Daily Archives

ସେବା ହିଁ ସଂଗଠନର ଷଷ୍ଠ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଷଷ୍ଠ ଦିନରେ ହେଲ୍ପ ଡେସ୍କ କାର୍ଯ୍ୟକ୍ରମର ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ପାଇକମାଳ ହସ୍ପିଟାଲ ଠାରେ ସେବା କାର୍ଯ୍ୟ ଜାରି ରହିଛି । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର
Read More...

ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପ ନେଇ ଥାନାରେ ମାମଲା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡିର ରାପ ସଂଗୀତ ଗାୟକ ଡୁଳେଶ୍ୱର ତାଣ୍ଡି ଏକ ଅଶ୍ୱିଳ ସଂଗୀତ ଗାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ସେ ଭୁଲ କରିଥିବା ବେଳେ ତାଙ୍କ ଜାତିକୁ ନେଇ ସାମାଜିକ ଗଣମାଧ୍ୟମରେ ନାନାଦି ଅଶ୍ୱିଳ ଆକ୍ଷେପ କରାଯାଉଥିବାରୁ ତୀବ୍ର
Read More...

ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି

ପାରାଦୀପ, (କେପିଏନ୍‌ଏସ୍‌) : ପାରାଦୀପ ଅଞ୍ଚଳରେ ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି । ଏନ୍‌ଡିଆର୍‌ଏଫ୍‌ର ଏବଂ ଓଡ୍ରାଫ୍‌ର ଏକାଧିକ ଟିମ୍ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ରାଜ୍ୟ ସୂଚନା ଓ ଲୋକ
Read More...

ସୀତାରାମ ଫାଉଣ୍ଡେସନ ତରଫରୁ ମିଲ୍‌ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶରେ ସ୍ଥିତି ସଂଗୀନ ହେଉଥିବା ବେଳେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏଥିପାଇଁ ରାଜ୍ୟରେ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍‌ ହୋଇଯାଇ
Read More...

କେଶରୀୟା ହିନ୍ଦୁ ବାହିନୀର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜ଼ିଲ୍ଲା କାର୍ଯ୍ୟାଳୟ ଠାରେ ନୂତନ ଭାବେ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ସନ୍ତୋଷ ଭୋଳଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ସୁପୁତ୍ର ତଥା ସଂଗଠନର
Read More...

କୋଭିଡ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା : ଘରକୁ ଘର ବୁଲି କୋଭିଡ ସଚେତନତା ଅଭିଯାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୋଭିଡ ମହାମାରୀର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ଆବଶ୍ୟକ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଘରକୁ ଘର ବୁଲି କୋଭିଡ ସମ୍ୱନ୍ଧୀୟ
Read More...

ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନ୍‌ଭେନର ହେଲେ ଯୁବ ସାମ୍ବାଦିକ ମନୋଜ ଜୈନ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନ୍‌ଭେନର ଭାବେ ମନୋନୀତ ହେଲେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନ । ବିଶୁଦ୍ଧ ଥଣ୍ଡା ପିଇବା ପାଣି ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ସହରରେ ୧୦ଟି
Read More...

ଶବ ସତ୍କାର ଭଳି ମାନବିକତା ପ୍ରଦର୍ଶନ କରି ବ୍ରହ୍ମପୁର ବିଧାୟକ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଶ୍ରୀରାମ ନଗର ତୃତୀୟ ଲାଇନ ନିବାସୀ ଜଣେ ଦିବ୍ୟାଙ୍ଗ କୈଳାସ ସାମଲ ନାମକ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଯୁବକଙ୍କ ଶବ ସତ୍କାର କରି ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ସୂଚନା ପ୍ରକାରେ ୪୨ ବର୍ଷୀୟ କୈଳାଶ
Read More...

ସାନ-ଆର୍ୟ୍ୟପଲ୍ଲୀ ଗ୍ରାମରେ ଥିବା ସରକାରୀ ଜମି ହଡପ ଘଟଣାର ତଦନ୍ତ କଲେ ଛତ୍ରପୁର ତହସିଲଦାର : ଗୃହନିର୍ମାଣ କାର୍ୟ୍ୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ୟ୍ୟପଲ୍ଲୀ ମୌଜାର ସାନ-ଆର୍ୟ୍ୟପଲ୍ଲୀ ଗ୍ରାମରେ ଥିବା ପତିତ ଅନାବାଦୀ ଜମିକୁ ବେଆଇନ ଭାବେ କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ନେଇ ବିଭାଗୀୟ ତହସିଲ
Read More...

ମା’ ମାହେଶ୍ୱରୀ ସେନା ତରଫରୁ ଶୁଖିଲା ଖାଦ୍ୟ ସହ ରାସନ୍‌ ସାମାଗ୍ରୀ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଭିଟାମାଟି ଛାଡିି ପେଟ ପାଟଣା ପାଇଁ ଗଣ୍ଡେ ଖାଇବା ଲାଗି ରୋଜଗାର ପାଇଁ ଆସିଥିବା ଅସହାୟ ପ୍ରବାସୀମାନେ କରୋନା ଯୋଗୁଁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଜାରି ରହିଥିବା କାରଣରୁ ବଲାଙ୍ଗିର ଜିଲ୍ଲା ଛତାମଖନା ଛକ, ଧୁବାଉଡାର ଏବଂ ତୁଷୁରାର ମହିପୁର ଠାରେ ମୁଠେ
Read More...