କଳାହାଣ୍ଡି ବିଜେଡି ଆଇନ ସାମୁଖ୍ୟ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳନ
କଳାହାଣ୍ଡି, (ପି.କେ.ସାହୁ) : ବିଜେଡି ଆଇନ ସାମୁଖ୍ୟ, କଳାହାଣ୍ଡି ତରଫରୁ ବିଶ୍ବ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ଏନେଇ ଆୟୋଜିତ କାର୍ୟ୍ୟକ୍ରମରେ ସାମୁଖ୍ୟର ଆବାହକ ସୁଧୀର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ଶକ୍ତି!-->…
Read More...
Read More...