Daily Archives

କଳାହାଣ୍ଡି କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ କଂଗ୍ରେସ କାର୍ୟ୍ୟକାରୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସହ ମଣିପୁର ଓ ମିଜୋରାମ ରାଜ୍ୟର
Read More...

କେନାଲରେ ପାଣି ଆସୁନାହିଁ : ମରୁଡି ଚିନ୍ତା ଘାରିଛି ଚାଷୀମାନଙ୍କୁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପ୍ରତିବର୍ଷ ମରୁଡିର ଶିକାର ହୋଇଆସୁଛି । ଚଳିତ ବର୍ଷ ଚାଷୀ ଅନେକ ମେହେନତ୍ କରି ଧାନ ଚାଷ କରିଥିଲେ । କିଛି ଦିନ ହେଲା ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଥିଲେ ବି ବର୍ଷାର ଦେଖାନାହିଁ । ଚାଷୀ
Read More...

ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଓ ପୁର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ଵାନ କ୍ରମେ ଦେଶରେ ବଢ଼ୁଥିବା ବେରୋଜଗାରୀ, ବେକାରୀ ସମସ୍ୟା ତଥା ପ୍ରଧାନମନ୍ତ୍ରୀଙ୍କ ଦେଶର ଯୁବବର୍ଗ ପ୍ରତି ଭୁଆଁବୁଲା ନୀତିକୁ ନେଇ ଆଜି
Read More...

କୋଭିଡ୍‌ ଯୋଦ୍ଧାଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ସଂକ୍ରମଣରେ ପ୍ରଥମ କରୋନା ଯୋଦ୍ଧା ପୋଳିସ ଅଧିକାରୀ ବିଜୟାନନ୍ଦ କର୍‌କରାଙ୍କ ପ୍ରାଣହାନୀ ଘଟିଥିବା ବେଳେ ତାଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । ବଲାଙ୍ଗିର ଏସ୍‌ପି.ଙ୍କ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୪୪ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ରାମଜୀପଡ଼ାରୁ ୨, ରୁଗୁଡ଼ିପଡ଼ାରୁ ୨, ଜେଲ୍‌ କଲୋନୀରୁ ୨,
Read More...

ଶିକ୍ଷା ବିଭାଗର ଅଜବ ନୀତି : ମୃତ୍ୟୁବରଣ କରିବାର ବର୍ଷେ ପରେ ୨ ଶିକ୍ଷକଙ୍କୁ ମିଳିଛି ପ୍ରଧାନ ଶିକ୍ଷକ ପଦୋନ୍ନତି

ଗୁଡ଼ଭେଲା, (ମନିଷ କୁମାର ସାହୁ) : ବରିଷ୍ଠତା ଭିତ୍ତିରେ ଶିକ୍ଷକଙ୍କୁ ମିଳିଛି ପ୍ରଧାନଶିକ୍ଷକ ପଦୋନ୍ନତି । ବର୍ଷ ବର୍ଷ ଧରି ଯେଉଁ ବିଦ୍ୟାଳୟ ଖାଲି ଥିଲା ସେହି ବିଦ୍ୟାଳୟରେ ପୂରଣ ହୋଇଛି ପଦବୀ । ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ପଦୋନ୍ନତି ପାଇଁ ଚିଠି କରିବା ପରେ ବଲାଙ୍ଗିର
Read More...

ସେପ୍ଟେମ୍ବର ମାସ ୨୦ରେ ଗ୍ଲୋବାଲ ୱେଷ୍ଟର୍ଣ ଓଡ଼ିଶା(ଗ୍ଲୋ) ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସ୍ତରର ଅଗ୍ରଣୀ ସଂଗଠନ ଗ୍ଲୋବାଲ ୱେଷ୍ଟର୍ଣ ଓଡ଼ିଶା(ଗ୍ଲୋ) ପକ୍ଷରୁ ଅନଲାଇନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଆସନ୍ତା ରବିବାର ସେପ୍ଟେମ୍ବର ମାସ ୨୦ ତାରିଖରେ ସନ୍ଧ୍ୟା ୪ ଟାରୁ ରାତି ୮ ଟା ଯାଏଁ ଏହି
Read More...

ନୂଆ ବର୍ଷରେ ଦେଶରେ ଉପଲବ୍ଧ ହୋଇପାରେ କରୋନା ଭେକ୍‌ସିନ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ଭାରତରେ କରୋନା ଭେକ୍‌ସିନ ପରୀକ୍ଷଣ ଫେଜ୍‌-୧, ଫେଜ୍‌-୨ ଓ ଫେଜ୍‌-୩ରେ ପହଂଚି ସାରିଛି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏକ ଏକ୍ସପର୍ଟ
Read More...

ଏନ୍‌ସିବି ପକ୍ଷରୁ ଡ୍ରଗ୍ସ କନେକ୍‌ସନ୍‌ର ତଦନ୍ତ ଜୋର୍‌ସୋର୍‌ : ମୁମ୍ବାଇର କେତେକ ଅଂଚଳରେ ଚଢ଼ଉ

ମୁମ୍ବାଇ : ଡଗ୍ସ ସଂପୃକ୍ତର ତଦନ୍ତ ନାର୍‌କୋଟିକ୍ସ ବ୍ୟୁରୋ ପକ୍ଷରୁ ଜୋର୍‌ସୋର୍‌ ଚାଲିଥିବା ବେଳେ ନାର୍‌କୋଟିକ୍ସ ବ୍ୟୁରୋ ଆଜି ମୁମ୍ବାଇର କେତେକ ଅଂଚଳରେ ଚଢ଼ଉ କରିଛି । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କନେକ୍‌ସନ୍‌ ମାମଲାରେ ଜେଲ୍‌ରେ ଅଛନ୍ତି ଏବଂ ତାଙ୍କ
Read More...

ମାନୁନି ନେପାଳ : ଧରି ବସିଛି ନୂଆ ନକ୍ସା

ନୂଆଦିଲ୍ଲୀ : ନେପାଳର ଓଲି ସରକାର ପୁଣି ନକ୍ସା ବିବାଦକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ନେପାଳ ସରକାର ଗତ ମଙ୍ଗଳବାର ଦିନ ନିଜ ଦେଶର ବିବାଦୀୟ ନକ୍ସାକୁ ସ୍କୁଲ ପାଠ୍ରକ୍ରମରେ ସାମିଲ୍‌ କରିଥିବା ସୂଚନାରେ କୁହାଯାଇଛି । ଏପରିକି ନେପାଳ ନିଜ ଦେଶର ଏକ ଓ ଦୁଇ ଟଙ୍କିଆ କଏନ୍‌ ଉପରେ ନୂଆ
Read More...