Daily Archives

ଆଫଗାନିସ୍ତାନ ମସଜିଦରେ ବୋମା ତିଆରି କ୍ଲାସ୍‌ ନେବା ମହ‌ଙ୍ଗା ପଡ଼ିଲା : ବିସ୍ଫୋରଣରେ ୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ : କୁହାଯାଏ, ଖରାପ କାମର ଫଳାଫଳ ଖରାପ ହିିଁ ହୋଇଥାଏ । ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ସହ ଏଭଳି ଏକ ଘଟଣା ଘଟିଛି । ଆଫଗାନିସ୍ତାନର ଏକ ମସଜିଦ ଭିତରେ ବୋମା ତିଆରିର ତାଲିବାନ ଆତଙ୍କବାଦୀମାନେ ‌କ୍ଲାସ୍‌ ନେଉଥିବା ବେଳେ ବିସ୍ଫୋରଣ ଘଟି ୩୦ ଜଣ ଆତଙ୍କବାଦୀ ନିହତ ହୋଇଥିବା
Read More...

ମିଳିଲା ୬ କୋଟି ବର୍ଷ ତଳର ବିଶାଳ ମାଛର ଜୀବାଶ୍ମ, ବୈଜ୍ଞାନିକମାନେ ଆ‌ଶ୍ଚର୍ଯ୍ୟ

ଲଣ୍ଡନ : ବ୍ରିଟେନରେ ‌ଜୀବାଶ୍ମ ବିଶେଷଜ୍ଞମାନେ ହଠାତ୍ ଏକ ବିଶାଳ ମାଛର ଜୀବାଶ୍ମ ପାଇଛନ୍ତି, ଯାହା ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ଡାଇନୋସର ଶେଷ ସମୟ ପର୍ୟ୍ୟନ୍ତ ବଞ୍ଚି ରହିଥିଲା । ବ୍ରିଟେନର ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର ଜୀବାଶ୍ମ ବୈଜ୍ଞାନିକମାନେ ଏହି ଜୀବାଶ୍ମକୁ ଚିହ୍ନଟ
Read More...

ବସ୍ ଦୁର୍ଘଟଣା : ୩୭ ଜଣଙ୍କ ମୃତ୍ୟୁ

ସିଧି : ଏକ ବସ୍ ଦୁର୍ଘଟଣାରେ ୩୭ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ସିଧି ଜିଲ୍ଲା ପ୍ରଶାସନ ଅନୁସାରେ ଯେ, ଏପର୍ୟ୍ୟନ୍ତ ୨୦ ଜଣ ପୁରୁଷ, ୧୬ ଜଣ ମହିଳା ଏବଂ ଚାରି ବର୍ଷର ଜଣେ ଶିଶୁଙ୍କ ସମେତ ୩୭ ଟି ମୃତ୍ୟୁ ନିଶ୍ଚିତ ହୋଇଛି । ସ୍ଥାନୀୟ ପ୍ରଶାସନ ଅନୁଯାୟୀ ଏହି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଓଲଟି ୨ ମୃତ, ୨୦ ଆହତ

ପାରଳାଖେମୁଣ୍ଡି : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ମିନି ଟ୍ରକ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଆର.ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାହାଘର ଭୋଜି ଖାଇବାକୁ ଯାଉଥିବା ବାଟରେ ଏହି ଦୁର୍ଘଟଣା ଘଟିଛି । ମୃତାହତମାନେ
Read More...

ତରୁଣ କବି ସୁଜିତ କୁମାର ସତପଥୀଙ୍କ ଚତୁର୍ଥ କବିତା ସଙ୍କଳନ ‘ଛୁଟି ଦେବା ସମୟକୁ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଧୁନିକ ଓଡିଆ କବିତା କ୍ଷେତ୍ରରେ ବାକ୍‌ରୀତିରେ ନୂତନତାର ପୁଟ ଦେଇ କବିତା ରଚନା କରି ଜୀବନର ବହୁମୁଖୀ ଭାବକୁ ସ୍ୱକୀୟ ଭାବରେ ରୂପ ଦେଇ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବାଛି ନେଇଛନ୍ତି କବି ସୁଜିତ କୁମାର ସତପଥୀ । ବାକ୍‌ଦେବୀ ସରସ୍ୱତୀଙ୍କ ପୂଜା ଅବସରରେ
Read More...

ଚାଲିଗଲେ ବିଶିଷ୍ଟ ଗାନ୍ଧୀବାଦୀ ଓ ‌ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନା

ଭୁବନେଶ୍ୱର : ଗତକାଲି ରାତି ୧୧ଟା ୧୫ମିନିଟରେ ବିଶିଷ୍ଟ ଗାନ୍ଧୀବାଦୀ, ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନା ଚାଲିଗଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରେତଙ୍ଗ ନିକଟ ବ୍ରହ୍ମକୁଣ୍ଡଳ ଗାଁରେ । ପୁରୀ ସ୍ବର୍ଗଦ୍ବାରରେ
Read More...

ଖୁବଶୀଘ୍ର ଉଡିବାକୁ ଯାଉଛି ବିମାନ ରାଉରକେଲା ବିମାନ ଘାଟିରୁ : ବ୍ୟୁରୋ ଅଫ ସିଭିଲ ଆଭିଏସନ ଡିଜି ଉଷା ପାଢୀ

ରାଉରକେଲା : ଖୁବଶୀଘ୍ର ଉଡିବାକୁ ଯାଉଛି ବିମାନ ରାଉରକେଲା ବିମାନ ଘାଟିରୁ ବୋଲି ବ୍ୟୁରୋ ଅଫ ସିଭିଲ ଆଭିଏସନ ଡିଜି ଉଷା ପାଢୀ ସୂଚନା ଦେଇଛନ୍ତି । ଆଜି ଡିଜି ଓ ତାଙ୍କ ଟିମ୍ ରାଉରାକେଲା ବିମାନ ଘାଟି ପରିଦର୍ଶନ କରିବା ପରେ ଏହା ଆଶା କରାଯାଉଛି । ତେବେ ଆସନ୍ତା ଦେଢ ବର୍ଷ ମଧ୍ୟରେ ଏୟାର
Read More...

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତିଙ୍କୁ ଆରଏସଏସ ମୁଖ୍ୟ ଭେଟିଲେ : ମିଥୁନ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା…

କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ଆରଏସଏସ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତିଙ୍କୁ ଇତି ମଧ୍ୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭେଟିଛନ୍ତି । ମିଥୁନ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ତେବେ ମିଥୁନ
Read More...

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ : ଯୁବ ସମାଜ ସଜାଗ ହେଲେ ସାହିତ୍ୟର…

ବାଲେଶ୍ଵର : ବାଲେଶ୍ଵର ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ଉତ୍ସଵ ଓ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉତ୍ସବର
Read More...

ଉପରଝର ଗାଁ ମୁହଁରେ ଗଦା ଗଦା ଅଳିଆ ଆବର୍ଜନା : ସଫେଇ କରିବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁ ମୁହଁରେ ରହିଛି ଗଦା ଗଦା ଅଳିଆ ଆବର୍ଜନା । ଆବର୍ଜନା କୁଣ୍ଡ ନଥିବାରୁ ଲୋକେ ବାଧ୍ୟ ହୋଇ ରାସ୍ତା କଡ଼ରେ ଆବର୍ଜନା ପକାଉଥିବା ଦେଖିବାକୁ ମିଳୁଛି । ଖୋଦ୍ ପଞ୍ଚାୟତ ନିକଟରେ ମଧ୍ୟ ଅଳିଆ ଆବର୍ଜ୍ଜନା ପରିପୂର୍ଣ୍ଣ ହୋଇ ପଡ଼ିରହିଛି
Read More...