Daily Archives

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୫୮୬ ରହିଛି । ଆଜି ୪୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହ : ଓଡିଶା ତଥା ଦେଶ ବିଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ଅଭିନନ୍ଦନ ଜଣାଇଲେ…

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହରେ ମାନ୍ୟବର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର, ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
Read More...

ଛତ୍ରପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ନୂତନ ପ୍ରକଳ୍ପ ତୋରଣ ଓ କୋଠା ଉଦଘାଟିତ

ବ୍ର‌ହ୍ମପୁର, (କେ. ସତ୍ୟ ନାରାଣ ରେ‌ଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ନୂତନ ପ୍ରକଳ୍ପ ଯାହା ୧୮ ଲକ୍ଷ ୭୦ହଜାର ଟଙ୍କା ବ୍ୟୟରେ ନିର୍ମିତ ମୁଖ୍ୟ ପ୍ରବେଶ ପଥର ତୋରଣ ଓ ସ୍ୱତନ୍ତ୍ର କାର୍ୟ୍ୟାଳୟର ନବନିର୍ମିତ କୋଠା ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି
Read More...

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ମିଳିବା ଏକ ବିଡମ୍ବନାର ବିଷୟ : ଡ଼ଃ.କୁଳମଣୀ ଓଝା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଓଡିଶୀ ନୃତ୍ୟକୁ ସୌଭାଗ୍ୟ ବଶତଃ ୧୯୬୪ ମସିହାରେ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ବିଳମ୍ବରେ ହେଲେ ମଧ୍ୟ ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖରେ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ । ଏଥି ପୂର୍ବରୁ ତାମିଲ,
Read More...

କଣ୍ଟାମାଳ ପାଲଟିବାରେ ଲାଗିଛି ଗଞ୍ଜେଇ ଚାଲାଣର ଏନ୍ତୁଡ଼ିଶାଳ : ରାଜପଥ ଉପରେ ଜଳିଲା ଗଞ୍ଜେଇ ଭର୍ତ୍ତି କାର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡରେ ଗୋଟିଏ ଇଣ୍ଡିଗୋ କାରରେ ନିଆଁ ଲାଗି ଜଳିଯିବା ଘଟଣା ଲୋକଙ୍କୁ ଯେତିକି ବିସ୍ମିତ କରିଥିଲା । ତହିଁରେ ଗଞ୍ଜେଇ ଭର୍ତ୍ତି ହୋଇଥିବା କଥା ଜଣାପଡିବା ପରେ ତାଠାରୁ ଅଧିକ ଚକିତ କରିଥିଲା ।
Read More...

ସମାଜସେବୀ ନୀଳା‌ଞ୍ଚଳ ଦରୁଆନ ସୋସିଆଲ ମିଡ଼ିଆ ସେଲ୍ ସଂଯୋଜକ ଭାବେ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତଙ୍କ ଅନୁମୋଦନ କ୍ରମେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଘୋଷଣା କରିଛନ୍ତି । ଜଣେ ସମାଜସେବୀ ତଥା ଜଣାଶୁଣା ବ୍ୟକ୍ତି ନୀଳା‌ଞ୍ଚଳ ଦରୁଆନଙ୍କୁ ଆଇଟିସେଲ୍ ଏବଂ ସୋସିଆଲ ମିଡ଼ିଆ
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା : ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ ଥଇଥାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ । ଆଜି ନିଜ ଭାଇର ବାହାଘର ପାଇଁ ପଦ୍ମପୁରକୁ ଯାଇଥିବା ଦୀପା
Read More...

ଡାକ୍ତର ଡେପୁଟେସନ୍ : ଏ କି ପ୍ରହସନ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଇ କିଛିମାସ ପୂର୍ବେ ୫ ଜଣ ଡାକ୍ତର କାର୍ୟ୍ୟରତ ଥିବାବେଳେ ବର୍ତ୍ତମାନ ମାତ୍ର ୨ଜଣ ଡାକ୍ତର ଅଛନ୍ତି । ବାକି ୩ ଜଣ ଡାକ୍ତର ଗଲେ କୁଆଡେ ବୋଲି ଜନସାଧାରଣ ବରଗଡ ସି.ଡି.ଏମ.ଓଙ୍କୁ ପ୍ରଶ୍ନ କରନ୍ତି । ଅନେକ
Read More...

ବହୁ ପ୍ରତୀକ୍ଷା ପରେ ମହାନଦୀ ଉପରେ ବୌଦ୍ଧ-କିଆକଟା ସେତୁରେ ଆଲୋକ ବ୍ୟବସ୍ଥା

ବୌଦ୍ଧ, (ମମତା ମହାକୁର) : ବହୁ ପ୍ରତୀକ୍ଷା ପରେ ମହାନଦୀ ଉପରେ ବୌଦ୍ଧ-କିଆକଟା ସେତୁରେ ଆଲୋକ ବ୍ୟବସ୍ଥା ହୋଇ ପାରିଥିବାରୁ ସାଧାରଣରେ ଖୁବ ଉତ୍ସାହ ଦେଖା ଦେଇଛି । ଏହି ଆଲୋକ ବ୍ୟବସ୍ଥା ଯୋଗୁଁ ସନ୍ଧ୍ୟା ସମୟରେ ଲୋକେ ବେଶ ମଜାନେଇ ପାରିବେ । ଜିଲ୍ଲାପାଳଙ୍କ ଏ ଉଦ୍ୟମ ଯୋଗୁଁ ଲୋକେ ଖୁବ
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ୧.୪.୨୦୨୧ ସମୟ ଘ.୯.୧୫ମିରେ ରମାଇ ହାଇସ୍କୁଲ ପାଟଣାଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ କାର୍ୟ୍ୟ ତୁଲାଇ ଥିଲେ । ମୁଖ୍ୟ ବକ୍ତା ଭାବେ ଅନିତା
Read More...