Monthly Archives

May 2021

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ : ୪୧୨୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତଥାପି କରୋନା ସଂକ୍ରମଣର ହାର ଅସଂଭାଳ ସ୍ଥିତିରୁ ଓହରି ନାହିିଁ । ଏବେ ବି କରୋନା ସଂକ୍ରମଣରେ ଲୋକେ ତ୍ରାହି ତ୍ରାହି ଡ଼ାକୁଛନ୍ତି । କରୋନା ସଂକ୍ରମଣ କ୍ଷେତ୍ରରେ ଦୁଇ ଦିନ ହ୍ରାସ ପରେ, ପୁଣି ଥରେ ଆଜି ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୨,୭୨୭ ନୂଆ କରୋନା
Read More...

ସ୍ମାଇଲ ଫର ଅଲ୍‌ ପକ୍ଷରୁ ସମୟପୋଯୋଗୀ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାଇଲ ଫର୍ ଅଲ୍ ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି ଗତକାଲିଠାରୁ ରନ୍ଧା ଖାଦ୍ୟ ଦେଉଛନ୍ତି ଓ ଆସନ୍ତା ତାଲାବନ୍ଦ ପର୍ୟ୍ୟନ୍ତ ରନ୍ଧା ଖାଦ୍ୟ ବଣ୍ଟନ କରିବେ ବୋଲି ସୂଚନା ଦେଇଛନ୍ତି ଡବ୍ଲୁଓୱାଇଏମ୍‌ ଓ ସ୍ମାଇଲ ଫର୍ ଅଲ୍‌
Read More...

କୋଭିଡ୍‌ ସହାୟତା ପାଇଁ ଜିଲା ପ୍ରଶାସନର ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି : ସାଧାରଣ ଅସୁସ୍ଥତା ପାଇଁ ଡାକ୍ତରଖାନା…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟ ସମେତ କନ୍ଧମାଳ ଜିଲାରେ ମଧ୍ୟ ସଟଡାଉନ ଓ ଲକଡାଉନ ଲାଗୁ ହୋଇଛି । ଦୋକାନ ବଜାର ଖୋଲିବା ସହିତ ଜନସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗିଛି । ଏଭଳି ପରିସ୍ଥିିତିରେ ବିଭିନ୍ନ ଅସୁସ୍ଥତାର ଶୀକାର ହେଉଥିବା ଲୋକେ ଡାକ୍ତରଖାନାକୁ
Read More...

କରୋନାର ତୃତୀୟ ତରଙ୍ଗରେ ପିଲାମାନଙ୍କୁ ବଞ୍ଚାଇବା ପାଇଁ ପିତାମାତାମାନେ ଟୀକା ନେବା ଆବଶ୍ୟକ : ସଜାଗ ହେବା ଆବଶ୍ୟକ

ନୂଆଦିଲ୍ଲୀ : କୋଭିଡ -୧୯ର ଦ୍ୱିତୀୟ ତରଙ୍ଗ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଭାଙ୍ଗିଛି । ପ୍ରଥମ ତରଙ୍ଗ ଅଧିକାଂଶ ବୟସ୍କଙ୍କୁ ମୃତ୍ୟୁ ଦେଇଥିଲା । ଦ୍ୱିତୀୟ ତରଙ୍ଗରେ ଯୁବକମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ରିପୋର୍ଟ କରାଯାଉଛି । ଏହି ସମୟରେ, ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି
Read More...

କରାତଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ : ବାହ୍ୟ ପ୍ରବାସୀ ଗାଁରେ ପଶି ଭିକ୍ଷା ମାଗୁଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମପଞ୍ଚାୟତର କରାତଳି ଗ୍ରାମରେ ୩୦ରୁ ଉର୍ଦ୍ଧ ଲୋକମାନେ ଅନ୍ୟ ରାଜ୍ୟରୁ ଆସି ଭିକ୍ଷା ବୃତ୍ତି କରିବା ଘଟଣା ଏ ଅଞ୍ଚଳରେ ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି । ଯାହାକି, ବିହାର, ଝାରଖଣ୍ଡ
Read More...

ରାଜ୍ୟରେ ଲକ୍ଷେ ଉପରେ ସକ୍ରିୟ ଆକ୍ରାନ୍ତ : ଦିନକରେ ୧୦,୬୪୯ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୦୩୧୩ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬୮୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ଗଞ୍ଜାମରେ ନୂଆ ମହିଳା ଏଡିଏମଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଭିଡ କାର୍ଯ୍ୟ ପରିଚାଳନା ଦିଗରେ ଦକ୍ଷତା ପ୍ରତିପାଦନ କରିବା ଏବଂ କୋଭିଡ଼ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ଆଉ ଜଣେ ମହିଳା ଯୋଦ୍ଧାଙ୍କୁ ସାମିଲ କରାଇଛନ୍ତି, ସେ ହୋଉଛନ୍ତି ଲୀନା କୁମାରୀ ଖେସ୍ । ଗଞ୍ଜାମ ଜିଲ୍ଲାରେ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ପୁଣି ସତ୍ତର୍କତା ମୂଳକ ବାର୍ତ୍ତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ କରୋନା ଦାଉରୁ ମୁକ୍ତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ନିବେଦନ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ କରୋନାର ପ୍ରକୋପରୁ ନିଜକୁ ବଞ୍ଚାଇବାକୁ ହେଲେ ସମସ୍ତେ ଘରେ ରୁହନ୍ତୁ
Read More...

ବଲାଙ୍ଗିର ଡିଭାଇନ୍‌ ଲାଇଭ୍‌ ସୋସାଇଟି ପକ୍ଷରୁ ରନ୍ଧା ଖାଦ୍ୟ ଓ ରାସନ ସାମଗ୍ରୀ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଭାଇନ୍‌ ଲାଇଭ୍‌ ସୋସାଇଟି ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । କୋଭିଡ଼ ପ୍ରଭାବିତ ପରିବାର ଗୁଡ଼ିକର ୩୫୩ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ୟାକେଟ୍‌ ଓ ୫୧୬୦ ଟଙ୍କାର ରାସନ ସାମଗ୍ରୀ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି ।
Read More...

ମନୋଜଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ (ଘୋରଡିଆ) ଗ୍ରାମର ମନୋଜ ବଡଜେନା(୩୬) ଆଜକୁ ପ୍ରାୟ ୬ ମାସ ହେଲା ଯକୃତ ଜନିତ ତଥା ଅନ୍ୟାନ ରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ବାପା ଦୀନବନ୍ଧୁ ବଡଜେନା ଜଣେ ବିପିଏଲ ହିତାଧିକାରୀ ଏବଂ ସେ ଜଣେ ଦିନ
Read More...