Monthly Archives

November 2020

କଳାର ପୂଜାରୀ ଶ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ଶ୍ୟାମ ସୁନ୍ଦର ମେହେର ଜଣେ କଳାର ପୂଜାରୀ । ସେ ନିଜ ଉଦ୍ୟମରେ ଏକ ସାଂସ୍କୃତିକ ସଂଙ୍ଗଠନ ପ୍ରତିଷ୍ଠା କରି ଗ୍ରାମାଞ୍ଚଳ ମାନଙ୍କରରେ ବେଶ୍‌ ପରିଚିତ ହୋଇ ପାରିଛନ୍ତି । ବିଭିନ୍ନ
Read More...

ବାଲୁକା କଳା ମାଧ୍ୟମରେ କ୍ୟାନସର ହସ୍‌ପିଟାଲ୍‌ ପ୍ରତିଷ୍ଠା ପାଇଁ ଦାବୀ ଜଣାଇଲେ ଶିଳ୍ପୀ

ଭେଡେନ, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ହେଲେ କ୍ୟାନସର ହସପିଟାଲ ଆଖପାଖରେ ନାହିଁ । ତେବେ ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବା କ୍ଷେତ୍ରରେ ଜଣେ ଗରିବ କ୍ୟାନ୍‌ସର ରୋଗୀ ପାଇଁ କଷ୍ଟସାଧ୍ୟ ହେଉଛି । ଯାହା ପାଖରେ ପଇସା ଅଛି ତ’ ସେ
Read More...

ପାଳନ ହେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ଦିଲୀପ ବେହେରାଙ୍କ ସଭାପତିତ୍ୱରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପରେ ମହିୟସୀ ଇନ୍ଦିରା
Read More...

ଆସନ୍ତା କାଲି ରହିବନି ବିଜୁଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବିଜୁଳି ରହିବନି ବୋଲି ବଲାଙ୍ଗିର ବିଜୁଳି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗ୍ରୀଡ୍‌ ରକ୍ଷଣା ବେକ୍ଷଣ ଯୋଗୁଁ ଆସନ୍ତା କାଲି ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଲାଙ୍ଗିର ସହରରେ ବିଜୁଳି ସରବରାହ ବନ୍ଦ ରହିବା ନେଇ ଘୋଷଣା
Read More...

ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଦିଲୀପ କଲ୍ୟାଣ ମଣ୍ଡପ ପରିସରରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା । ଏହି ଅବସରରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ
Read More...

ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ସମୟରେ ଗୋ-ଚାଷୀଙ୍କ ଆକ୍ରୋଶ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଥିବା ଉପଖଣ୍ଡୀୟ ପ୍ରାଣୀ ଚିକିତ୍ସାଳୟରେ ଆଜି ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି ସମୟରେ ଟିଟିଲାଗଡ ଅଞ୍ଚଳରେ ଗାଈ ପାଳନ କରୁଥିବା କିଛି ଚାଷୀ ଆସି ଉତ୍ତେଜନା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ଯେଉଁ ଗାଈ ଚାଷୀମାନଙ୍କ ପାଇଁ
Read More...

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ନୁତନ ପଞ୍ଚାୟତର ଶୁଭ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତରେ ନୁତନ ପଞ୍ଚାୟତ କାର୍ୟ୍ୟାଳୟ ପାଇଁ ଆଜି ଶୁଭାରମ୍ଭ କରା ଯାଇଛି । ଏହି ଶୁଭାରମ୍ଭ ଅବସରରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସାହୁ, ସରପଞ୍ଚ ଗିରିଧାରୀ ସେଠ, ଏନଆରଜିଏସ କର୍ମଚାରୀ ମାନେ
Read More...

ବୃଦ୍ଧାଙ୍କ ମୃତ ଶରୀର ଦୀର୍ଘ ଦୁଇ ଦିନ ପଡ଼ି ରହିଲା, କେହି ପାଖ ମାଡ଼ିଲେନି : ଶେଷରେ ଶବ ସତ୍କାର କଲା ସଂକ‌ଳ୍ପ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକ‌ଳ୍ପ ପରିବାର ତରଫରୁ ଆଜି ବରାହଗୋଡା ଶ୍ମଶାନ ଘାଟରେ ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଛି । ସୂଚନା ମୁତାବକ ବୃଦ୍ଧା ଜଣକ ଦୀର୍ଘ ବର୍ଷରୁ ବରାହଗୋଡା ଗୌରାଙ୍ଗ ଟିକିରାରେ ଜଣକର ଘରେ ରହି ତାଙ୍କର ଗାଈ ଚରାଉ ଥିଲେ । ଗାଇ ଠୁ ଗୋରସ ସଂଗ୍ରହ
Read More...

ଭଲ ଖବର : ଅକ୍ସଫୋର୍ଡର କରୋନା ଭାଇରସ୍‌ ଟୀକା ବୟସ୍କ ଲୋକଙ୍କ ପ୍ରତି ବି ପ୍ରଭାବଶାଳୀ

ଲଣ୍ଡନ : ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭୂତାଣୁ ଟୀକା ୫୬–୬୯ ବର୍ଷ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଛି । ଲାନସେଟ୍‌ ଗୁରୁବାର ଦିନ ୫୬୦ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ ପରେ ତଥ୍ୟ ପ୍ରକାଶ କରିଛି । ଏଥିରେ କୋଭିଡ-୧୯ ଟୀକା
Read More...

ବିଦ୍ୟୁତ ତାର ଛିଣ୍ଡି ପଡ଼ିଯିବାରୁ ଜଳିଗଲା ଧାନଖରି

ଖରିଆର, (କେପିଏନ୍‌ଏସ୍‌) : ବିଦ୍ୟୁତ ତାର ଛିଣ୍ଡି ପଡ଼ିଯିବାରୁ ଧାନଖରି ଜଳି ଯାଇଥିବା ଭଳି ଏକ ଖବର ଆସିଛି । ନୂଆପଡ଼ା ଜିଲ୍ଲା ଖରିଆର ଥାନା ସାନଦୋହେଲ ଗାଁରେ ଖଳାରେ ଥିବା ଧାନଖରି ଜଳିଯାଇଥିବା ଖବର ମିଳିଛି । ଖରିଆର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁତକ ଧାନ ପୋଡ଼ି
Read More...