Monthly Archives

September 2020

ସମ୍ବଲପୁରୀ ଭାଷାର ବର୍ଣ୍ଣବୋଧ ଉନ୍ମୋଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରୀ ଭାଷାପ୍ରେମୀଙ୍କ ପାଇଁ ଖୁସି ଖବର । ଗବେଷକ ହେମକାନ୍ତ ସାହୁ ସମ୍ବଲପୁରୀ ଭାଷାର ବର୍ଣ୍ଣବୋଧ ଭଳି ଏକ ପୁସ୍ତକ ରଚନା କରିଛନ୍ତି, ଯାହା ଉନ୍ମୋଚିତ ହୋଇଯାଇଛି । ବହିର ନାମ 'ହେମ ବରନ୍ ଡ଼ଣିଃଆ', ଯେଉଁଥିରେ ୧୦ ସ୍ୱର ବର୍ଣ୍ଣ, (୭ଟି ମୂଳ ସ୍ୱର ଓ ୩ଟି
Read More...

‘ପର୍ୟ୍ୟଟନ ଓ ଗ୍ରାମୀଣ ବିକାଶ’ର ଭର୍ଚୁଆଲ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

• ପ୍ରମୁଖ ପର୍ୟ୍ୟଟନ ସ୍ଥଳି ଗୁଡ଼ିକରେ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରାଯାଉ - ଧର୍ମେନ୍ଦ୍ର ପ୍ରଧାନ• ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ ପର୍ୟ୍ୟଟନ ବିଭାଗକୁ ଆହ୍ୱାନ• ପର୍ୟ୍ୟଟନ ମନ୍ତ୍ରଣାଳୟର ‘ଦେଖୋ ଆପନା ଦେଶ୍’ ଓ ‘ସାଥୀ’ ପଦକ୍ଷେପକୁ ପ୍ରଶଂସା•
Read More...

ଭାରତର କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, (ପିଆଇବି) : ନିଜର ମନ୍ କୀ ବାତ୍ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କୋଭିଡ-୧୯ ସଙ୍କଟ ସମୟରେ ଦେଶର କୃଷକମାନେ ଅସାଧାରଣ ସହନଶୀଳତାର ପ୍ରଦର୍ଶନ କରିଛନ୍ତି।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି କୃଷି କ୍ଷେତ୍ର ସୁଦୃଢ଼ ରହିବ ତା’ହେଲେ ଆତ୍ମନିର୍ଭର ଭାରତର
Read More...

ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରାଜାପଡାର ସ୍‌ସ୍ୱର୍ଗତ ସତ୍ୟନାରାୟଣ ପୁରୋହିତଙ୍କ ସାନ ପୁଅ ବିନାୟକ ପୁରୋହିତ(୨୩)ଙ୍କ ଝୁଲନ୍ତା ମୃତ ଦେହ ତା‌ଙ୍କ ଘରୁ ଲାଞ୍ଜିଗଡ଼ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଲାଞ୍ଜିଗଡ଼ ରାଜାପଡାର ବିନାୟକ ସନ୍ଧ୍ୟାରେ ଘରକୁ
Read More...

କୁକୁରଖାଇରେ ପଞ୍ଚତାଳ ଦୁଲଦୁଲି ସଂଘର ବୈଠକ : ମହାମାରୀ ଯୋଗୁଁ ହୋଇଥିବା କଟକଣାରେ ବେପାର ବନ୍ଦ ଯୋଗୁଁ ସରକାରୀ ସହାୟତା…

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଦୁଲଦୁଲି ବାଜା ସଂଘର ସଭାପତି ମୋହନ କୁମାର ଓ ସମ୍ପାଦକ ନିମାଇଁ ନାଗଙ୍କ ନେତୃତ୍ୱରେ କୁକୁରଖାଇ ଗାଁର ଆମ୍ବତୋଟାରେ ଦେଓଗାଁ ବ୍ଲକର ସମସ୍ତ ଦୁଲଦୁଲି ବାଜା କମିଟିର ମ୍ୟାନେଜରମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି
Read More...

ପୁଣି ଭାରତକୁ ରାଫେଲ୍‌ ଦେଲା ଫ୍ରାନ୍ସ

ପ୍ୟାରିସ୍‌ : ଦ୍ୱିତୀୟ ଦଫାରେ ଫ୍ରାନ୍ସ ଭାରତକୁ ୫ଟି ରାଫେଲ ଦେଇଛି । ବର୍ତ୍ତମାନ ଏହି ରାଫେଲ ଗୁଡିକ ଫ୍ରାନ୍ସରେ ରହିଛି । ଅକ୍ଟୋବର ସୁଦ୍ଧା ଭାରତ ମାଟିରେ ଏହି ରାଫେଲ୍‌ ଗୁଡିକ ପହଚିଂବ ବୋଲି ଫ୍ରାନ୍ସରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ଠାରୁ ସୂଚନା ମିଳିଛି । ଏହି ରାଫେଲ୍‌ ବିମାନଗୁଡିକ
Read More...

ଏଥର ଜିଓ ଏବଂ ଏୟାରଟେଲ୍‌ ସହ ଟକ୍କର ଦେଇ ପାରେ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଳୀ : ବିଏସ୍‌ଏନ୍‌ଏଲ୍‌ ୪ଟି ନୂଆ ବ୍ରଡ୍‌ବ୍ୟାଣ୍ଡ ପ୍ଳାନ୍‌ ଲଂଚ କରିଛି, ଯେଉଁଟାକି ଜିଓ ଏବଂ ଏୟାରଟେଲ୍‌କୁ ଟକ୍କର ଦେବ ବୋଲି ଚାରିଆଡେ ର୍ଚଚ୍ଚା ହେଉଛି । ୪ଟି ପ୍ଲାନ୍‌ ଯଥାକ୍ରମେ ୪୪୯ଟଙ୍କା, ୭୭୯ ଟଙ୍କା, ୯୯୯ ଟଙ୍କା, ୧୪୯୯ ଟଙ୍କା ରହିଛି । କମ୍ପାନୀ ଏସବୁ ପ୍ଳାନ୍‌ରେ
Read More...

ଟିଟିଲାଗଡ଼ ମାଟିର ଜଣେ ସୁସନ୍ତାନ‌ଙ୍କ ପରଲୋକ : ଟିଟିଲାଗଡରେ ଶୋକାକୁଳ ପରିବେଶ

ଟିଟିଲାଗଡ, (ଗୌରବ ଦର୍ଜୀ) : ଏହି କୋରୋନା ମହାମାରୀରେ ଅନେକ ଚିହ୍ନା ମୁହଁଙ୍କ ମୃତ୍ୟୁ ଘଟୁଛି। ଏହି ଜନ୍ମମାଟି ତାର ଅନେକ ସନ୍ତାନ ସନ୍ତତିକୁ ହରାଇ ସାରିଛି । ଟିଟିଲାଗଡ଼ରେ ନାଟ ଆନ୍ଦୋଳନର ଅଗ୍ରଦୂତ, ବହୁ ପୁରସ୍କାର ପ୍ରାପ୍ତ ନାଟକର ଲେଖକ, ନିର୍ଦ୍ଦେଶକ, ମଞ୍ଚ କଳାକାର ହାସ୍ୟ କଳାକାର,
Read More...

କବିତା : ଦୁଆର ଏପଟୁ

ମାଧୁରୀ ପ‌ଣ୍ଡା ବଡ ଅଦ୍ଭୁତସମୟ ପାଖେ ଆମେ ଠିଆ,କାହା ଖବରକାହା ପାଖେ ନାହିଁ । ସମ୍ପର୍କମାନେ ବାଲି ପରିଖସି ଯାଆନ୍ତି ହାତ ମୁଠାରୁଵନ୍ଦ ଫରୁଆ ଭିତରେଖୁବ୍ ଚୁପଚାପ ଆମପ୍ରେମର ଜୀବନ ନାଟିକା । ଏ ସମୟସଂକ୍ରମିତ କରି ସାରିଲାଣିଆମ ମାନସିକତାକୁକାହା ଡାକ କାହା ପାଖେ ପହଞ୍ଚି
Read More...

ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ କଲେ ହସ୍ତାକ୍ଷର

ନୂଆଦିଲ୍ଲୀ : ୧୮ଟି ବିରୋଧୀ ପାର୍ଟି କୃଷି ବିଲ୍‌ ପାସ୍‌ କରାଇବାର ସରକାରଙ୍କ ପ୍ରକ୍ରିୟାକୁ ‘ଲୋକତନ୍ତ୍ରର ହତ୍ୟା’ ବୋଲି ଉଲ୍ଲେଖ କରି ଏହି ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଜବର୍‌ଦସ୍ତ ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌ରେ
Read More...