ଗତ ବର୍ଷ ଚାଷୀ ଫସଲ ବୀମା କରି ହତାଶ
ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଅଞ୍ଚଳରେ ଚାଷୀ ଗତବର୍ଷର ଫସଲ ବୀମା କରିଥିବା ବେଳେ ତାହାର ପ୍ରାପ୍ୟ ପାଇ ଚାଷୀ କୂଳ ହତାଶ ହୋଇ ପଡ଼ିଛନ୍ତି । ସୂଚନା ଏହି କି ଯେ ଗତ ବର୍ଷ ଅନେକ ଆଶା ଓ ଆକାଂକ୍ଷା ନେଇ ଧାର କରଜ କରି ଧାନ, ଗହମ ଓ ଅନ୍ୟାନ୍ୟ ଚାଷ କରାଯାଇଥିବା ବେଳେ ଉଚିତ!-->…
Read More...
Read More...