ଯୋଜନା ଉପରେ ଯୋଜନା, ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି
Read More...

ମୃତ୍ୟୁ ବି ଏମିତି ଆସେ : କାକା ଆହତ, ପୁତୁରା ମୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମୃତ୍ୟୁ ବି ଏମିତି ଆସେ । ହସ ଖୁସିରେ କାକା ଓ ପୁତୁରା ଗୋଟିଏ ବାଇକରେ ଯାଉଥିବା ବେଳେ ଘଟିଲା ଅଭାବନୀୟ ଘଟଣା । ତେବେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତର ସୁକୁନାପଦର ଓ ବାଞ୍ଜିପଡ଼ା ଛକ ମଧ୍ୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
Read More...

ରାଜ୍ୟସ୍ତରୀୟ ୱେବିନାର୍‌ରେ କୋରୋନା ଓ ଶିଶୁ ସ୍ବାସ୍ଥ୍ୟ ପ୍ରସଙ୍ଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କୋରୋନା ମହାମାରୀର କରାଳ ଛାୟାରେ କେତେ ଯେ ପରିବାର ସର୍ବସାନ୍ତ ହୋଇପଡିଛି, କେତେ ଯେ ଛୁଆକୁ ବେସାହାରା କରିଦେଇଛି । ପ୍ରଥମ ଲହର, ଦ୍ଵିତୀୟ ଲହରରେ ସାଧାରଣ ଜୀବନ ପ୍ରଭାବିତ ହୋଇ ଭାଙ୍ଗି ପଡିଛି । ଏପରି ସ୍ଥଳେ ତୃତୀୟ ଲହରର ସମ୍ଭାବନା ନେଇ ସ୍ବାସ୍ଥ୍ୟ
Read More...

ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ କରୋନା ସଚେତନତା ରାଲି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଡ଼ ପଞ୍ଚାୟତରେ କରୋନା ସଚେତନତା ରାଲି ଅନୁଷ୍ଠିତ ହେଇଯାଇଛି । କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଉଦ୍ୟମରେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି
Read More...