Monthly Archives

November 2020

ସଂପିଆ ଗାଁରେ ତୁରନ୍ତ ମୋବାଇଲ୍ ଟାୱାର ବସାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ମୋବାଇଲ୍ ଟାୱାର ହେବ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ସଂପିଆ ଗ୍ରାମରେ କୌଣସି ଟାୱାର ନ ଥିବାରୁ ସଂପିଆ ଗ୍ରାମର ଆଖପାଖ ଅଞ୍ଚଳରେ ଛୁଆମାନଙ୍କର ପାଠପଢ଼ା ବ୍ୟାହତ ହେବା ସଙ୍ଗେ ସଙ୍ଗେ ଲୋକଙ୍କର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୪୩ ଜଣ ନୂଆ ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ମିଳିଛି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ବିରିପାଲି ଗ୍ରା.ପ.ରୁ ୫, ଝରିଆଲ୍‌ ଗ୍ରା.ପ.ରୁ ୧ ଓ ସିନ୍ଧେକେଲା
Read More...

ମା’ ସମଲେଶ୍ୱରୀ ରୋଷେୟା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିରର ମା’ ସମଲେଶ୍ୱରୀ ରୋଷେୟା ସଂଘର ସଦସ୍ୟମାନେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ରୋଷେୟାମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସଂଘର ସଂଯୋଜକ ବିଶ୍ୱମୟ ପୂଜାରୀ ଓ ସଭାପତି ବସନ୍ତ
Read More...

ପରାଜୟ ପାଇଁ ଟ୍ରମ୍ପ ଗଣମାଧ୍ୟମକୁ ଦାୟୀ କଲେ : କହିଲେ, ଏମାନଙ୍କୁ ନିର୍ବାଚନରେ ​​ହସ୍ତକ୍ଷେପରୁ ଦୂରେଇ ରଖାଯାଉ

ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପରାଜୟ ପାଇଁ ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ସ୍ରୋତର ଗଣମାଧ୍ୟମକୁ ଦାୟୀ କରିଛନ୍ତି । ଗଣମାଧ୍ୟମକୁ ନିର୍ବାଚନରେ ​​ହସ୍ତକ୍ଷେପ ନ କରିବାକୁ ସେ ଦାବୀ କରିଛନ୍ତି । ସୋମବାର ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନିର୍ବାଚନରେ ​​ଗଣମାଧ୍ୟମର ମନୋଭାବ
Read More...

ବ୍ରାଜିଲ ଦେଲା ଚୀନ୍‌କୁ ବଡ଼ ଝଟକା : ସିନୋଭାକ୍ କରୋନା ଟୀକା ପରୀକ୍ଷଣ ସ୍ଥଗିତ

ରିଓ ଡି ଜେନେରିଓ : ଚୀନ୍‌କୁ ଝଟକା ଦେଇ ବ୍ରାଜିଲ ସିନୋଭାକ କମ୍ପାନୀର କରୋନା ଭାଇରସ ଟୀକା କରୋନାଭେକର ପରୀକ୍ଷାକୁ ସ୍ଥଗିତ ରଖିଛି । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି ଯେ, ଟୀକା ଦ୍ୱାରା ହୋଇଥିବା ପ୍ରତିକୂଳ ଘଟଣା ପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏହି ଘଟଣା ୨୯ ଅକ୍ଟୋବରରେ
Read More...

ଲାଚନୀଗୁଡା ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ : ୮ ଖଣ୍ଡ ଶାଳ ପଟା, ଶାଳଗଛ ଓ କରତ ଜବତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ବନ ବିଭାଗର ଦକ୍ଷିଣ ଉପଖଣ୍ଡ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡର ପାଦଦେଶର ହରଡ଼ାଗୁଡା ଓ ତାଡିଝୁଲା ମଝିରେ ଥିବା ଲାଚନୀଗୁଡା ସଂରକ୍ଷିତ ଜଙ୍ଗଲରେ ଶାଳଗଛ କାଟୁଥିବା
Read More...

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ : ଗତ ୨୪ ଘଂଟାରେ ଓଡ଼ିଶାରେ ୯୮୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ରହିଥିବା ବେଳେ ଜନସାଧାରଣରେ ଆଶ୍ୱସ୍ତି ଦେଖାଦେଇଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୯୮୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ
Read More...

ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭାଗର ଅବହେଳା ଜାରି ରହିଛି । ବାରମ୍ବାର ବିଦ୍ୟୁତ କାଟ୍ ହେଉ ଅବା ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମର, ବିଦ୍ୟୁତ ଖୁଣ୍ଟ, ବିଦ୍ୟୁତ ତାର ହଟାଇବାକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।
Read More...

ତିର୍ତ୍ତୋଲରେ ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗରେ : ବାଲେ‌ଶ୍ୱରରେ ବି ବିଜେଡ଼ି କ୍ଷେପିଛୁ

ବାଲେ‌ଶ୍ୱର : ଚାଲିଛି ଭୋଟ ଗଣତି ବାଲେଶ୍ୱର ଓ ତିର୍ଲୋଲରେ । ତିର୍ତ୍ତୋଲରେ ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗରେ । ବାଲେ‌ଶ୍ୱରରେ ବି ବିଜେଡ଼ି କ୍ଷେପିଛୁ ଆଗକୁ । କଂଗ୍ରେସ ପଛରେ ରହି ଯାଇଥିବା ଦେଖା ଦେଇଛି । ତେବେ ଏଭଳି ସ୍ଥିତିରେ କିଏ ବାଜି ମାରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
Read More...

ଖପ୍ରାଖୋଲରେ ଉଦ୍ଧାର ହେଲେ ନାବାଳକ ସହ ଦାଦନ ଶ୍ରମିକ : ସର୍ଦ୍ଦାର ଅଟକ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ପୋଲିସ ଦ୍ୱାରା ଜଣେ ନାବାଳକ ସହିତ ୨୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ଦାଦନ ସର୍ଦ୍ଦାର ଏବଂ ଗାଡ଼ିକୁ ଅଟକ ରଖିଥିବା ପ୍ରକାଶ । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଏଏସ୍ଆଇ ଶମ୍ଭୁନାଥ ଠାକୁର ଏବଂ ପୋଲିସ କର୍ମଚାରୀ ପେଟ୍ରୋଲିଙ୍ଗ
Read More...