Daily Archives

ଛତୁଆ ଘୋଟାଲା ଅଭିଯୋଗରେ ଧାରଣାରେ ବସିଲେ ସ୍ୱୟଂ ସହାୟିକା ଗୋଷ୍ଠୀ

ପଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ପାଇକମାଲ ବ୍ଲକରେ ଅଧୀନରେ ଆଇସିଡିଏସ.ର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ଅନିୟମତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ପରିସରରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ସଦସ୍ୟାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗତ କାଲିଠାରୁ ଧାରଣାରେ ବସିଛନ୍ତି
Read More...

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

ବଣାଇଗଡ଼ : ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଗ୍ରାମରେ ଗତ ରାତିରେ ଏହି ଘଟଣା ଘଟିଛି । ବାଙ୍କି ବନ ବିଭାଗ କର୍ମଚାରୀ ଓ ଚାନ୍ଦିପୋଷ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ
Read More...

ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ବିରୋଧରେ କେଶରିଆ ହିନ୍ଦୁ ବାହିନୀର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରିପବ୍ଲିକ ଭାରତ ଟିଭିର ମୁଖ୍ୟ ସମ୍ପାଦକଙ୍କୁ ମହାରାଷ୍ଟ୍ର ପୋଲିସ ତାଙ୍କ ଘରୁ ଗିରଫ କରିଛି । ଏହାର ପ୍ରତିବାଦରେ ଆଜି ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ବଲାଙ୍ଗିର କେଶରିଆ ହିନ୍ଦୁ ବାହିନୀ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Read More...

ସାଂସଦ ସଂଗୀତା ସିଂହଦେଓଙ୍କ ଦ୍ୱାରା କେନ୍ଦ୍ରୀୟ ଯୋଜନାର ସମୀକ୍ଷା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ କେନ୍ଦ୍ରୀୟ ଅନୁଦାନରେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ସବୁର କାର୍ୟ୍ୟକାରିତା ତଥା ପ୍ରକଳ୍ପ ଗୁଡିକର ଗତି ଓ ସ୍ଥିତି ଉପରେ ଜିଲ୍ଲାର ୩ଟି ବ୍ଲକର ସମୀକ୍ଷା ହୋଇଛି । ବଲାଙ୍ଗୀର ଲୋକସଭା କ୍ଷେତ୍ରର
Read More...

ଇସଲାମୀୟ ଆତଙ୍କବାଦୀଙ୍କ ନର୍ସରୀ ପାଲଟୁଛି ଫ୍ରାନ୍ସ, ନିଜ ଦେଶକୁ ଘୃଣା କରିବା ପାଇଁ ଶିକ୍ଷା ଦିଆଯାଉଛି : ଇମାନୁଏଲ୍…

ପ୍ୟାରିସ୍ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଚେତାବନୀ ଦେଇଛନ୍ତି ଯେ ଦେଶର ଅନେକ ସ୍ଥାନରେ 'ଆତଙ୍କବାଦୀଙ୍କ ନର୍ସରୀ' ଚାଲିଛି । ମାକ୍ରୋନ୍ ଦାବୀ କରିଛନ୍ତି ଯେ ଆତଙ୍କବାଦୀଙ୍କ ନର୍ସରୀରେ ପିଲାମାନଙ୍କୁ ଇସଲାମୀୟ ଉପାୟରେ ନିଜ ଦେଶକୁ ଘୃଣା କରିବାକୁ ଶିକ୍ଷା ଦିଆଯାଉଛି ।
Read More...

୨୭,୦୦୦ ଚାକିରୀ ଖୋଜୁଥିବା ଯୁବକଙ୍କୁ ପ୍ରତାରଣା କଲା ନକଲି ଚାକିରୀ ପୋର୍ଟାଲ : ଗୋଟିଏ ମାସରେ ୧.୦୯ କୋଟି ଟଙ୍କା ହଡ଼ପ୍

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାମରେ କାର୍ୟ୍ୟ କରୁଥିବା ଏକ ନକଲି ଚାକିରୀ ର‍୍ୟାକେଟ୍ ପ୍ରାୟ ଏକ ମାସ ମଧ୍ୟରେ ପ୍ରାୟ ୧.୦୯ କୋଟି ଟଙ୍କା ପଞ୍ଜୀକରଣ ଫି ସଂଗ୍ରହ ନାମରେ ହଡ଼ପ୍ କରିଥିବା ଜଣାପଡ଼ିଛି । ଅତି କମରେ ୨୭,୦୦୦ ଆବେଦନକାରୀଙ୍କୁ ପ୍ରତାରଣା କରିଛି ବୋଲି ଦିଲ୍ଲୀ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୯୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୨୭
Read More...

ବସ୍ତା ଲଦିବା ଭଳି ଟ୍ରକ୍‌ ଡାଲାରେ ଲଦିଥିଲେ ଗାଈଙ୍କୁ : ଟ୍ରକ୍‌କୁ ଜବତ୍‌ କଲା ପୋଲିସ : ୨୭ ଗାଈ ଉଦ୍ଧାର

କରଂଜିଆ, (କେପିଏନ୍‌ଏସ୍‌) : ବସ୍ତା ଲଦିବା ଭଳି ଟ୍ରକ୍‌ ଡାଲାରେ ଲଦି ଗାଈମାନଙ୍କୁ ଭଦ୍ରକରୁ ପଶ୍ଚିମବଙ୍ଗ ନିଆଯାଉଥିବା ବେଳେ ଗତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ କରଂଜିଆ ପୋଲିସ ଟ୍ରକ୍‌ ଜବତ୍‌ କରିଛି । ଅତି ନୃଶଂସ ଭାବରେ ଗାଈମାନଙ୍କୁ ଲଦା ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା
Read More...

ଦିଲ୍ଲୀକୁ ୫୭ ରନରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ମୁମ୍ବାଇ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ ଦଳ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ
Read More...

ଚଳିତ ମାସ ଖୋଲିବନି ସ୍କୁଲ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ମାସରେ ଖୋଲିବନି ସ୍କୁଲ । ରାଜ୍ୟ ସରକାର ପୂର୍ବରୁ ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି । ସ୍କୁଲ ଓ ଗଣଶିକ୍ଷା
Read More...