Monthly Archives

September 2020

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବାଦିଘୋର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଟ୍ରାକ୍ଟର ଏକ ବାଇକକୁ ଧକ୍କା ଦେଇଛି। ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଛି। ଦୁଇ ବାଇକ ଆରୋହୀଙ୍କ ବୟସ ୩୦ ଏବଂ
Read More...

ପାଟଣାଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ

ପାଟଣାଗଡ଼, (କେପିଏନ୍‌ଏସ୍‌) ; ପବିତ୍ର ଗୁରୁ ଦିବସ ଅବସରରେ ମିଳିତ ପ୍ରାଥମିକ ସଂଘ, ପାଟଣାଗଡ଼ ଆନୁକୂଲ୍ୟରେ ବରିଷ୍ଠ ଶିକ୍ଷକ ଡମ୍ବରୁଧର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଶିକ୍ଷକ ଭବନଠାରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ୱର୍ଗତ କୋଭିଡ଼ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ
Read More...

ଘାଏ ଦେଖତ କଳାପଟାର ନୂଆଁଖାଇ ଭେଟ ଅନୁଷ୍ଠିତ

ବରଗଡ଼, (କେପିଏନ୍‌ଏସ୍‌) : ଗାଇସିଲେଟ ବ୍ଲକ କଳାଙ୍ଗପାଲି ସାହୁ କଲ୍ୟାଣ ମଣ୍ଡପଠାରେ ନିରଞ୍ଜନ ପଣ୍ଡାଙ୍କର ସଭାପତିତ୍ୱରେ "ଘାଏ ଦେଖତ କଳାପଟା"ର ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ବୈରାଗୀ ସାହୁ ସମସ୍ତ କବିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । କୋରୋନା ମହାମାରୀ ଯୋଗୁଁ ଦୀର୍ଘ ୬
Read More...

ସଂଜୟଙ୍କ ପାଇଁ ମହାଭାରତ : କୌରବ-ପାଣ୍ଡବଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ବିରୁଦ୍ଧରେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଅସଦାଚାରଣ ଅଭିଯୋଗ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଯାହା ଜିଲ୍ଲାବାସୀଙ୍କୁ ଆଚମ୍ବିତ କରିଥିଲା । ସଂନ୍ଧ୍ୟାରେ ବଲାଙ୍ଗିର ଉପ-ଜିଲ୍ଲାପାଳ
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ଗୁରୁଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିରେ ଭରଚୁଆଲ ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବଳରାମ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲୋଇସିଂହା ବିଧାୟକ ଡ଼ଃ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ଜଗଦମ୍ବା ଯୁବକ ସଂଘ ବଢେ଼ଇଲା ସହଯୋଗର ହାତ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ଗଲା ଲଘୁଚାପ ବର୍ଷାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଘଟିଥିଲା ଏକ ଦୁଖଃଦ ଘଟଣା। ଲଗାଣ ବର୍ଷାରେ ଏକ ଗରିବ ପରିବାରର ଘର ଭାଙ୍ଗି ଯାଇଥିଲା ଏବଂ କାନ୍ଥ ପଡି ଦୀପା ବାରଲେଣ୍ଡିଆ ମୃତ୍ୟୁବରଣ କରିଥିଲେ ।ବହୁତ ଦୁଃଖ
Read More...

ନୂଆଁ ତହସିଲଦାର ଯୋଗ ଦେବାର ୨ଦିନରେ ୨ଟି ବାଲି ବୋଝେଇ ଗାଡ଼ିରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନିଷ କୁମାର ସାହୁ) : ପ୍ରତିଦିନ ଦେଓଗାଁ ତହସିଲ ଅଧୀନରେ ଥିବା ସୋନଗଡ଼ ନଦୀରୁ ଟ୍ରାକ୍ଟର ଓ ଡମ୍ପର ଯୋଗେ ବାଲି ଚୋରା ଚାଲାଣ ହୋଇଥାଏ । କିଛି ଦିନ ହେଲା ଦେଓଗାଁ ତହସିଲଦାରଙ୍କ ଅନୁପସ୍ଥିତ ଓ ଆରଆଇ.ମାନଙ୍କ ତଦାରଖ ଅଭାବରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଇଥିଲା । ଗତ ୨ ତାରିଖ ଦିନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୩୭ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଆଦର୍ଶପଡ଼ାରୁ ୩, ସିଆର୍‌ପିଏଫ୍‌ କ୍ୟାମ୍ପରୁ ୩, ତୁଲସିନଗରରୁ ୧, ରେଡ଼ିଓଷ୍ଟେସନ
Read More...

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ଉଦ୍ୟାନ ବିଭାଗ କାର୍ୟ୍ୟାଳୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉଦ୍ୟାନ ବିଭାଗର କାର୍ୟ୍ୟାଳୟ ପରିସର ଏବେ ନିଶାଖୋର ବ୍ୟକ୍ତିମାନଙ୍କ ଆଡ୍ଡା ପାଲଟିଛି । ନିର୍ମାଣ କାମ ସାରିବାର ପ୍ରାୟ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି, କିନ୍ତୁ ଯେତେବେଳେ ଗଲେ କାର୍ୟ୍ୟାଳୟରେ ତାଲା ପଡିଛି । ଏହି
Read More...

ପପ୍‌-ଜି ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା : ଖୁବଶୀଘ୍ର ଦେଶକୁ ମିଳିବ ଏହାର ବିକଳ୍ପ

ନୂଆଦିଲ୍ଲୀ : ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ ପପ୍‌-ଜିକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର। କିନ୍ତୁ ପପ୍‌-ଜି
Read More...