ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରାଯାଇ ପାରିବ : କଂଟାବାଂଜି ଏନଏସି ଦ୍ୱାରା ଜନ ସଂପର୍କ ଶିବିର ଅନୁଷ୍ଠିତ
କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି.ର ସଭାଗୃହରେ କରୋନା ପ୍ରତିହତ ଉପରେ ଜନ ସଂପର୍କ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ସାମାଜିକ ସ୍ତରରେ ମଧ୍ୟ କରୋନାକୁ ପ୍ରତିହତ କରିପାରିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ, ସାବୁନରେ ହାତ ଧୋଇବା,!-->…
Read More...
Read More...