Monthly Archives

December 2020

ନରସିଂହ ସେନା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନରସିଂହ ସେନା ତରଫରୁ ପ୍ରଥମ ଥର ପାଇଁ ସରକାରୀ କୋଭିଡ୍‌ ନିୟମ ଅନୁଯାୟୀ ଛତାମଖନା ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ବିଧାୟକ ପ୍ରବୀଣ ରାଜନୈତିଜ୍ଞ ନରସିଂହ ମିଶ୍ରଙ୍କ
Read More...

ଶତାୟୁ ଲାଇନମ୍ୟାନ ଚିନ୍ତାମଣି ଷାଣ୍ଢଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଝାଙ୍କର ପଡା ନିବାସୀ ତଥା ଶତାୟୁ ଲାଇନ୍‌ମ୍ୟାନ ଚିନ୍ତାମଣି ଷାଣ୍ଢଙ୍କ ଗତକାଲି ସଂଧ୍ୟାରେ ପରଲୋକ ହୋଇ ଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ପଛରେ ୪ ଝିଅ ଓ ୩ ପୁଅ
Read More...

ସର୍ବଭାରତୀୟ ଛିନ୍ଦେଇକେଲା କପ ଉଦ୍‌ଘାଟିତ : ସେମିରେ ବଲାଙ୍ଗିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଆୟୋଜିତ ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ ଆରମ୍ଭ ହୋଇଯାଇଛି । ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପଦ୍ମପୁର
Read More...

ଖଟଖଟିଆ କ୍ରିକେଟ୍‌ କପ୍‌-୨୦୨୦ ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖଟଖଟିଆ ସ୍ଥିତ ଧୁବେନ ଆଁଟ୍‌ ଖେଳ ପଡିଆ ଠାରେ ଖଟଖଟିଆ କ୍ରିକେଟ ଆସୋସିଏସନ୍ ଦ୍ଵାରା କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
Read More...

ଗଳ୍ପ ସଙ୍କଳନ ‘ଶୂନ୍ୟ ସବାରୀ’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଭିତରେ ପଦ୍ମପୁର ଆର୍‌ବି ହାଇସ୍କୁଲର ସମ୍ମିଳନୀ କକ୍ଷରେ ଗାଳ୍ପିକା ଡଃ. ସନ୍ତୋଷିନୀ ବାବୁଙ୍କ ଷଷ୍ଠ ଓଡିଆ ଗଳ୍ପ ସଙ୍କଳନ 'ଶୂନ୍ୟ ସବାରୀ' ଉନ୍ମୋଚିତ ହୋଇ ଯାଇଛି । ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜିତ ଆସରରେ ଗୁରୁ ପ୍ରକାଶନୀର ସଭାପତି
Read More...

ପ୍ରଭାକର ରଥ ଜନ୍ମ ଶତ ବାର୍ଷିକ ସମିତିର ବୈଠକ : ଏଥର ପ୍ରଭାକର ରଥ ସ୍ମୃତି ସମ୍ମାନ ପାଇବେ ପ୍ରଦୀପ ପଶାୟତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ଟିକ୍ରାପଡା ଶ୍ରୀଜଗନ୍ନାଥ ମନ୍ଦିରରେ ହୃଷିକେଶ ପୁରୋହିତଙ୍କ ସଭାପତିତ୍ୱରେ ପ୍ରଭାକର ରଥ ସ୍ମୃତି ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଚଳିତ ବର୍ଷ ସେବା ସମର୍ପିତ କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀ ପ୍ରଦୀପ ପଶାୟତଙ୍କୁ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସୂଚନା : ଖ୍ରୀଷ୍ଟମସ୍‌ କିମ୍ବା ନୂଆବର୍ଷ ପାଳନ ଅବସରରେ ଜନଗହଳି ମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଖ୍ରୀଷ୍ଟ୍‌ମସ କିମ୍ବା ନୂଆବର୍ଷ ପାଳନ ଅବସରରେ ଜନଗହଳିକୁ ବାରଣ କରାଯାଇଛି । ଏ ସଂକ୍ରାନ୍ତରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସୂଚନା ଜାରି କରାଯାଇଛି । ଚର୍ଚ୍ଚ, ଖ୍ରୀଷ୍ଟିଆନ୍‌ ସଂସ୍ଥା କିମ୍ବା କୌଣସି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧ରୁ ହିଁ ସଂପୃକ୍ତ ୪ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ୧୧୩ ଜଣ
Read More...

ଅବହେଳିତଙ୍କ ତ୍ରାଣକର୍ତ୍ତା ‘ପ୍ରେମ’ର ସଭାପତି ଡ. ଥୁଣ୍ଡିଲଙ୍କ ଜନ୍ମଦିନରେ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱନାମଧନ୍ୟ ସମାଜସେବୀ ତଥା "ପ୍ରେମ' ଅନୁଷ୍ଠାନର ସଭାପତି ଡ. ଜାକୋବ ଥୁଣ୍ଡିଲଙ୍କ ଜନ୍ମଦିନ ଅବସରରେ ଭାରତର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେମର ମୁଖ୍ୟ କାର୍ଯ୍ୟାଳୟ ମାଣ୍ଡିଆପଲ୍ଲୀ
Read More...

କୃଷକମାନଙ୍କୁ ସରକାରଙ୍କୁ ଆଉ ଏକ ଚିଠି : କୁହାଯାଇଛି, ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି

ନୂଆଦି‌ଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ସମୟରେ ଭାରତ ସରକାର ପୁନର୍ବାର କୃଷକମାନଙ୍କୁ ଚିଠି ଲେଖି ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି ବୋଲି ସୂଚାଇ ଦେଇଛନ୍ତି । ଗୁରୁବାର ଦିନ ରାହୁଲ ଗାନ୍ଧୀ କୃଷି ଆଇନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।
Read More...