ନୃଶଂସତା : ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ
ବାଲିଆ : ଉତ୍ତର ପ୍ରଦେଶର ବାଲିଆରେ ଘଟିଛି ଏକ ନୃଶଂସ ଘଟଣା । ଜଣେ ଯୁବକର ଦୁର୍ବ୍ୟବହାରକୁ ବିରୋଧ କରିବାରୁ ଏକ ୯ମ ଶ୍ରେଣୀର ଛାତ୍ରୀଙ୍କୁ ଗତ ଶୁକ୍ରବାର ଦିନ ଜୀଅନ୍ତା ଜାଳି ଦେଇଛି ସଂପୃକ୍ତ ଯୁବକ । ନିରୀହ ଛାତ୍ରୀ ଜଣକ ୭୫ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କୁ ବାରାଣାସୀର!-->…
Read More...
Read More...