ରାଜ୍ୟରେ ଗତ ୨୪ ଘଂଟାରେ ୧୦,୬୩୫ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧା ଜିଲ୍ଲାରୁ ୧୫୬୪ ଏବଂ ବଲାଙ୍ଗିର ଜିଲ୍ଲାରୁ ୩୧୮
ଭୁବନେଶ୍ୱର, (କେପିଏନ୍ଏସ୍) : ଅମାନିଆ କରୋନା ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୩,୨୮୭ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୨ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୪୬୨୩ ଜଣ ଆଂଚଳିକ!-->…
Read More...
Read More...