Monthly Archives

May 2021

ଗତ ୨୪ ଘଂଟାରେ ରାଜ୍ୟରେ ୧୧,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୧,୨୬୨ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୬୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

କୋଶଲ ଭାରତୀର ସଂଧ୍ୟାକାଳୀନ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କବିତା ଆସରକୁ ସଂଯୋଜନା କରିଥିଲେ
Read More...

ନଅଗାଁ(ଖ) ଗ୍ରାମରେ କରୋନା ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ରବିବାର ନଅଗାଁ ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ତରଫରୁ ତଥା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହଯୋଗରେ ନଅଗାଁ ଗ୍ରାମରେ ସ୍ଲୋଗାନ ଓ ନାରାବାଜି ମାଧ୍ୟମରେ ଜନସାଧାରଣଙ୍କୁ ମହାମାରୀ କରୋନା ଉପରେ ସଚେତନ କରାଯାଇଥିଲା । ଏଥିସହିତ ଉପସ୍ଥିତ ସାଧାରଣ ଜନତାଙ୍କୁ ମାସ୍କ
Read More...

ରୋଗୀ ମାନ୍‌କୁ ସହଯୋଗ୍‌ କରି ଚାଲିଛନ୍‌ କୋଭିଡ଼ ୱାରିଅର୍‌ ଗ୍ରୁପ୍‌ର ସଦସ୍ୟ ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ବେମାର୍ ଲାଗି ଇହାଦେ ସାରା ଦେଶ୍‌ ଥି ହାହାକାର୍‌ ଲାଗି ରହିଛେ । ଇ ବେମାର୍ ଲାଗି ଇହାଦେ କିହେ କାହାରିର୍ ବିପଦ୍ ଆପଦ୍‌ନେ ବି ଠିଆ ହେବାର୍ କେ ଡରି ମରୁଛନ୍‌ । ହେତିର୍ ଲାଗି କେତେ ଆଡେ କେତେ ହୁରୁଦ୍‌ଫଟା କଥା ସବୁ ଶୁନ୍‌ବାର୍ କେ ମିଲୁଛେ, ଛାତି
Read More...

ପୂର୍ବତନ ସମିତି ସଭ୍ୟ ନିରାକାର ବରିହାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ସର୍ଗିବାହାଲ ପଞ୍ଚାୟତ ପଣ୍ଡରିପାଣି ଗ୍ରାମ ଗୌନ୍ତିଆ, ବିଶିଷ୍ଟ ସମାଜସେବୀ, ବିଂଝାଲ ସମାଜ ପଞ୍ଚାୟତ ସଭାପତି ତଥା ପୂର୍ବତନ ସମିତି ସଭ୍ୟ ନିରକାର ବରିହାଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ବରିହା ଉଚ୍ଚ ରକ୍ତଚାପ ଓ
Read More...

କରୋନା ବଦଳାଇ ଦେଲା ଜୀବିକା : ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସୁଷମା

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ପାଇଁ ବଦଳି ଥିବା ପରିସ୍ଥିତି ସମସ୍ତଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାକୁ କଳାକାରଙ୍କ ଉଦ୍ୟମ ପ୍ରଶଂସନୀୟ । ସଙ୍ଗୀତ, ନୃତ୍ୟ ଏଭଳି ଏକ ମାଧ୍ୟମ ଯାହା ସମସ୍ତଙ୍କୁ ଯେକୌଣସି ପରିସ୍ଥିତିର
Read More...

ବାବା ରାମଦେବଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କଲେ ଡକ୍ଟର ହର୍ଷବର୍ଦ୍ଧନ : କହିଲେ, କରୋନା ଯୋଦ୍ଧାମାନଙ୍କ ଉପରେ…

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରବିବାର ଦିନ ଏକ ଚିଠି ଲେଖି ଯୋଗ ଗୁରୁ ରାମଦେବଙ୍କୁ କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ପ୍ରତ୍ୟାହାର କରିବାକୁ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ ଯୋଗ ଗୁରୁ ରାମଦେବଙ୍କ
Read More...

ଦେଓଗାଁ ବ୍ଲକ : ୨୦ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୦ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ଜରାସିଂହା ୬, ଉପରଝର, ଦେଷଣ୍ଢ ୪ଜଣ ଲେଖାଏଁ, ସାଲେପାଲି ୨, ଦେଓଗାଁ, ଧଣ୍ଡାମାଲ, ମହଲାଇ, କୁତୁର୍ଲା ପଞ୍ଚାୟତରେ ଜଣେ
Read More...

‘ୟାସ’ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ଯୋଗେ ସତର୍କତା ସୂଚନା

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ସମୂହକୁ ଭୟର ଆଶଙ୍କା ଦେଖାଦେଇଛି । ତୁହାକୁ ତୁହା କେତେବେଳେ କଣ ସାମୁଦ୍ରିକ ବାତ୍ୟା କେତେ ଯେ ନାଁ ନେଇ ଆସୁଛି, ବାତ୍ୟା ନା ଶୁଣିଲେ ଉପକୂଳରେ ବସବାସ କରୁଥିବା ଅଧିବାସୀଙ୍କୁ ଭୟର ଚିନ୍ତା
Read More...

ସତ୍ୟର କଣ୍ଟରୋଧ କରିବାକୁ ଚେଷ୍ଟା କରୁଛି ଜିଲ୍ଲା ପ୍ରଶାସନ : ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଅନାଧିକାର ପ୍ରବେଶ । କୋଭିଡ ତଥ୍ୟ ପ୍ରସାରଣ ଅଭିଯୋଗରେ ଭୀମ ଭୋଇ ମେଡିକାଲ କର୍ତ୍ତୃପକ୍ଷ ସାଂସଦ ପ୍ରତିନିଧି ଦିନେଶ ଶର୍ମା ଉପରେ ଥାନାରେ ମାମଲା ରୁଜୁ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ନିଜ ଦୋଷ ଅପାରଗତାକୁ ଢାଙ୍କିବା
Read More...