Monthly Archives

November 2020

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୯୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୨୭
Read More...

ବସ୍ତା ଲଦିବା ଭଳି ଟ୍ରକ୍‌ ଡାଲାରେ ଲଦିଥିଲେ ଗାଈଙ୍କୁ : ଟ୍ରକ୍‌କୁ ଜବତ୍‌ କଲା ପୋଲିସ : ୨୭ ଗାଈ ଉଦ୍ଧାର

କରଂଜିଆ, (କେପିଏନ୍‌ଏସ୍‌) : ବସ୍ତା ଲଦିବା ଭଳି ଟ୍ରକ୍‌ ଡାଲାରେ ଲଦି ଗାଈମାନଙ୍କୁ ଭଦ୍ରକରୁ ପଶ୍ଚିମବଙ୍ଗ ନିଆଯାଉଥିବା ବେଳେ ଗତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ କରଂଜିଆ ପୋଲିସ ଟ୍ରକ୍‌ ଜବତ୍‌ କରିଛି । ଅତି ନୃଶଂସ ଭାବରେ ଗାଈମାନଙ୍କୁ ଲଦା ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା
Read More...

ଦିଲ୍ଲୀକୁ ୫୭ ରନରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ମୁମ୍ବାଇ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ ଦଳ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ
Read More...

ଚଳିତ ମାସ ଖୋଲିବନି ସ୍କୁଲ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ମାସରେ ଖୋଲିବନି ସ୍କୁଲ । ରାଜ୍ୟ ସରକାର ପୂର୍ବରୁ ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି । ସ୍କୁଲ ଓ ଗଣଶିକ୍ଷା
Read More...

ଉଲୁଣ୍ଡା ଅଂଚଳରେ ହାତୀ ଆକ୍ରମଣ : ୧ ମୃତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସୂବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅନ୍ତର୍ଗତ ହାତୀପାହୁଲ ଗ୍ରାମର ଉଗ୍ରେସନ ଭୋଇ(୫୭) ଗତକାଲି ରାତିରେ ନିଜ ଚାଷଜମିରେ ହାତୀ ଫସଳ ନଷ୍ଟ କରୁଥିବା ଖବର ପାଇ ଘଉଡେଇବା ପାଇଁ
Read More...

ପ୍ରେମୀ ଯୁଗଳଙ୍କୁ ବାନ୍ଧିଦେଲା ପବିତ୍ର ବିବାହ ବନ୍ଧନରେ ‘ଏଇତ ଜୀବନ’ ଚାରିଟେବୁଲ୍‌ ଟ୍ରଷ୍ଟ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ‘ଏଇତ ଜୀବନ’ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ପ୍ରେମୀ ଯୁଗଳଙ୍କ ବାହାଘର ସଂପନ୍ନ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ସଂପୃକ୍ତ ଟ୍ରଷ୍ଟକୁ ପ୍ରଶଂସା କରାଯାଇଛି । ସୂଚନା ଅନୁସାରେ ପ୍ରେମୀ ଯୁଗଳ ଦୀର୍ଘ ବର୍ଷରୁ ଉଭୟେ ଉଭୟଙ୍କୁ ଭଲ ପାଉଥିବା ବେଳେ ପାରିବାରିକ
Read More...

ବିଜ୍‌ନେସ୍‌ୱାର୍ଲଡ଼୍‌ ‘ବି’ ସ୍କୁଲ ମାନ୍ୟତାରେ ସମ୍ବଲପୁର ଆଇଆଇଏମ୍‌ ଅଷ୍ଟାଦଶ ସ୍ଥାନରେ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଜ୍‌ନେସ୍‌ୱାର୍ଲଡ଼୍‌ ‘ବି’ ସ୍କୁଲ ମାନ୍ୟତାରେ ସମ୍ବଲପୁର ଆଇଆଇଏମ୍‌ ଅଷ୍ଟାଦଶ ସ୍ଥାନ ଅଧିକାର କରିଛି । ଗତ ଅକ୍ଟୋବର ୨୨ ବିଜ୍‌ନେସ୍‌ୱାର୍ଲଡ ସଂଖ୍ୟାରେ ପ୍ରକାଶିତ ଭାରତର ଶ୍ରେଷ୍ଠ ସରକାରୀ ବି ସ୍କୁଲ ତାଲିକାରେ ଆଇଆଇଏମ୍‌ ସମ୍ବଲପୁର ୧୮ତମ ସ୍ଥାନରେ
Read More...

ଖୁସି ଖବର : ଏନ୍‌ଏସିରେ ଅଫିସ୍‌ ସହାୟକ ଭାବେ ଯୋଗଦେଲେ କିନ୍ନର ମାୟା

କୁଚିଣ୍ଡା : କିନ୍ନରମାନଙ୍କ ପାଇଁ ଖୁବ୍‌ ଖୁସି ଖବର । ସରକାରୀ ଚାକିରୀ କ୍ଷେତ୍ରରେ କିନ୍ନରମାନଙ୍କୁ ସାମିଲ୍‌ କରାଯିବା ପାଇଁ କିନ୍ନର ମହାସଂଘ ପକ୍ଷରୁ ରୀତିମତ ଦାବୀ କରାଯାଉଛି । ତେବେ ବର୍ତ୍ତମାନ ଏ ଦିଗରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁଚିଣ୍ଡା ଏନ୍‌ଏସି. ଅଫିସରେ ଅଫିସ୍‌ ସହାୟକ
Read More...

ଚୋରା ବାଣ କାରବାର ଉପରେ ଚଢ଼ାଉ : ୩ ଗିରଫ

ରାଜଗାଙ୍ଗପୁର : କରୋନା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ରୋକ ଲଗାଇଥବବା ବେଳେ ଚଳିତ ମାସ ୧୦ ତାରିଖରୁ ୩୦ ତାରିଖ ମଧ୍ୟରେ ବାଣ କେହି ବିକ୍ରି କରିପାରିବେ ନାହିଁ କିମ୍ବା ଫୁଟାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ପଞ୍ଚମ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଅଷ୍ଟଶମ୍ଭୁ ପୀଠ ଦେଓଗାଁ ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସଭାପତି ଅଶୋକ ସାହୁ ଏବଂ ସମ୍ପାଦକ ଶାନ୍ତନୁ ସାହୁଙ୍କ
Read More...