Daily Archives

ଭାରତୀୟ ସେନାକୁ ପ୍ରଥମ ପର୍ୟ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ମିଳିଲା

ନୂଆଦିଲ୍ଲୀ : ଭାରତୀୟ ସେନାକୁ ପ୍ରଥମ ପର୍ୟ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ମିଳିଲା । ବଳକା ଥିବା ଆଉ ୧୦ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୯ ମାର୍ଚ୍ଚରେ ଏଥିପାଇଁ ଅନୁମତି ଦେଇଥିଲା
Read More...

ପୁଣି ଯନ୍ତ୍ରଣାରେ ଜନନୀ, ଖଟିଆରେ ବୁହାହେଲେ ଗର୍ଭବତୀ : ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ

ରାୟଗଡ଼ା : ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ । ରାୟଗଡ଼ା କାଶିପୁର ବ୍ଲକ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ଗର୍ଭବତୀଙ୍କୁ
Read More...

ଟ୍ରକ୍‌ ହେଲପର ମାଡରେ ଡ୍ରାଇଭର ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୨ ଚକିଆ ଟ୍ରକ୍‌ର ହେଲପରଙ୍କ ଜ୍ୟାକ୍‌ ରଡ୍‌ ଆକ୍ରମଣରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।
Read More...

ହଜାର ହଜାର ବର୍ଷ ଧରି ଏଟନା ପର୍ବତରେ ଭୂକମ୍ପ – କ୍ରମାଗତ ଉଦ୍ଗୀରଣ : ଜୋର୍‌ସୋର୍‌ ପ୍ରବାହିତ ହେଉଛି ଲାଭା

ନୂଆଦି‌ଲ୍ଲୀ : ହଜାର ହଜାର ବର୍ଷ ଧରି ଭୂକମ୍ପ ଲାଗି ରହିଥିବା ଏଟନା ପର୍ବତର ଆଗ୍ନେୟଗିରିରେ ପୁଣି ଥରେ ବିସ୍ଫୋରଣ ହୋଇଛି । ଏହାର ନିଆଁ ଆକାଶକୁ ଲାଲ କରିଦେଇଛି ଏବଂ ଲାଭା ବହୁ ଦୂରକୁ ପ୍ରବାହିତ ହୋଇଛି । ଏହାର ପାଉଁଶ ସବୁଆଡେ ବ୍ୟାପିଛି । ପାଉଁଶ ବିଷୟରେ ଇଟାଲୀ କର୍ତ୍ତୃପକ୍ଷଙ୍କୁ ଏକ
Read More...

ବସ୍ ଦୁର୍ଘଟଣା : ୫ ଯାତ୍ରୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଥାନା ମଶିଣାପଡା ମେହେରୁଣୀ ନାଳ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ର‌ସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୩ଟା ସମୟରେ କଟକରୁ ରାୟପୁର ଯାଉଥିବା ଏକ ଘରୋଇ ବସ୍ ଡଲଫିନ୍(ଓଡ଼ି ୦୫
Read More...

ପୂର୍ବତନ ଆର୍‌ଆଇଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ପୁରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆର୍‌ଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପୁରୀ ଅଫିସ୍ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି ଘର, ବାଲିଘାଟ ଓ ପେଣ୍ଠକଟାରେ
Read More...

ଧିମେଇ ଯାଇଛି ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ସେତୁ : ସରିଛି ନିର୍ମାଣ ଅବଧି, ଅଧିକାଂଶ କାର୍ଯ୍ୟ ରହିଛି ବାକି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା‐ବସାଶଙ୍କର ଘାଟ ତେଲନଦୀ ଉପରେ ବିଜୁ ସେତୁ ଶିଳାନ୍ୟାସ ହେବାର ୩ ବର୍ଷ ପରେବି ସଂପୂର୍ଣ୍ଣ ହୋଇ ପାରୁନି ପ୍ରକଳ୍ପ । କେବେ ସରିବ ଘଣ୍ଟାପଡା‐ବସାଶଙ୍କର ଘାଟର ତେଲ ନଦୀ ସେତୁ କାମ । ଗତବର୍ଷ ଅଗଷ୍ଟ ମାସରେ କାମ ସରିବା କଥା
Read More...

ଫ୍ରେଣ୍ଡସ କ୍ଲବ କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ କଁସାପଲା ଦଳ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗତକାଲି ଖପ୍ରାଖୋଲ ବ୍ଲକ ଫୁଲଝର୍ ଗ୍ରାମର ଫ୍ରେଣ୍ଡସ କ୍ଲବ ପକ୍ଷରୁ ଦିଲଖୁସ୍ ଖେଳପଡିଆରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଁସାପଲା ଏବଂ କୁମାରଖେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଁସାପଲା ଦଳ ବିଜୟୀ ହୋଇ ଫାଇନାଲକୁ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୧୫ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୩୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୦ ଟଙ୍କା, ଭେଣ୍ଡି - ୫୦
Read More...