Daily Archives

ଟ୍ରକ୍‌ରୁ ଜବତ ହେଲା ୬ କ୍ୱିଣ୍ଟାଲ ଗଞ୍ଜେଇ, ୨ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ଟ୍ରକ୍‌ରୁ ଜବତ ହୋଇଛି ୬ କ୍ୱିଣ୍ଟାଲ ଗଞ୍ଜେଇ । ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ କେନ୍ଦ୍ରୀୟ ସ୍କ୍ବାର୍ଡ ଏକ ଟ୍ରକରୁ ୬.୨୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍‌ଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ କେଛୋମୁହାଣ ଗ୍ରାମରେ ନାବାଳିକା ଝିଅର ବିବାହ କରାଯାଉ ଥିବା ଏନେଇ ପ୍ରଶାସନ ପାଖରେ ଖବର ପହଞ୍ଚିଲା ପରେ ଉକ୍ତ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି
Read More...

ଲୋଇସିଂହା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମାଗଣା ଖାଦ୍ୟ ଯୋଗାଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଲକଡାଉନ ସମୟରେ ସମସ୍ତ ଦୋକାନ ବଜାର ହୋଟେଲ ଗୁଡିକୁ ବନ୍ଦ ରହିଛି । ଫଳରେ ଲୋଇସିଂହା ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ଓ ତାଙ୍କ ପରିଜନ ଖାଦ୍ୟ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା ବ୍ଲକ ଛକ ସ୍ଥିତ ମାଁ
Read More...

ବିଭିନ୍ନ ସମସ୍ୟା ନେଇ ତଦାରଖ କଲେ ସିଡିପିଓ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେଛୋମହାଣ ଗ୍ରାମରେ ଅନେକ ଲୋକଙ୍କ ଘରକୁ ଘର ବୁଲି ବିଭିନ୍ନ ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ସିଡିପିଓ ସବିତା ଦାଶ । ସୂଚନା ମତେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସିଡିପିଓ ଶ୍ରୀମତୀ ସବିତା ଦାଶ
Read More...

ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡିଲା ୨ ମହଲା କୋଠା, ୩ ଶିଶୁ ସମେତ ୭ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗୋଣ୍ଡାରେ ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୨ ମହଲା କୋଠା ଭୁଶୁଡି ପଡିଥିଲା । କୁହାଯାଉଛି ଯେ କୋଠା ଭୁଶୁଡ଼ିବା କାରଣରୁ ପ୍ରାୟ ୧୪ ଜଣ ମାଟି ତଳେ ଫସି ରହିଥିଲେ ।
Read More...

ଟୀକାକରଣ ଆରମ୍ଭ ହେଲା ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ : ଡୋଜ୍ ପ୍ରତି ୧୨୫୦ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରରେ ଆରମ୍ଭ ହେଲା ଘରୋଇ ହସ୍ପିଟାଲରେ ଟୀକାକରଣ । ଇଛୁକ ବ୍ୟକ୍ତି ନିର୍ଧାରିତ ଦେୟ ଦେଇ ଟୀକା ନେଇପାରିବେ । ପ୍ରତି ଡୋଜ ଟିକାର ଦାମ ୧୨୫୦ ଧାର୍ଯ୍ୟ କରାଯାଇଛି । କୋଓ୍ୱିନ ଆପରେ ଅନଲାଇନ ସ୍ଲଟ ବୁକିଂ କରି ନେଇପାରିବେ ଟୀକା । ୪୫ ବର୍ଷରୁ ଅଧିକ
Read More...

ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣା : ଅଭିଯୁକ୍ତକୁ ଗିରଫ କଲା ସ୍ପେଶାଲ୍‌ ସ୍କ୍ଵାର୍ଡ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି କଲୋନୀରେ ମହିଳାଙ୍କୁ ଛୁରୀ ମାରି ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ କରି ସ୍ପେଶାଲ୍‌ ସ୍କ୍ଵାର୍ଡ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛିଥିବା ଜଣାପଡିଛି । ଗତ ୩୧ ତାରିଖ ସକାଳେ ଅଂଶୁ ଗୁପ୍ତା ନାମକ ଜଣେ ମହିଳା ପରିବା
Read More...

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼ : ଆଜି ଭୋର ପ୍ରାୟ ୫ଟା ୩୦ ମିନିଟ ସମୟରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ରାଉରକେଲା ମଣ୍ଡଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ସକାଳୁ ସୁନ୍ଦରଗଡ଼ ସହରରୁ ଏକ କାର ଯୋଗେ ଟଙ୍କା ନେଇ ଝାରସୁଗୁଡ଼ା ଅଭିମୁଖେ
Read More...

ଜିଲ୍ଲାରେ ବୁଲିଲା ସଚେତନତା ରଥ : କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ୱେଛାସେବୀ ଅନୁଷ୍ଠାନ ଏକସନଏଡ଼ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମ୍ୟଞ୍ଚଳରେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ କୋଭିଡ ସଚେତନତା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ
Read More...