ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ
ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସାିଂହାସ୍ଥିତ ୱାଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ କରାଯାଇଛି । ଯୋଗୀସର୍ଡା, ହୀରାପୁର, ଝାରମୁଣ୍ଡା, ବାଦିମୁଣ୍ଡା, ତଲିଉଡାର ପଂଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ପ୍ରାୟ ୨୨୦ ଜଣ ଚାଷୀଙ୍କୁ ଏହି ମେସିନ ପ୍ରଦାନ!-->…
Read More...
Read More...