Daily Archives

ଏପ୍ରିଲ ୧ କଳା ଦିବସ ପାଳନ ପାଇଁ ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କମିଟିର ଆହ୍ୱାନ କ୍ରମେ ପାଳିତ ହେବାକୁ ଯାଉଥିବା ଆଗାମୀ ଏପ୍ରିଲ ୧ ତାରିଖରେ କଳା ଦିବସର ସଫଳତା ପାଇଁ ଗତକାଲିି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାର ଠାରେ ଏକ ପ୍ରସ୍ତୁତି
Read More...

ହରିହର ଭେଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫଗୁନ ପୂର୍ଣ୍ଣମୀ ରବିବାର ଦିନ ଟିକ୍ରାପଡା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ନୀତି ନିୟମ ଓ ନିତିକାନ୍ତି ଅନୁସାରେ ହରିହର ଭେଟ ସଂପନ୍ନ ହୋଇଯାଇଛି । ମଦନ ମୋହନ ରଥ ଧେବେଇ ନିବାସରୁ ରାଧାକୃଷ୍ଣଙ୍କୁ ଓ ଦଧିବାମନ ମନ୍ଦିରରୁ ଓଁକାରେଶ୍ୱର ଶିବ
Read More...

କନ୍ଧମାଳ ପୁଲିସର ମାଓ ବିରୋଧୀ ଅପରେସନ : ବ୍ୟାଟେରୀ, ତାର ସମେତ ଅନେକ ସାମଗ୍ରୀ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ରାଇଘର ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏସଓଜି ଏବଂ ଡିଭିଏଫର ମିଳିତ ଉଦ୍ୟମରେ ଏକ ମାଓ ବିରୋଧୀ ଅପରେସନ କରାଯାଇଥିଲା । ଏହି ସମୟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା ।
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କଳାହାଣ୍ଡି, (ହେମନ୍ତ ସାହୁ) : ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ଆନନ୍ଦ ଆଚାର୍ୟ୍ୟଙ୍କ ୯୫ବର୍ଷ ବୟସରେ ପରଲୋକ ହେଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ ସହିତ ଜଣେ ବରିଷ୍ଠ କବି ମଧ୍ୟ ଥିଲେ । ଯୁଗଯାତ୍ରୀ ସାହିତ୍ୟ ସଂସଦର ଉପଦେଷ୍ଠା ଭାବରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ
Read More...

କବିତା : ଉଇଲ୍‌ନାମା

ହେମନ୍ତ ସାହୁ ବିନା ମେଘରେ ବର୍ଷିଯାଉଥିବା ନୀଳ ଆଖିର ଲୁହତକମୋ ଦୁଇ ହାତ ପାପୁଲିରେ ଭରିଦେ’ବଳକା ଯେତେ ଗାଲ ଉପରୁ ମୁଁ ଶୋଷିନେବିତୃଷ୍ଣା ମେଂଟାଇବି । କହୁଛୁ ଯେ, ମୁଁ କୁଆଡ଼େ ନିକମ୍ମାଟାପାରେନି ବାଲକୋନୀ ଉପରେପାଦ ରଖି, ଯୋଉଠି ବିଶ୍ୱାସକହ ବିଷ ଭରିବି କେମିତି ? ମୋର ନିପାରିଲା
Read More...

ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ : ଆଜି ୯ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ଜିଲ୍ଲାରେ ୯୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ଆଜି ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୬ରୁ ଜଣେ ଓ ଟିଟିଲାଗଡ଼ ବ୍ଳକ
Read More...

ସ୍ୱାଧିନତା ସଂଗ୍ରାମୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ ପାଳିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତ ମାର୍ଚ୍ଚ ୨୯ ତାରିଖରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ ସଂଘ ଟିଟିଲାଗଡ ବ୍ଲକ ଦ୍ଵାରା ଭାରତ ମୁକ୍ତି ସଂଗ୍ରାମର ବିଖ୍ୟାତ ‌ସ୍ୱାଧିନତା ସଂଗ୍ରାମୀ କ୍ରାନ୍ତିକାରୀ ଆଦିବାସୀ ନେତା ଲକ୍ଷ୍ମଣଙ୍କର ୭୮ ତମ ସହିଦ ଦିବସ ପାଳିତ ହୋଇଯାଇଛି । ବ୍ଲକ
Read More...

ଶୀତଳ ଜଳ ଗୃହ ନିର୍ମାଣ କାମ ସରିଛି, ଲାଗିନି ଫ୍ରିଜର୍ : ବିଡ଼ିଓଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର-ତୁଷୁରା ରାସ୍ତାରେ ରହିଛି ଦେଓଗାଁ ବ୍ଲକ୍ ଉପରଝର । ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ସହ ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ହିତାଧିକାରୀମାନଙ୍କୁ ଖରା ମାସରେ ଥଣ୍ଡା ପାନୀୟ ଜଳ ଯୋଗାଣ କରିବାକୁ ଜିଲ୍ଲା
Read More...

ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ବରିଷ୍ଠ ନାଗରିକଙ୍କ ପରାମର୍ଶ ଅପରିହାର୍ଯ୍ୟ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମାଜର ସର୍ବାଙ୍ଗୀନ ବିକାଶ ଓ ସମାଜରେ ଦେଖା ଦେଇଥିବା ସାମାଜିକ ବିଶୃଙ୍ଖଳାର ବିଲୋପ ପାଇଁ ବରିଷ୍ଠ ନାଗରିକମାନଙ୍କ ପରାମର୍ଶ ଅପରିହାର୍ଯ୍ୟ ବୋଲି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ପ୍ରକାଶ
Read More...

ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ନାଏକ କ୍ରିକେଟ ଏକାଡେମୀ
Read More...