Daily Archives

ତୃତୀୟ ଦିନର ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ପ୍ରଦୀପ ମହାରଥୀଙ୍କୁ ଉତ୍ସର୍ଗ କଲା ବଲାଙ୍ଗିର ବିଜେଡ଼ି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରକ୍ତ ଭଣ୍ଡାର ଠାରେ ବଲାଙ୍ଗିର ବିଜୁ ଜନତା ଦଳର ଓଡ଼ିଶା ମୋ' ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି ତୃତୀୟ ଦିନରେ ପହଂଚିଛି । ଦଳ ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଆଜି ସ୍ଵେଚ୍ଛାକୃତ ଭାବରେ ସ୍ୱେଚ୍ଛାସେବୀମାନେ ରକ୍ତ ଦାନ କରିଛନ୍ତି । ଏହି
Read More...

ଦୁର୍ନିତୀଗ୍ରସ୍ତ ଟେକ୍ନିସିଏନ ବିରୁଦ୍ଧରେ ତଦନ୍ତ କରାଯାଉ, ନହେଲେ ଅନଶନ

କଣ୍ଟାବାଞ୍ଜି, (ଦେବାଶିଷ ମିଶ୍ର) : କଣ୍ଟାବାଞ୍ଜି ଡାକ୍ତରଖାନାର ରକ୍ତଭଣ୍ଡାରରେ କାମ କରିଥିବା ପୁର୍ବତନ ଟେକ୍ନିସିଏନ ତଥା ବର୍ତ୍ତମାନ ବଲାଙ୍ଗିର ଡାକ୍ତରଖାନାରେ କାର୍ୟ୍ୟରତ ନରେଶ ମିଶ୍ର ଦୁର୍ନିତୀଗ୍ରସ୍ତ ହୋଇଥିବା ବେଳେ ଅନେକ ଗରିବ, ଦିନ ମଜୁରିଆ, ଖଟିଖିଆଙ୍କ ବହୁ କଷ୍ଟ ଅର୍ଜିତ ପଇସା
Read More...

ବିଗୁଡ଼ୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଅବସ୍ଥାରେ ରହିଛି । ସୂଚନାଯୋଗ୍ୟ, ଦୁଇଦିନ ତଳେ ତାଙ୍କର କରୋନା ଟେଷ୍ଟ
Read More...

ଗିରଫ ହେଲା ଆଇଏସ୍‌ଆଇ ଏଜେଣ୍ଟ

କୋଟା : ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ଜଣେ ଏଜଣ୍ଟକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଭାରତୀୟ ସେନା ଶିବିର ଅଚଂଳରୁ ଗିରଫ କରାଯାଇଛି ସଂପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିକୁ । ଏହି ଗୁପ୍ତଚର ଜଣକ ସେନାର ଗୁପ୍ତତଥ୍ୟ ନେଇ ପାକିସ୍ତାନର ଗୁପ୍ତଚର ସଂସ୍ଥା
Read More...

ଦିଲ୍ଲୀରେ ଏବେ ୩୧ ଅକ୍ଟୋବର ଯାଏଁ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ତେବେ ନୂଆଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାତ କମିନାହିଁ । ଏଭଳି ପରିସ୍ଥତିରେ ଅନାବଶ୍ୟକ ଭାବେ ବାହାରକୁ ବାହାରିବା ବିପଦମୁକ୍ତ ନୁହେଁ । ଏଣୁ ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି
Read More...

ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମକୁ ସହାୟତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ୟ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ
Read More...

ବିରାଟ ଶୋଭାଯାତ୍ରାରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଂଚିଲା ସ୍ୱର୍ଗଦ୍ୱାର

ଭୁବନେଶ୍ୱର : ପିପିଲିରୁ ଏକ ବିରାଟ ଶୋଭାଯାତ୍ରାରେ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର ପହଂଚିଛି ପୁରୀ ସ୍ୱର୍ଗଦ୍ୱାରରେ । ହସ୍‌ପିଟାଲ୍‌ରୁ ସ୍ୱର୍ଗତ୍‌ ମହାରଥୀଙ୍କ ମର ଶରୀରକୁ ସିଧା ବିଧାନସଭା ପରିସରକୁ ଅଣାଯିବା ପରେ ପିପିଲିର ତାଙ୍କ ବାସଗୃହକୁ ଅଣାଯାଇଥିଲା । ସେଠାରୁ ଏକ ବିରାଟ
Read More...

ଟାଙ୍ଗିଆ ଏବଂ ଭୁଜାଲିରେ ଆକ୍ରମଣ : ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନାଗହଣା

ବାଲେଶ୍ୱର : ଟାଙ୍ଗିଆ ଏବଂ ଭୁଜାଲି ଦ୍ୱାରା ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେବାଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଏହି ଗାଁର ସୁଦାମ ଚରଣ ସାହୁ ସାରଡାଙ୍ଗ ବଜାରରେ ଶମ୍ଭୁନାଥ ଜୁଏଲାରୀ ଦୋକାନ ଖୋଲିଥିଲେ ।
Read More...

କରୋନାରେ ରୀତିମତ ଗଡ଼ୁଛି ମୁଣ୍ଡ : ସଂଗୀତ ଅଗ୍ରୱାଲଙ୍କ ପ୍ରାଣହାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାରେ ରୀତିମତ ଗଡ଼ୁଛି ମୁଣ୍ଡ । ସହରବାସୀ ଏଭଳି ସ୍ଥିତିକୁ ଦେଖି ଆତଙ୍କିତ ହୋଇ ପଡ଼ିଥିବା ବେଳେ ସହରର ଜଣେ ଉଦ୍ୟୋଗପତି ସଂଜୀବ ଅଗ୍ରୱାଲ(୪୯) କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ସୂଚନା ମିଳିଛି । ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ସେ
Read More...

ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ ଉପରେ ଏକ୍ସନ, ଡିଏମ୍‌ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ୍‌ : ଆଇପିଏସ୍‌…

ଲଖ୍‌ନଉ : ହାଥ୍‌ରସ୍‌ ମାମଲାରେ କେବଳ ପୁଲିସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଡିଏମ୍‌ଙ୍କ ଉପରେ ଏକ୍ସନ ଶୂନ୍‌ ରହିଥିବା ବେଳେ ଆଇପିଏସ୍‌ ଏସୋସିଏସନ୍‌ ଅସନ୍ତୋଷ ପ୍ରକାଶ କରିଛି । ଏସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ, ଯଦି ଏସ୍‌ପି.ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...