Monthly Archives

December 2020

ବଲାଙ୍ଗିର ବିଷୟରେ ଏକ ରଚନାର କିୟଦଂଶ

ଶରଦିନ୍ଦୁ ଭୂଷଣ ହୋତା ବଲାଙ୍ଗିର ଲୋକେ ପ୍ରକୃତିଗତ ଭାବେ ଆମେ ବଡ଼ ସଭାବିଳାସୀ । ଯାହା ଯେମିତି ହେଉ ସବୁ କଥା ଆଗରେ ସଭାଟିଏ କରିବା ଆମର ମଜ୍ଜାଗତ ଅଭ୍ୟାସ । ଚିରୁଣି ଧରି ମୁଣ୍ଡକୁ ବହେ ରାଂପି ପକାଇବା ପରେ ଉକୁଣି ମୁଣ୍ଡିଆ ଲୋକଟିକୁ ଯେମିତି ହାଏ ଲାଗେ, କୌଣସି କିଛି ପାଇଁ ଆମର ମଧ୍ୟ
Read More...

ଆଜି ମାର୍କେଟ୍‌ରେ ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ - ୨୫ ଟଙ୍କା, ଭେଣ୍ଡି - ୬୦ ଟଙ୍କା, ବିମ୍‌ - ୫୦ ଟଙ୍କା, ସିମ୍ବ - ୮୦ ଟଙ୍କା, ଆଳୁ - ୩୦ ଟଙ୍କା, ପିଆଜ - ୪୦ ଟଙ୍କା,
Read More...

ସିରଜିନା ମେଲନ୍ ମେସନ-୨୦୨୦: ସାରସମାଲ ଗାଁ ଉତ୍ସବ ମୁଖରିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ପଦ୍ମପୁର ତରଫରୁ 'ସିରଜିନା ମେଲନ ମେସନ - ୨୦୨୦' ସାରସମାଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଦିବା ୧୨ଟା ସମୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ଗ୍ରାମର ଏକ ମନଲୋଭା
Read More...

ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ପଂଚରଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ୟୁ.ପି. ସ୍କୁଲର ୨୦୦୩ ବ୍ୟାଚ୍‌ର ପୁରାତନ ଛାତ୍ର ମାନଙ୍କ ବଂଧୁ ମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକାଦାରପଡା ୟୁ.ପି. ସ୍କୁଲର ୨୦୦୩ ବ୍ୟାଚ୍‌ର ପୁରାତନ ଛାତ୍ର ମାନଙ୍କ ବଂଧୁ ମିଳନ ପଥରଚେପା ସ୍ଥିତ ପଂଚବଟି ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି କାର୍ୟ୍ୟକ୍ରମକୁ ସଫଳ କରିଛନ୍ତି । ଅଳକା,
Read More...

ବ୍ଲକ ସ୍ତରୀୟ ଯାଦବ ସମ୍ମିଳନୀ : ବଲାଙ୍ଗିର ବ୍ଲକ କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଥରଚେପା ଠାରେ ଅନୁଷ୍ଠିତ ହୋଇଯାଇଥିବା ବ୍ଲକ ସ୍ତରୀୟ ଯାଦବ ସମ୍ମିଳନୀ ମୁଖ୍ୟ ଅତିଥି ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀଙ୍କ ସହ ମଞ୍ଚାସୀନ ଅତିଥି ଜିଲ୍ଲା ସହ-ସଂପାଦକ ମନୋଜ ହାତୀ, ଜିଲ୍ଲା ଯୁବ ଯାଦବ ସଭାପତି ଦିଲିପ ରାଜପଳିଆ, ପୌରାଞ୍ଚଳ ସଂପାଦକ
Read More...

ବିକାଶ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ବଲାଙ୍ଗିର ସିଭିଲ ସୋସାଇଟିର ଅଭିନନ୍ଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଜିଲ୍ଲାର ସୁପୁତ୍ର ତଥା ସର୍ବ ପ୍ରଥମ ମୁଖ୍ୟ ଶାସନ ସଚିବ ଆସନ ଅଳଙ୍କୃତ କରିଥିବା ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିବାରୁ ବଲାଙ୍ଗିର ସିଭିଲ ସୋସାଇଟି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରୁଅଛି ।
Read More...

ଉଦ୍ଦେଶ୍ୟ ସାଧନ ପାଇଁ ସାମର୍ଥ୍ୟ ହରାଇଛି ପଶ୍ଚିମ ଓଡିଶା ବିକାଶ ପରିଷଦ : ପରିଷଦର ପୁନର୍ଜୀବନ ଅପେକ୍ଷାରେ ଅଞ୍ଚଳବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟ ନେଇ ଗଠନ କରାଯାଇଥିଲା ପଶ୍ଚିମ ଓଡିଶା ବିକାଶ ପରିଷଦ । ଏହି ମହତ ଉଦ୍ଦେଶ୍ୟ ସାଧନ ପାଇଁ ସାମର୍ଥ୍ୟ ହରାଇଛି ବିକାଶ ପରିଷଦ ବୋଲି ଖୋଦ୍‌ ରାଜ୍ୟର କଂଟ୍ରୋଲର ଓ ଅଡିଟର ଜେନେରାଲ ତାଙ୍କ ରିପୋର୍ଟରେ ଦର୍ଶାଇଥିବା
Read More...

ନିଷ୍ଠା ପରିବାରର ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ଭୂମି ପୂଜନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରର ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ଭୂମିପୂଜନ ନିଷ୍ଠା ଭବନ ସଂଲଗ୍ନ ସ୍ଥାନ, ଆନ୍ଧ୍ର କ୍ୟାମ୍ପ, ଖଣ୍ଡହତାଠାରେ ଅନୁଷ୍ଠିତ ହୋଇ ଯାଇଅଛି । ନିଷ୍ଠା ପରିବାରର ବହୁ ଦିନର ସ୍ବପ୍ନ, ନିଜସ୍ଵ
Read More...

ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ତ୍ରୟୋଦଶୀ ତିଥିରେ ବରଗଡ଼ ଜିଲ୍ଲା ସରସରା ଠାରେ ଗୀତା ଜୟନ୍ତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଜୟ ପ୍ରକାଶ ନନ୍ଦ, ପଣ୍ଡିତ କାମାକ୍ଷ ପ୍ରସାଦ ଯୋଷୀ ସମେତ ୫ ଜଣ ବ୍ରାହ୍ମଣ ପୂଜା ଅର୍ଚ୍ଚନା କରିଥିଲେ । ପଣ୍ଡିତ ଗାନ୍ଧୀ ପଣ୍ତା ପତ୍ନୀ ଅନୁ ପଣ୍ତା କର୍ତ୍ତା
Read More...