ଜିଲ୍ଲାରେ କୋଭିଡର ଦ୍ୱିତୀୟ ଲହର ଯୋଗୁଁ ନାମଯଜ୍ଞ ଉପରେ କଟକଣା ଜାରି କଲା ପ୍ରଶାସନ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ କରୋନା ସପ୍ସକ୍ରମଣ ବଢିବା ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦିନ ହେବ ବିଭିନ୍ନ କଟକଣା ଲାଗୁ କରାଯାଇଛି ଏବଂ ତାକୁ କଡ଼ାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବରଗଡ଼!-->…
Read More...
Read More...