Monthly Archives

November 2020

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ ଖୋଲିବ ମଣ୍ଡି, ୭,୫୦୦ କୁଇଣ୍ଟାଲ ମାଣ୍ଡିଆ…

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ୟ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର
Read More...

ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ : ହୋଟେଲ ମ୍ୟାନେଜମେଂଟରେ ଶିକ୍ଷା ଓ ତାଲିମ ପାଇଁ ନାମ…

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୋଭିଡ୍ ମହାମାରୀ ପାଇଁ ପ୍ରବାସରୁ ଫେରି ଆସିଥିବା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ୟ୍ୟାୟରେ ବଲାଙ୍ଗୀରସ୍ଥିତ
Read More...

ଆଗଲପୁର ବ୍ଲକରେ ଆଇଟିଆଇ ସ୍ଥାପନ ଦାବୀ

ଆଗଲପୁର, (ଦେବାଶିଷ ପଧାନ) : ରାଜ୍ୟ ସରକାର ପ୍ରତି ବ୍ଲକରେ ଆଇଟିଆଇ ସ୍ଥାପନ ଘୋଷଣା କରିଥିଲେ । କିନ୍ତୁ ଆଗଲପୁର ବ୍ଲକରେ ଆଇଟିଆଇ ନଥିବାରୁ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେବା ସହିତ ନିଯୁକ୍ତି ସୁଯୋଗ ହରାଉଛନ୍ତି । ଆଗଲପୁର ବ୍ଲକ ରୋତ ଠାରେ ଏକ ନାଁକରା ମହାବିଦ୍ୟାଳୟ ରହିଛି ।
Read More...

ପୁରୀ ବ୍ଲୁ-ଫ୍ଲାଗ୍ ବିଚ୍‌ରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କାଫ୍‌ଟେରିଆ‌ ଲୋକାର୍ପିତ କଲେ

ପୁରୀ, (କେପିଏନ୍‌ଏସ୍‌) : ବିଶ୍ୱସ୍ତରୀୟ ସମ୍ମାନଜନକ ‘ବ୍ଲୁ-ଫ୍ଲାଗ୍ ’ ମାନ୍ୟତା ହାସଲ କରିଥିବା ସ୍ୱର୍ଣ୍ଣିଳ ପୁରୀ ବେଳାଭୂମିରେ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଏକ କାଫ୍‌ଟେରିଆ ଲୋକାର୍ପିତ ହୋଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ଦିନ ୧୧ଘଟିକାରେ ଏହି
Read More...

ରାଜ୍ୟ ସରକାରଙ୍କ ଘୋଷଣା : ଡିସେମ୍ବର ୩୧ ଯାଏଁ ସମ‌ସ୍ତ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ଡିସେମ୍ବର ୩୧ ଯାଏଁ ରାଜ୍ୟରେ କୌଣସି ସ୍କୁଲ ଖୋଲିବନି । ଆଜି ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଡିସେମ୍ବର ଦ୍ୱିତୀୟ ସପ୍ତାହରେ
Read More...

ଉନ୍ମୋଚିତ ହେଲା ‘ସୃଜନ ସଳିତା ନବନୀତା’ର ପୂଜା ସଂଖ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ର ପୂଜା ସଂଖ୍ୟା ଏକ ଅନ୍‌ଲାଇନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ହିନ୍ଦି କବି ତଥା କେନ୍ଦ୍ର ସାହିତ୍ୟ
Read More...

ଜଳଯୋଗାଣ ପ୍ରକଳ୍ପ ଅଚଳ : ସ୍ୱଚ୍ଛ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଅନ୍ତର୍ଗତ ପିପଲବାହାଲ୍ ଗାଁରେ ଦୀର୍ଘ ଏକ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଦୁଇ ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଲୋକ ସଂଖ୍ୟା ପାଖାପାଖି ଦୁଇହଜାର ହେବ । ପାଞ୍ଚ ବର୍ଷ ପୂର୍ବେ ଗ୍ରାମର
Read More...

ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକରେ ଯେମିତି ଦୁର୍ନୀତି କମିବାର ନାଁ ଧରୁନାହିଁ । ପ୍ରତ୍ୟେକ ଦିନ କୈାଣସି ନା କୈାଣସି ଗଣମାଧ୍ୟମରେ ଖପ୍ରାଖୋଲ ବ୍ଲକ ଅଞ୍ଚଳର ଦୁର୍ନୀତି ପ୍ରକାଶିତ ହେଉଛି । କିନ୍ତୁ କୈାଣସି ଲାଭ ହେଉନାହିଁ । ପ୍ରଶାସନ ଜାଣି ନଜାଣିଲା ପରି ଅଭିନୟ କରୁଛି
Read More...

ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ସାନିଟାରୀ ପେଡ ବଣ୍ଟନ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ଓ ସଚେତନତା ଆଜି ବୋଲି ନୁହେଁ, ସବୁ ସମୟରେ ଜୀବନ ଜୀଇଁବାର ମୂଳମନ୍ତ୍ର । ଏହାକୁ ପାଥେୟ କରି ମାହେଶ୍ୱରୀ ମହିଳା ଶାଖାର ସଦସ୍ୟାମାନେ କୁଡ଼ାସିଂହା ଗ୍ରାମରେ ସ୍କୁଲ ପଢ଼ା ଝିଅମାନଙ୍କୁ ସାନିଟାରୀ ପେଡ ବଣ୍ଟନ କରି ତାର ବ୍ୟବହାର କରି କିପରି ସ୍ଵଛତା
Read More...

କଂଟାବାଂଜି ପୋଲିସକୁ ମିଳିଲା ବଡ଼ ସଫଳତା : ୨୮ଟି ଚୋରି ମୋଟର ସାଇକଲ ଜବତ, ମାଷ୍ଟର ମାଇଣ୍ଡ ଶଳା ଭିଣୋଇ ସହ ଚାରି ଜଣ…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ପୋଲିସ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ପୋଲିସ ଦ୍ୱାରା ୨୮ଟି ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଥିବା
Read More...