Daily Archives

କୋଭିଡ-୧୯ ନିୟନ୍ତ୍ରଣ କମିଟି ଗଠିତ : ଆସନ୍ତା ସାତ ଦିନ ପାଇଁ ଦିନ ଗୋଟାଏ ପରେ ଦୋକାନ ବଜାର ବନ୍ଦ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେବାକୁ ବସିଛି । ପ୍ରତିଦିନ କାହାର ନା କାହର ମୃତ୍ୟୁବରଣରେ ଅନେକ ପରିବାର ସର୍ବସ୍ୱାନ୍ତ ହେଲେଣି । ଅନ୍ୟ ପଟେ ସରକାର ଓ ପ୍ରଶାସନ ହାତ ବାନ୍ଧି ମୁକଦ୍ରଷ୍ଟା ସାଜିଛନ୍ତି । ଏଭଳି ସ୍ଥିତିରେ ଜନସାଧାରଣ ଏକଜୁଟ ହୋଇ
Read More...

ଆଜି ପହଂଚିଛନ୍ତି ସତ୍ୟବ୍ରତ ଦାସ ତରଭା ଅଂଚଳରେ

ତରଭା, (କେପିଏନ୍‌ଏସ୍‌) : ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରୁ ସତ୍ୟବ୍ରତ ଦାସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ସାରା ରାଜ୍ୟ ପଦଯାତ୍ରାରେ ବାହାରିଛନ୍ତି । ସୂଚନା ଅନୁସାରେ ସେ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ବାହାରିଛନ୍ତି । ଆଜି ପହଂଚିଛନ୍ତି ତରଭା ଅଂଚଳରେ । ତେବେ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କରୋନା ଆରୋଗ୍ୟ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଅଶୋକ କୁମାର ମିଶ୍ର ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାରରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଶ୍ରୀ
Read More...

ଅଜଣା ରୋଗ : ଚାଷୀଙ୍କୁ ଘାରିଲା ଚିନ୍ତା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ଚାଷୀମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି । କେତେ ବେଳେ ବର୍ଷା ନାହିଁ ତ କେତେବେଳେ ବର୍ଷା ବହୁତ । କିନ୍ତୁ ଚଳିତ ବର୍ଷ ଠିକ୍ ଭାବରେ ବର୍ଷା ହୋଇଥିଲେ ହେଁ ଧାନକୁ ନୂଆ ନୂଆ ରୋଗର ଶିକାର ହେବାକୁ ପଡୁଛି । ତେବେ କେତେ ଟଙ୍କା ଖର୍ଚ୍ଚ କରିବ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୩୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ୩୮ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ୩, ୩ରୁ ୨, ୪ରୁ ୧, ୫ରୁ ୧, ୬ରୁ ୨, ୮ରୁ ୧, ୯ରୁ
Read More...

୫ ଶହ ଟଙ୍କା ପାଇଁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ବରଗଡ଼, (ଗୋପୀନାଥ ସାହୁ) : ୫ ଶହ ଟଙ୍କା ଦେଇ ନପାରିବାରୁ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗୁଦେରପାଲିର ରିଙ୍କୁ ଦେବତା ପାଇକମାଲ ସ୍ଥିତ ଭଡ଼ା ଘରେ ରହୁଥିବା ବେଳେ ତାଙ୍କ ଦେଢ଼ ବର୍ଷର ପୁଅ ଇସାନ୍‌ର ବାମପଟ ନାକ ଫୋଡ଼ାରେ
Read More...

ଚାଷୀଙ୍କୁ ପୁଣି ଆଶ୍ୱାସନା ଦିଆଗଲା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଂପ୍ରତି ସାରା ଓଡିଶାରେ ଭାତ ହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଲଖମରା, ବାଦିକଟା ଓ ଭେଙ୍ଗରାଜପୁର ଗ୍ରାମପଂଚାୟତର ଚାଷୀବୃନ୍ଦ ୨୦୧୯ର ଖରିଫ ସମୟର ଫସଲବୀମାରୁ ଅଦ୍ୟାବଧି ବଂଚିତ । ଅନେକ ଥର ରାସ୍ତାରୋକ, ଆଲୋଚନା
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ : ରିଲାଏନ୍ସ ମାର୍ଟ ପରେ ସିଲ୍‌ ହେଲା ସମଲେଶ୍ୱରୀ ଏବଂ ବିବେକ ମେଡ଼ିକାଲ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ୍‌-୧୯ ଆଇନ ଉଲଂଘନ ଯୋଗୁଁ ଆଜି ସ୍ଥାନୀୟ ରିଲାଏନ୍ସ ମାର୍ଟ ସିଲ୍‌ ହେବା ପରେ ଦୁଇଟି ଔଷଧ ଦୋକାନ ସମଲେଶ୍ୱରୀ ଓ ବିବେକ ମେଡ଼ିକାଲ୍‌
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର : ଦୁଇ ସପ୍ତାହ ସଟ୍‌ ଡାଉନ୍‌ ସହ ଜିଲ୍ଲାରେ କରୋନା ମୁକାବିଲାକୁ ଆହୁରି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସପ୍ତାହ ହେବ ଜିଲ୍ଲାରେ କରୋନା ମହାମାରୀ କରାଳ ରୂପ ଗ୍ରହଣ କରିଛି । ପ୍ରତିଦିନ କେହି ନା କେହି ମୃତ୍ୟୁବରଣ କରୁଛନ୍ତି । ଅପର ପକ୍ଷରେ କରୋନା ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ଏପରିକି ସଂକ୍ରମିତ ରୋଗୀଙ୍କ ପାଇଁ
Read More...

କୋଭିଡ-୧୯ ଆଇନ ଉଲଂଘନ ଯୋଗୁଁ ସିଲ୍‌ ହେଲା ରିଲାଏନ୍ସ ମାର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍‌-୧୯ ଆଇନ ଉଲଂଘନ ଯୋଗୁଁ ସ୍ଥାନୀୟ ରିଲାଏନ୍ସ ମାର୍ଟ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଏହି ସିଲିଂ କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ମ୍ୟୁନିସିପାଲିଟି ଇଓ ବିପିନ ବିହାରୀ ଦୀପ, ତହସିଲ୍‌ଦାର୍‌ ଏବଂ
Read More...