Daily Archives

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ୪ ବର୍ଷ ପାଇଁ ଶ୍ରୀ ମିତ୍ତଲଙ୍କୁ କୁଳପତିଭାବେ ନିଯୁକ୍ତି ଦେଇଛନ୍ତି । ଏବେ ଶ୍ରୀ ମିତ୍ତଲ ଜିଜିଏସଆଇ ବିଶ୍ୱବିଦ୍ୟାଳୟରେ
Read More...

ଟାଇଲ୍‌ରେ ଚାପି ହୋଇ ପ୍ରାଣ ହରାଇଲେ ଜଣେ ଶ୍ରମିକ, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଇଲ୍‌ରେ ଚାପି ହୋଇ ପ୍ରାଣ ହରାଇଛ‌ନ୍ତି ଜଣେ ଶ୍ରମିକ ଓ ଏଥିରେ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି । ବଲାଙ୍ଗିରରେ ଟାଇଲ ବୋହୁଥିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର
Read More...

୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକ ଉଦ୍ଧାର : ପୋଲିସ ଜିମାରେ ଦେଇ ଗଲେ ନିଜେ ମାଲିକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପୋଲିସ ଷ୍ଟେସନରେ ୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକଙ୍କୁ ଏକ ବସ୍ ଯୋଗେ ଆଣି ପୋଲିସର ଜିମାରେ ଛାଡି ଗଲେ ତେଲେଙ୍ଗାନା ରାଜ୍ୟର ଜଗତିଆଲ ଜିଲ୍ଲାର ତଳିପଲ୍ଲି ଗ୍ରାମର ମହମ୍ମଦ ସକିଲ । ଶ୍ରମିକଙ୍କ କରୁଣ ନିବେଦନର ଭାଇରାଳ ଭିଡିଓ ଗଣମାଧ୍ୟମରେ
Read More...

ହରିଣ ଛାଲ ଓ ୭ଟି ବଜ୍ରକାପ୍ତା କାତି ଜବତ : ୪ଜଣ ଶିକୀରୀ ଗିରଫ

ଢ଼େଙ୍କାନାଳ : ହରିଣ ଛାଲ ଓ ୭ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଢ଼େଙ୍କାନାଳ ବନଖଣ୍ଡ କପିଳାସରୁ ଶିକୀରୀ ମାନେ ହରିଣ ଛାଲ ଓ ବଜ୍ରକାପ୍ତା କାତି ‌ନେଇ ଯାଉଥିବା ବନ କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ
Read More...

ମଣ୍ତିରେ ଧାନ ପଡିଛି, ହୃଦଘାତରେ ଚାଷୀଙ୍କ ମୃତ୍ୟୁ : ଓଡିଶାରେ ଦୃଦୟହୀନ ସରକାର, କହିଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ମାଣ୍ତୋସିଲ ଗ୍ରାମର ୫୨ବର୍ଷ ବୟସ୍କ ଚାଷୀ ଦିବ୍ୟ କୁମାର ସାହୁଙ୍କ ଆଜି ହୃଦଘାତରେ ମୃତ୍ୟୁବରଣ କରିବା ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଚାଷୀ ମାଣ୍ତୋସିଲ ଧାନ ମଣ୍ତିରେ ଏକଜୁଟ ହୋଇ ସ୍ବର୍ଗତ ସାହୁଙ୍କ ପ୍ରତି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ବ୍ଲକ ଖୁଜେନପାଲି ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପ.ରୁ ଜଣେ ଏବଂ ଗୁଡ଼ଭେଲା ବ୍ଲକ ମାଢେ଼କେଲା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ସରକାରୀ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲା ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବିପି ନ୍ୟୁଜ ଓ ସି ଭୋଟର ଦେଶ୍‌ କା ମୋଡ଼ ସର୍ଭେ ଅନୁସାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଏହି ଖୁସି ଖବର ଶୁଣି ବିଜେଡି କର୍ମୀ ମହଲରେ ଖୁସିର ଲହରୀ ଖେଳି ଯାଇଛି
Read More...

ମମତା ବାନାର୍ଜୀଙ୍କ ମାଷ୍ଟର ଷ୍ଟ୍ରୋକ୍ : ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଶାସକ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରି ରାଜ୍ୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି । ରାଜନୈତିକ ସର୍କଲରେ ତାଙ୍କ ନିଷ୍ପତ୍ତି ଏକ
Read More...

ସ୍ୱାମୀ ମୁଣ୍ଡରେ ହାତୁଡ଼ି ପ୍ରହାର କରି ହତ୍ୟା କଲା ପତ୍ନୀ : ଗ୍ରାମବାସୀଙ୍କୁ କହିଲା, ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ…

ଜୟପୁର : ଲୋକେ କ୍ରୋଧରେ ଏପରି ପଦକ୍ଷେପ ନିଅନ୍ତି, ଯେଉଁଥିରେ ତା‌ଙ୍କ କ୍ରୋଧ ତାଙ୍କୁ ହିିଁ ଅସ‌ମ୍ଭାଳ କ୍ଷତି ପହଂଚାଏ । ଏହି ଘଟଣା ଜୟପୁରର ବାଗ୍ରୁ ଅଞ୍ଚଳରେ ଘଟିଛି, ଯେଉଁଠାରେ ପାରିବାରିକ କଳହରେ କ୍ରୋଧିତ ପତ୍ନୀ ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ମୁଣ୍ଡରେ ମାରି ହତ୍ୟା କରିଛ‌ନ୍ତି । ଘଟଣାକୁ
Read More...

ଆନ୍ତଃ ଜିଲ୍ଲା ସମ୍ମାନ ଜନକ ସାହାଣୀ କପ୍‌ ୨୦୨୧ ପାଇଁ ବଲାଙ୍ଗିର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ୩୦ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ବଲାଙ୍ଗିର ଜିଲ୍ଲା ଫୁଟବଲ୍‌ ଟିମ ସାହାଣୀ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ସାହାଣୀ
Read More...