Monthly Archives

November 2020

ଦୀପିକାଙ୍କ ସିନେମାରେ କ‌ଣ୍ଠଦାନ କରିବେ ରାନୁ ମଣ୍ଡଳ

ମୁମ୍ବାଇ : ଦୀପିକାଙ୍କ ସିନେମାରେ କଣ୍ଠଦାନ କରିବେ ରାନୁ ମଣ୍ଡଳ । ବିଗତ ସମୟରେ ସୋସିଆଲ୍‌ ମିଡ଼ିଆରେ ବିଶେଷ ରୋନକ୍‌ ଜାହିର୍‌ କରିଥିବା ରାନୁ ମ‌ଣ୍ଡଳ ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କ ସିନେମା 'ସରୋଜିନୀ'ର ସମସ୍ତ ଗୀତ ଗାଇବେ । ଅଭିନେତ୍ରୀ ଏଥିପାଇଁ ପ୍ରଶଂସକଙ୍କୁ ଶୁଭେ‌ଚ୍ଛା ଜଣାଇଛନ୍ତି
Read More...

ବିିଜୟ ପରେ ଦଳୀୟ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ପରେ ଦଳୀୟ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଶୁଭେଚ୍ଛା ଜଣାଇଲେ । ବିଜୟୀ ସ୍ୱରୂପ କୁମାର ଦାସ ଓ ବିଜୟ ଶଙ୍କର ଦାସଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ।
Read More...

ଉଦୟନାଥ ଫର୍ଣ୍ଣିଚରର ୧୨ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୨ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ବରଗଡ଼ର ନିହାର ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ
Read More...

ଏନଡିଏ ଏବଂ ଗ୍ରାଣ୍ଡ ଆଲାଏନ୍ସ ମଧ୍ୟରେ କଡ଼ା ଟକ୍କର : ଭୋଟ ବ୍ୟବଧାନ କମୁଛି

ରାଂଚି : ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ମିଳିତ ମଞ୍ଚ ୧୦୯ ଟି ଆସନରେ ଏବଂ ଗ୍ରାଣ୍ଡ ଆଲାଏନ୍ସ ୧୦୬ ଟି ଆସନରେ ଆଗୁଆ ରହିଛି । ଏନଡିଏ ସହଯୋଗୀ ଦଳ ଏବଂ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି । ଏଥି ସହିତ, ଏଆଇଏମ୍‌ଆଇଏମ୍‌ ୧ ଟି ସିଟ୍ ଜିତିଛି ଏବଂ
Read More...

ସିଲେଇ ଦିଦିଙ୍କ ସାହାଯ୍ୟ ବାହାନାର ଗୁମର ଫିଟିଲା : ସିଲେଇ ନାଁରେ ବଢାଉଥିଲେ ଘନିଷ୍ଠତା, ଋଣ ନାଁରେ ଠକୁଥିଲେ କୋଟି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବହୁ ଚର୍ଚ୍ଚିତ ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସର ଘନଘନ ଜେରା ପରେ ସତ ଓଗାଳିଛନ୍ତି ଠକେଇ କରିଥିବା ଗାୟତ୍ରୀ ଜୟସ୍ୱାଲ ଓ ତାଙ୍କ ପୁଅ ରବୀନ୍ଦ୍ର ଜୟସ୍ୱାଲ । ଗରିବ ନିରୀହଙ୍କୁ କେମିତି ଭୂଆଁ ବୁଲାଇ ଋଣ କରାଇ ଦେବା ନାଁରେ ମା’
Read More...

ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ସଦର ବ୍ଲକର ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ପରେ ଜିଲ୍ଲାପାଳ ନୂତନ ପଞ୍ଚାୟତର କୋଠା ନିର୍ମାଣ ଠିକ୍ ‌ସମୟରେ ହୋଇପାରିଥିବା ଯୋଗୁଁ ଖୁସି ପ୍ରକଟ
Read More...

ସୁନାମୁଦି, ବର୍ତିଆ ଗ୍ରାମରେ ପୋଲିସ ଚଢ଼ାଉ କରି ୨୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ କୋର୍ଟ ଚାଲାଣ…

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ସୁନାମୁଦି, ବର୍ତିଆ ଗାଁରୁ ଲାଠୋର୍ ପୋଲିସ ସୋମବାର ରାତିରେ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଲାଠୋର ଥାନା ଅଧିନ ବର୍ତିଆ ଗାଁର
Read More...

ସମ୍ବଲପୁର ସହରରେ ଖୋଲା ସ୍ଥାନରେ ପରିସ୍ରା କଲେ ଶହେ ଟଙ୍କା ଜୋରିମାନା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବେ ସମ୍ବଲପୁର ସହରରେ ଖୋଲା ସ୍ଥାନରେ ପରିସ୍ରା କଲେ ଶହେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ନଗର ନିଗମ ସୂତ୍ରରୁ ଜଣାପଡ଼ିଛି । ତେବେ ଏ ଭଳି ନିଷ୍ପତ୍ତି ନେବା ପୂର୍ବରୁ ପର୍ୟ୍ୟାପ୍ତ ପରିମାଣର ଶୌଚାଳୟ ନିର୍ମାଣ ଜରୁରୀ । ଉଦାହରଣ ସ୍ୱରୂପ ଅଇଁଠାପାଲି ଛକ
Read More...

ସ୍ଥାୟୀ ନିଯୁକ୍ତି ଦାବୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏନଏଲସି ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ସମ୍ବଲପୁର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ପଶ୍ଚିମାଞ୍ଚଳ ଏକତା ମଞ୍ଚର
Read More...

ଅନଙ୍ଗଙ୍କ ୭୫ତମ ଜନ୍ମଦିବସ : ସପ୍ତାହବ୍ୟାପୀ ଜନ୍ମୋତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା କାଲି ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାସଂଦ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓଙ୍କ ୭୫ତମ ଜନ୍ମ ଦିବସ । ଅନଙ୍ଗଙ୍କ ପ୍ଲାଟିନମ୍ ଜନ୍ମ ଦିନକୁ ବଲାଙ୍ଗିର ଜିଲ୍ଲା ଓ ସୋନପୁର ଜିଲ୍ଲାର ବିଜେଡି କର୍ମକର୍ତ୍ତାମାନେ ଆନନ୍ଦ ଉଲ୍ଲାସରେ
Read More...