Daily Archives

ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ୍‌ କଁସିଲ ଗାଁରେ କୋଶଲୀ ସାହିତ୍ୟ କୁଟୁମ୍ବ ଢେକି ଶାଲ୍‌ ତରଫରୁ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ କୋଶଲୀ ସ୍ବାଭିମାନ ଦିବସ, ପଣ୍ଡିତ ପ୍ରୟାଗଦତ୍ତ ଯୋଶୀ
Read More...

ହତ୍ୟା ନା ଆତ୍ମହତ୍ୟା ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତହସିଲ ଅନ୍ତର୍ଗତ ଭେଉଁରିଆ ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟରେ କାର୍ୟ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ଭାବେ କାର୍ୟ୍ୟରତ ବଳଦେବ ବନଛୋରଙ୍କ ମୃତ ଦେହ ପଦ୍ମପୁର ଅମଲିପାଲି ପଟ୍ଟନାୟକ ପେଟ୍ରୋଲ ପମ୍ପ ପଛ ପଟେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ
Read More...

କରୋନା ଭୂତାଣୁର ଭୟାବହତାକୁ ନେଇ ପଥପ୍ରାନ୍ତ ନାଟକ ‘ନୀଳୋତ୍ପଳ’ ମଂଚସ୍ଥ

କଟକ, (କେପିଏନ୍‌ଏସ୍‌) : ବର୍ତମାନ କରୋନା ଭୂତାଣୁର ଭୟାବହତାକୁ ନେଇ ସମସ୍ତେ ଆତଙ୍କିତ । କରୋନା ଭୂତାଣୁର ଭୟାବହତାକୁ ନେଇ ରୁମାନ ଟେକ୍ନୋଲୋଜି ପ୍ରା.ଲି. ସି.ଡି.ଏ, କଟକ ତରଫରୁ ଡିଡିୟୁ-ଜିକେୱାଇର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତାମାନଂକ ଦ୍ୱରା ଏକ ପଥପ୍ରାନ୍ତ ନାଟକ 'ନୀଳୋତ୍ପଳ'
Read More...

ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ

ପୁଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣିଥରେ ଗିରଫ ହୋଇଛନ୍ତି । ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବିଡିଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ ।
Read More...

ଅଭାବନୀୟ ଦୃଶ୍ୟ : ପୁଲିସ ବାଇକ ଯୋଗେ କୋର୍ଟ ଚାଲାଣ କରୁଛି ଅଭିଯୁକ୍ତକୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପାଇଁ ହେଲେ ତାଙ୍କୁ କଡାକଡି ଭାବରେ ଗାଡି ଯୋଗେ ନିଆ ଯାଇଥାଏ । ହେଲେ ଥାନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏବେ ବାଇକରେ ଅଭିଯୁକ୍ତଙ୍କୁ ନିଆଯାଉଛି । ଯଦି ଫେରାର ମାରିବାରେ ଅଭିଯୁକ୍ତ ସଫଳ ହୁଏ, ତେବେ ଦାୟୀ
Read More...

ଭାରତର ଅର୍ଜୁନ MK-1A ଟ୍ୟାଙ୍କ ପାକିସ୍ତାନର ଟ୍ୟାଙ୍କ ଉପରେ ଭାରି ପଡ଼ିବ ?

ନୂଆଦିଲ୍ଲୀ : ଏକ ନୂତନ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ MK-1A ଖୁବ ଶୀଘ୍ର ଭାରତୀୟ ସେନା ଜାହାଜରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ଅର୍ଜୁନ MK-1A (ଆଲଫା) ପାଇଁ ଭାରତ ସରକାର ୬୦୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଆଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟ ବାଟ ମାରଣା ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ଓଡିଶା ସରକାରଙ୍କ ପକ୍ଷରୁ ପରିପୁରକ ପୁଷ୍ଟିକର ଯୋଜନାରେ ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କ ନିମନ୍ତେ ଗରମ ରନ୍ଧନ ଖାଦ୍ୟ ସୋମବାରରୁ ଶନିବାର କିପରି ଓ କେତେ ପରିମାଣର ଦିଆଯିବ, ତାର ଏକ ତାଲିକା ସମସ୍ତ ଆଙ୍ଗନବାଡି
Read More...

ତରଭା ଏଇଏସ୍‌ କଲେଜରେ ରେଡ୍‌କ୍ରସ ତରଫରୁ କ୍ଳଷ୍ଟର ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଏଇଏସ୍ ମହାବିଦ୍ୟାଳୟରେ ଫେବୃୟାରୀ ୨୧ ତାରିଖରୁ ୨୫ ତାରିଖ ପର୍ୟ୍ୟନ୍ତ ଚାଲୁଥିବା ଯୁବ ରେଡକ୍ରସ୍ ପକ୍ଷରୁ କ୍ଳଷ୍ଟର ସ୍ତରୀୟ ଶିକ୍ଷା ଓ ତାଲିମ ଶିବିରର ଆଜି ଶେଷ ଦିନ । ଏହି କାର୍ୟ୍ୟକ୍ରମରେ ଉଦ୍‌ଘାଟନ ଅବସରରେ ତରଭା ବିଡ଼ିଓ ଚିନ୍ମୟୀ
Read More...

ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ

ଭୁବନେ‌ଶ୍ୱର : ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଗତକାଲ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୨୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି - ୮୦ ଟଙ୍କା, ବିମ୍‌ - ୬୦
Read More...