ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୯
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୯ ଜଣ ପଜିଟିଭ୍ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୫, ୫ରୁ ୫, ୬ରୁ ୨, ୭ରୁ ୨, ୧୦ରୁ ୧, ୧୧ରୁ ୨, ୧୫ରୁ ୧,!-->…
Read More...
Read More...