Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬, ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୯ : ଏବେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୭ ଓ ଟିଟିଲାଗଡ଼ ପୌରାଂଚଳରୁ ୯ ଜଣ ଚିହ୍ନଟ ହୋଇଥିବା ତଥା ଏବେ ଜିଲ୍ଲାରେ ୧୩୭ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସରକାରୀ ସୂତ୍ରରେ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ଜୁନିିିଅର ରେଡକ୍ର୍‌ସ ତରଫରୁ ବିଶ୍ୱ ସ୍ଥାସ୍ଥ୍ୟ ଦିବସ ପାଳିତ ହାଇଯାଇଛି । ମୁଖ୍ୟଅତିଥି ଭାବରେ ପ୍ରଧାନ ଶିିକ୍ଷକ ବସନ୍ତ କୁମାର ହୋତା ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ପାଳନ କରିବା
Read More...

‘ନବୀନ’ର ତ୍ରୟୋବିଂଶ ବିଷୁବ ମିଳନରେ ୫ ପ୍ରତିଭାଧର ସମ୍ମାନିତ ହେବେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ତ୍ରୟୋବିଂଶ ବିଷୁବ ମିଳନ ଅବସରରେ ୫ ଜଣ ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ଏକ ଚୟନ
Read More...

ଡେଙ୍ଗ ହାଇସ୍କୁଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡେଙ୍ଗ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ କଲୋନୀପଡା ଓ ବିଦ୍ୟାଳୟ ପରିସରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଉଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ
Read More...

ଗୁଣ ସାଗର ମାଝୀ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଭାବେ ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକଙ୍କ ସୁଖର ଦୁଃଖର ସାଥୀ ଓ ଜନ ସାଧାରଣଙ୍କ ସମର୍ଥନ କ୍ରମେ ପୁଣି ଥରେ ସଇଁନ୍ତଲା ବ୍ଳକ କଂଗ୍ରେସ ଦଳର ସଭାପତି ଭାବରେ ଗୁଣ ସାଗର ମାଝୀ ମନୋନୀତ ହୋଇଥିବା ବେଳେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ମଧ୍ୟ ଦେଖିବାକୁ
Read More...

ଲୋୟର ସୁକତେଲ ସ୍ଥିତି ସମୀକ୍ଷା କଲେ ନରସିଂହ : ଏକକାଳୀନ କ୍ଷତି ପୂରଣ, ଥଇଥାନ ସହ ପ୍ରକଳ୍ପ ଶୀଘ୍ର ସାରିବା ଉପରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ପ୍ରକଳ୍ପ କାମ ଗତ ବର୍ଷ ନଭେମ୍ବରରେ ପୁନଃ ଆରମ୍ଭ ହେବାର ଥିଲା । ଦୁଇ ମାସ ବିଳମ୍ବରେ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଏହା ଭିତରେ ପ୍ରକଳ୍ପ ସମ୍ବନ୍ଧିତ ଯନ୍ତ୍ରୀ, ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କର ପୋଷ୍ଟିଂ ହୋଇ ସେମାନେ ତାଙ୍କର କାମ
Read More...

କରୋନା ଆକ୍ରା‌ନ୍ତ ହୋଇ ଚାଲିଗଲେ ଟିଟିଲାଗଡ ବ୍ଲକର ମୁଖ୍ୟ କିରାଣୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ମହାମାରୀ କରୋନାରଦ୍ୱିତୀୟ ଲହର ଉଦ୍‌ବେଗ ଜନକ ସ୍ଥିତି ସୃଷ୍ଟି କରୁଛି । ତେବେ ଟିଟିଲାଗଡ ସହରର ହାଇସ୍କୁଲ ଖେଳ ପଡିଆ ସମ୍ମୁଖରେ ରହୁଥିବା ଜଗନ୍ନାଥ ଦାସ କରୋନା ଯୁଦ୍ଧରେ ହାରି ଯାଇଛନ୍ତି । ସ୍ବର୍ଗତ ଜଗନ୍ନାଥ ଦାସ ସହରର ଜଣେ
Read More...

ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପଥର କାରିଗର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଆଜି ବାରଙ୍ଗପାଲି ଗ୍ରାମର ଦୁଇ ଶହ ପଥର କାରିଗର ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ସହ ଜଡ଼ିତ ହସ୍ତଶିଳ୍ପ ପଥର କାରିଗର ମାନେ ଆଜି ଅବହେଳିତ । ଶହ ଶହ
Read More...

ସାଇକେଲକୁ ଟାଟା ମାଜିକ୍‌ର ଧକା : ଜଣକର ମୃତ୍ୟୁ, ଜଣେ ଗୁରୁତର

ବୌଦ୍ଧ, (ମମତା ମହାକୁର) : ଆଜି ସକାଳ ପ୍ରାୟ ୧୦ଟାରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଛକ ନିକଟରେ ସାଇକେଲ ଆରୋହୀଙ୍କୁ ଗୋଟିଏ ଟାଟା ଏସିଇ ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା
Read More...

ସଇତାନ ପାଲଟିଲା ସର୍ଦ୍ଦାର : ଦୁଇ ଜଣ ନାବାଳକଙ୍କୁ ମାଡ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କଲା

ସଇଁନ୍ତଳା, (ଅଜିତ କୁମାର ସାହୁ) : ଦେହ ଖରାପ ହେବାକୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ୟାତନା ପାଇବା ବଲାଙ୍ଗିର ଶ୍ରମିକ ମାନଙ୍କ ପାଇଁ ସାଧାରଣ କଥା ହୋଇ ସାରିଛି। ପ୍ରତିଦିନ ସାମ୍ନାକୁ ଆସୁଛି ଦାରିଦ୍ର୍ୟର କରୁଣ କାହାଣୀ । କେତେବେଳେ
Read More...