Monthly Archives

February 2021

ମାରୱାଡି ମହିଳା ସମିତି ଦ୍ୱାରା ମାରାଥନର ସଫଳ ଆୟୋଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ମହିଳା ସମିତି ବଲାଙ୍ଗିର ଶାଖା ଦ୍ୱାରା କୋଭିଡ୍‌ ଟିକା ଜନ ଜାଗରଣ ଏବଂ ସ୍ୱଚ୍ଛ ଭାରତ ଅନ୍ତର୍ଗତ ଏକ ମିନି ମାରାଥନ ଦୌଡର ଆୟୋଜନ ସଫଳତା ପୂର୍ବକ କରାଯାଇଛି । ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରୁ ପ୍ରାୟ ତିନି ଶହ ପ୍ରତିଯୋଗୀ ବାହାରି ବିକ୍ରମ ଛକ,
Read More...

ଓଡ଼ିଶା ମୋ ପରିବାର ତରଫରୁ ୮୨ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗକୁ ମୁଣ୍ଡ ଫଟା ଖରା ଆସୁଛି । ପ୍ରବଳ ତାପରେ ଲୋକଙ୍କ ହିମୋଗ୍ଲୋବିନ କମିଯିବା ବେଳେ ରକ୍ତର ଘୋର ଅଭାବ ଦେଖିବାକୁ ମିଳେ । ବଲାଙ୍ଗିରରେ ରୋଗୀଙ୍କ ପାଇଁ ରକ୍ତାଭାବ ଯେପରି ନହେବ ସେହି ଉଦ୍ଦେଶ୍ୟରେ ଆଜି ଓଡିଶା ମୋ ପରିବାର ଆନୁକୁଲ୍ୟରେ ଭୀମଭୋଇ ମେଡିକାଲ
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ପଞ୍ଚମ ଦିବସରେ ନବକିଶୋର କ୍ରିିକେଟ କ୍ଲବ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳପ୍ରଥମେ ବ୍ୟାଟିଂ କରି ୩୬.୪ ଓଭରରେ
Read More...

ବଲାଙ୍ଗିର ଟାଉନ୍‌ ପୋଲିସକୁ ମିଳିଲା ବଡ଼ ସଫଳତା : ୨ ଏଟିଏମ୍‌ ଲୁଟେରା ଗିରଫ୍‌ : ୨୦ ଏଟିଏମ୍‌ କାର୍ଡ, ଦେଢ଼ ଲକ୍ଷ ନଗଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୨ ଏଟିଏମ୍‌ ଲୁଟେରାଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ବିଭିନ୍ନ ବ୍ୟାଙ୍କର ୨୦ଟି ଏଟିଏମ୍‌ କାର୍ଡ, ଦେଢ଼ ଲକ୍ଷ ନଗଦ ଟଙ୍କା, ୨ଟି ମୋବାଇଲ୍‌ ଫୋନ୍‌ ଏବଂ ସେମାନଙ୍କ ପାନ୍‌ ଓ ଆଧାର
Read More...

ଚାଷୀଙ୍କୁ ମିଳୁନି ପାଣି : ଉଠା ଜଳସେଚନ ପ୍ରକଳ୍ପ କାହା ‌ସ୍ୱାର୍ଥରେ ?

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି । ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳସେଚନ ପ୍ରକଳ୍ପ ମାନ ନିର୍ମାଣ କରିଛନ୍ତି । ଜ଼ିଲ୍ଲାର ଓ ବାଲିଗୁଡା ଉପଖଣ୍ଡର ଅନେକ ଉଠା
Read More...

ଗଛରେ ବାଡେଇ ହେଲା ସ୍କୁଟି : ସ୍କୁଟି ଚାଳକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡ଼ମଣ୍ଡଳ ଛକ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଟି ଗଛରେ ବାଡେଇ ହେବା ପରେ ଚାଳକ‌ ଗୁରୁତର ହୋଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ମାଧ୍ୟମରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ତାକୁ ମୃତ
Read More...

ନୂତନ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଜି.ପି ହାଇସ୍କୁଲ ପରିସରରେ ନୂତନ ବିଦ୍ୟାଳୟ ପରିଚାଲନା କମିଟୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ବିଦ୍ୟାଲୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ
Read More...

ନୃଶଂସ ହତ୍ୟାକା‌ଣ୍ଡ : ସ୍ୱାମୀର ଲାଠିମାଡ଼ରେ ସ୍ତ୍ରୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମଭି-୭୯ ଥାନା ଅନ୍ତର୍ଗତ ରାଜୁଳକୁଣ୍ଡା ଗ୍ରାମରେ ଏକ ନୃଶଂସ ହତ୍ୟାକ‌ଣ୍ଡ ଘଟିଛି ବୋଲି ଖବର ମଳିଛି । ସ୍ୱାମୀ ସୋମା କବାସୀ ନିଜ ସ୍ତ୍ରୀ ଇର୍ମେ କବାସୀକୁ କୌଣସି କାରଣରୁ ଶନିବାର ସକାଳ ୭ଟା ବେଳେ ଲାଠିରେ ଆକ୍ରମଣ କରିଥିଲା । ଫଳରେ
Read More...

ବଲାଙ୍ଗିର ଜିଲ୍ଲାରେ ୨୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ : ଆଜି ୩ ନୂଆ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ୨୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ଆଜି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୦ ଏବଂ ୧୯ରୁ ଜଣେ ଲେଖାଏଁ ଏବଂ ବେଲପଡ଼ା
Read More...

ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଞ୍ଚାୟତ ଡଭା କଲେଜ ଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ମାସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । କାର୍ୟ୍ୟକ୍ରମକୁ ମାସର ସଂଯୋଜକ ଆଦିକନ୍ଦ ବିଶ୍ୱାଳ ପରିଚାଳନା କରିଥିଲେ । ଅଞ୍ଚଳର ଡ୍ରାଇଭରମାନେ
Read More...