Monthly Archives

May 2021

ସ୍ୱର୍ଗତ ରାଜୀବ ଗାନ୍ଧୀ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବେ : ବିନୋଦ ବିଶ୍ୱାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ କଂଗ୍ରେସ ଦଳର ମଙ୍ଗୁଆଳ ବିନୋଦ ବିହାରୀ ବିଶ୍ୱାଳଙ୍କ ତତ୍ୱାବଧାନରେ ଆଜି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପବିତ୍ର ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ପାଇକମାଲ ସ୍ଥିତ ଡେଲି ମାର୍କେଟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଞ୍ଚଳ ତଥା
Read More...

ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷର ମହାନ ନେତା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଦ୍ମପୁର ସ୍ଥିତ ଜନଗହଳି ପୂର୍ଣ୍ଣ ଭେଉଁରିଆ ଛକ ଠାରେ ଟାଉନ କଂଗ୍ରେସ, ବ୍ଳକ କଂଗ୍ରେସର ମିଳିତ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ମହାମାରୀ
Read More...

ଧର୍ମପ୍ରାଣା ମହିଳାଙ୍କ କରୋନାରେ ପରଲୋକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରର ହାଇସ୍କୁଲ ପଡା ନିବାସୀ ଆଇନଜୀବୀ ନିହାର ରଞ୍ଜନ ବାବୁଙ୍କ ମାତା କମଳିନୀ ବାବୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ତଳେ ମହାମାରୀ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର
Read More...

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କରୋନା ପୀଡିତଙ୍କ ସେବା କଲା କଂଗ୍ରେସ

କୃଷ୍ଠାଶ୍ରମରେ କରୋନା ସଚେତନତାର ବର୍ତ୍ତା ଦେଲା ଜିଲ୍ଲା କଂଗ୍ରେସ ସେବାଦଳ ଓ ରକ୍ତଦାନ କଲା ଛାତ୍ର କଂଗ୍ରେସବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । କଂଗ୍ରେସ ଦଳ ତରଫରୁ ପ୍ରତିବର୍ଷ ଏହି ଦିନ ସ୍ୱର୍ଗତ ରାଜୀବ
Read More...

ଦୁଇ ସଦସ୍ୟଙ୍କ ଅକାଳ ମୃତ୍ୟୁକୁ ନେଇ ଝରିଆଲ ମହୋତ୍ସବ କମିଟୀର ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ମାଟିର ଐତିହ୍ୟ ସମ୍ପନ୍ନ ରାଣିପୁର ଝରିଆଲର ଇତିହାସ ଓ ଯୋଗିନୀ ପୀଠର ମହନିୟତାକୁ ବଂଚାଇ ରଖିବାକୁ ତଥା ବିଶ୍ୱ ଦରବାରରେ ରାଣୀପୁର ଝରିଆଲକୁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରାଇବା ଆଶାରେ ଏକ ପଦକ୍ଷେପ ସ୍ୱରୂପ ଝରିଆଲ ମହୋତ୍ସବର ଆୟୋଜନ
Read More...

ବଜ୍ରପାତରେ ନାବାଳକ ମୃତ, ୩ ଆହତ

କଳାହାଣ୍ଡି, (ପି.କେ ସାହୁ) : କାଳ ବୈଶାଖୀ ପ୍ରଭାବରେ ଝଡତୋଫାନ ସହିତ ବଜ୍ରପାତ ଘଟିବାରୁ ଲାଞ୍ଜିଗଡ ଥାନା ଅଧିନସ୍ଥ ଗୋପୀନାଥପୁର ଗାଁର ଜଣେ ନାବାଳକଙ୍କ ଜୀବନ ହାନି ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ମୃତ ବାଳକ ଜଣକ ହେଉଛନ୍ତି ଗୋପୀନାଥପୁର ଗାଁର ଜଳନ୍ଧର ମାଝୀଙ୍କ ପୁଅ ଛାୟାକାନ୍ତ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କଂଗ୍ରେସ ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୩୦ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଲୋଇସିଂହା ବ୍ଳକ୍ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ସଭାପତି
Read More...

୩ ହଜାର ଉପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ୩ ହଜାର ଉପରେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୩୦ ଜଣ, ବଲାଙ୍ଗିର ବ୍ଲକରୁ
Read More...

ରାଜସ୍ୱ ରଥ ଜରିଆରେ ରାଜସ୍ୱ ସେବା ହିତାଧିକାରୀଙ୍କୁ କରିଛି ଉତ୍ସାହିତ

ମ.ରାମପୁର, (ହେମନ୍ତ ସାହୁ) : ରାଜସ୍ୱ ସେବାଟିକକ ପାଇବାକୁ ଲୋକଙ୍କୁ ରାଜସ୍ୱ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଥିଲା । ଦିନ ଯାକ ନିଜର ଅନ୍ୟାନ୍ୟ କାମଛାଡ଼ି ଦୂର ଦୂରାନ୍ତରରୁ ଲୋକେ ଆସୁଥିଲେ ନିଜ ନିଜ ଅଂଚଳର ରାଜସ୍ୱ ଏବଂ ତହସିଲ କାର୍ଯ୍ୟାଳୟ । ଏବେ କିନ୍ତୁ ରାଜସ୍ୱ ରଥ
Read More...

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ପିତୃ ବିୟୋଗ : ୬୧ ବର୍ଷ ବୟସରେ ରବିଚନ୍ଦ୍ର ସାଗରଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଓଲିଉଡ୍‌ର ବର୍ତ୍ତମାନ ସମୟର ଆଗଧାଡ଼ିର ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ହ୍ୟୁମାନ୍‌ଙ୍କ ବାପା ରବିଚନ୍ଦ୍ର ସାଗର ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ଗ୍ରାମରେ ତାଙ୍କର ଘର ରହି ଥିବା ବେଳେ ସେ ଦୀର୍ଘ ବର୍ଷ ହେଲାଣି
Read More...