Daily Archives

ଘୁନସର ସାପ୍ତାହିକ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ତ୍ତମାନ ଦ୍ଵିତୀୟ ଲହରୀ କରୋନା ମହାମାରୀ ସଂକ୍ରମଣ ହେତୁ ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ପଞ୍ଚାୟତ ସ୍ଥିତ ସ୍ଥାନୀୟ ବଣା ବିଜାର ସାପ୍ତାହିକ (ବୁଧବାର) ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ପତ୍ର ସଂଖ୍ୟା ୬୫୪ ଅନୁଯାୟୀ ବନ୍ଦ ଡାକରା ଦେଇଛନ୍ତି ଘୁନସର
Read More...

କାରକୁ ଧକ୍କା ଦେଲା କାର, ଅଳ୍ପକେ ବର୍ତିଲେ ଦୋକାନୀ

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ କଲେଜ ଛକ ନିକଟରେ ଥିବା ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଏକ କାରକୁ ଅନ୍ୟ ଏକ କାର ଧକ୍କା ଦେବାରୁ ଦୋକାନୀ ଜଣଙ୍କ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପୁରୁଣାକଟକ
Read More...

ଥାନା ପରିସରରେ ନିଆଁଲାଗି ପୋଡିଗଲା ଜବତ ହୋଇଥିବା ବାଇକ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ଅପରାହ୍ନରେ ବାଉଁଶୁଣୀ ଥାନା ପରିସରରେ ନିଆଁଲାଗି କୌଣସି ଏକ ମାମଲାରେ ଜବତ ହୋଇଥିବା ଗୋଟିଏ ବାଇକ ପୋଡି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ବାଉଁଶୁଣୀଥାନା ପଛପଟେ ପାଚେରୀ ମଧ୍ୟରେ ଥିବା ଗଛ ଗୁଡିକରୁ
Read More...

ପଞ୍ଜାବକୁ ୫ୱିକେଟରେ ହରାଇଲା କୋଲକାତା

ନୂଆଦିଲ୍ଲୀ : ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା (ଆଇପିଏଲ୍‌-୨୦୨୧)ର ୨୧ତମ ମ୍ୟାଚରେ ପଞ୍ଜାବକୁ ୫ ୱିକେଟରେ ପରାସ୍ତ କରିଛି କୋଲକାତା । ମୋଟେରାର ମନ୍ଥର ପିଚ୍‌ରେ କେକେଆର୍‌ ଟସ୍ ଜିତି ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତାରକା
Read More...

ନଦୀ କୂଳରେ ଥାଇ ଶୋଷରେ ରହୁଛନ୍ତି ସିକୁଆଁବାସୀ : ଟେଙ୍କରରେ ଜଳ ଯୋଗାଣ ପାଇଁ ବଢୁଛି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ସୋନଗଡ଼ ନଦୀ କୂଳରେ ଥିବା ଗାଁର ଲୋକମାନେ ଅଧିକ ସଂଖ୍ୟା ପାନୀୟ ଜଳର ମିଳିବାରେ ଅସୁବିଧା ହେଉଛନ୍ତି । ସୋନଗଡ଼ ନଦୀ କୂଳରେ ଥିବା ପ୍ରାୟତଃ ଗାଁକୁ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ହେଲେ ଖରା ବଢୁଥିବା ବେଳେ ଇନଟେକ ୱେଲରେ
Read More...

ଡାଳୁଆ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବଞ୍ଚିତ ଥିବା ଚାଷୀ ଜିଲ୍ଲାପାଳଙ୍କ ପରେ ମନ୍ତ୍ରୀଙ୍କୁ କଲେ ଗୁହାରୀ : ସମସ୍ୟାର…

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରୀ ପୋତ୍ସାହନରେ ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଚାଷୀମାନେ ନିଜ ଉଦ୍ୟମରେ ବୋର୍‌ୱେଲ ଖୋଲି ଦୀର୍ଘ ବର୍ଷ ହେଲା ଚାଷ କରୁଛନ୍ତି । ପ୍ରତିବର୍ଷ ଡ଼ାଲୁଆ ଚାଷ କରି ମଣ୍ଡିରେ ବିକ୍ରି କରୁଥିଲେ । କିନ୍ତୁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନର
Read More...

ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ମାଲିପାଲି, ଫୁଟବଲ ପଡିଆ, ବରଗଡ କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ । ଆଜି ବରଗଡର ବିଶିଷ୍ଟ ସମାଜସେବୀ ଡାକ୍ତର ଦମ୍ପତ୍ତି ଡାକ୍ତର ରାଜେଶ ତ୍ରିପାଠୀ ଓ ଡାକ୍ତର ସୁସ୍ମିତା
Read More...

କାଗଜ କଲମରେ ସିମିତ ଆଦର୍ଶ ଗାଁ ବ୍ରାହ୍ମଣଡିହି

ପଦ୍ମପୁର, (ନିରୋଜ କୁମାର ପାଣୀ ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦହିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଡିହି ହେଉଛି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଟିଏ । ଏହି ଗ୍ରାମରେ ମାହାର ସଂପ୍ରଦାୟର (ବାଉଁଶ କାରିଗର) ପାଖାପାଖି ୭୦% ଲୋକ ବସବାସ କରୁଛନ୍ତି । ବାଉଁଶ କାମ ହେଉଛି ତାଙ୍କର
Read More...

ବଲାଙ୍ଗିର ଟାଉନ ଥାନାରେ ପ୍ରଥମ ମହିଳା ଆଇଆଇସି ଯୋଗ ଦେବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ପ୍ରଥମ ମହିଳା ଆଇଆଇସି ଯୋଗଦାନ କରିବେ । ପୋଲିସ ବିଭାଗର ଜିଲ୍ଲା ମୁଖ୍ୟ ପ୍ରଥମ ମହିଳା ଆଇଆଇସି ଭାବରେ କେ. ପ୍ରିୟଙ୍କା ରାଉତରାୟଙ୍କୁ ବଲାଙ୍ଗିର ଟାଉନ ଥାନା ତଥା ଆଦର୍ଶ ଥାନା ପାଇଁ ନିଯୁକ୍ତି ଦେଇଛନ୍ତିି । ତେବେ ସଂପୃକ୍ତ ମହିଳା
Read More...

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢି ଚାଲିଥିବାକୁ ନେଇ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କ ଆଲୋଚନା ବୈଠକ…

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢି ଚାଲିଛି । ଏହାକୁ ରୋକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...