Daily Archives

ଅପରାଜିତା ଷଡ଼ଙ୍ଗୀଙ୍କ ଲୋକ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ୫ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣି ଏହାର ସମଧାନ ପାଇଁ ପ୍ରୟାସ କରିଛ‌ନ୍ତି । ଏହି
Read More...

ଘଣ୍ଟାପଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର ସଂଜୟ ନାଏକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୨ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଥିବାରୁ ଡାକ୍ତର ନିଯୁକ୍ତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ବୁଧବାର ଜଣେ ଡାକ୍ତର ହସପିଟାଲରେ ଯୋଗଦାନ କରିଥିବାରୁ
Read More...

ଗୋଲାବନ୍ଦ ଗାଁରେ ରୋଜଗାର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ଗୋଲାବନ୍ଦ ଗ୍ରାମର ଦୋଣ୍ଡିବନ୍ଧ ନାମକ ଏକ ପୋଖରୀ ପରିସରରେ ଜାତୀୟ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରୋଜଗାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ
Read More...

ୱେସ୍କୋର ଘରୋଇକରଣକୁ ନେଇ ବିରୋଧ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ତଥା ରାଜ୍ୟରେ ବିଭିନ୍ନ ବିଭାଗକୁ ଘରୋଇକରଣ କରାଯିବା ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ବିଭିନ୍ନ ବିଭାଗକୁ ଘରୋଇକରଣ କରିବା ପରେ ପାଳି ଆସିଛି ବିଦ୍ୟୁତ୍ ବିଭାଗର । ବିଦ୍ୟୁତ୍ ବିଭାଗକୁ ରାଜ୍ୟ ସରକାର ଟାଟା ପାୱାରକୁ ବିକ୍ରି କରିଦେଉଥିବା ଅଭିଯୋଗ
Read More...

ମାର୍କେଟ୍‌କୁ ଯିବା ଆଗରୁ ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛ, ଜାଣିନେବା ଆସନ୍ତୁ । ଫୁଲକୋବି - ୩୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଅଦା - ୮୦ ଟଙ୍କା, ରଷୁଣ - ୧୩୦ ଟଙ୍କା, ଆଳୁ - ୪୦ ଟଙ୍କା, ପିଆଜ - ୫୦ ଟଙ୍କା, କେପ୍‌ସିକମ୍‌ -
Read More...

ମାଣବସା ଗୁରୁବାରରେ ଘରେ ଘରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଣବସା ଗୁରୁବାର ଓଷା ଓଡ଼ିଶାରେ ଘରେ ଘରେ ପୂଜା ପାଆନ୍ତି ମା' ମହାଲକ୍ଷ୍ମୀ । ତେବେ ମାର୍ଗଶିର ମାସର ଗୁରୁବାର ଦିନ ଓଡ଼ିଆ ନାରୀମାନେ ଏହାକୁ ପାଳନ କରିଥାନ୍ତି । ଗାଁ ଗାଁ ଉତ୍ସବ ମୁଖର ହୋଇ ଉଠିଥାଏ ଓଡ଼ିଶାରେ । ହେଲେ ଚଳିତ ବର୍ଷ ଅନେକ ପୁରୁଷ ମହିଳା
Read More...