Daily Archives

କବିତା : ଚାଲ, ଫେରିଯିବା

ସସ୍ମିତା ମହାପାତ୍ରଚାଲ, ଫେରିଯିବା !ସମୟକୁ ସ୍ତବ୍ଧ କରିଦେଇକିଛି ବର୍ଷ ପଛକୁ ଲେଉଟି ଚାହିଁବା,ବୋଝ ବୋଝ ମନେ ହେଉଥିବାଜୀବନକୁ କାନ୍ଧରୁ ଓହ୍ଲେଇ ଦେଇଚାଲ, ଫେରିଯିବା ! ଆମେ ଭୋଗୁଥିବା ଆକାଶଟାଏବେ ଅଦିନିଆ ମେଘରେ ଥମ୍ ଥମ୍ହାତଧରି ଖଣ୍ଡିଉଡା ଦେଉଥିବାପକ୍ଷୀମାନେ ଉଡିଗଲେଣିଅନେକ
Read More...

ବଜ୍ରପାତରେ ମା’ ମୃତ, ପୁଅ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ(୪୦) ଆଜି ବିଲକୁ ଯାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ପୁଅ ଭିଭି ସାହୁ(୧୨) ଏବେ ଗୁରୁତର ଅବସ୍ଥାରେ ଥିବା ବେଳେ ତାକୁ ସଇଁନ୍ତଲା ଡାକ୍ତରଖାନାକୁ ପରିବାର
Read More...

ପଶ୍ଚିମ ଓଡ଼ିଶାର ପ୍ରଥମ ଇ-ଆର୍ଟ ମେଗାଜିନ୍‌ ଲୋକାର୍ପିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଚିତ୍ରଶିଳ୍ପୀମାନଙ୍କ ବିଶ୍ୱ ସ୍ତରରେ ପରିଚିତ ତଥା ସ୍ଥାପିତ କରିବା ପାଇଁ ଏକ ମହତ ଉଦ୍ଦେଶ୍ୟ ନେଇ ଓଡ଼ିଶା ଆର୍ଟିଷ୍ଟ୍‌ ଗ୍ରୁପ୍‌ର ଦୀର୍ଘ ଦିନର ପ୍ରୟାସର ସଫଳ ରୂପାୟନ ହୋଇଛି । କରୋନା ସଂକ୍ରମଣ କାଳରେ ସରକାରୀ ନୀତିନିୟମକୁ ସମ୍ମାନ ଜଣାଇ ଆଜି ଦିନ
Read More...

ନିଷାନ୍ ସମ୍ବର୍ଦ୍ଧନା ଉତ୍ସବ-୨୦୨୦ ଅନୁଷ୍ଠିତ

ତୁଷୁରା, (ଅଜିତ କୁମାର ସାହୁ) : ନିଷାନ ତରଫରୁ ଆୟୋଜିତ ନୁଆଁଖାଇ କବିତା ପ୍ରତିଯୋଗିତା-୨୦୨୦ର କୃତୀ ପ୍ରତିଯୋଗୀମାନଙ୍କୁ ନେଇ ଆଜି ତୁଷୁରାସ୍ଥିତ କେଡିଆ ଭବନ ମିଟିଂ ହଲରେ କୋଭିଡ୍ ନିୟମ ପାଳନ କରି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ନିଷାନ ସଭାପତି ଶ୍ରୀ ରମେଶ ପ୍ରଧାନଙ୍କ
Read More...

ପଶ୍ଚିମାଂଚଳର ଗ୍ରୀନ ଡାଇମଣ୍ଡ ଚୋରୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ ଅଧୀନସ୍ଥ ସର୍ଗିବାହାଲ କେନ୍ଦୁପତ୍ର ଅଫିସ ପରିସରରେ ଥିବା ଇଛାପାଲି ପତ୍ରଫଡିରୁ ପ୍ରାୟ ତିନି ଲକ୍ଷ ଅଶି ହଜାର ଟଙ୍କା ମୂଲ୍ୟର କେନ୍ଦୁପତ୍ର ଚୋରୀ ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି ବୋଲି
Read More...

ବିଶିଷ୍ଟ ଅଭିନେତା ଅଜିତ ଦାସ ବି ଚାଲିଗଲେ

ଭୁବନେଶ୍ୱର : ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଯିବା ପରେ ପରେ ପୁଣି ଏବେ ଚାଲିଗଲେ ଓଡ଼ିଆ ଚଳଚ୍ଚିତ୍ର ତଥା ନାଟକ ଜଗତର ଉଜ୍ୱଳ ତାରକା ଅଭିନେତା ଅଜିତ ଦାସ । ଚିକିତ୍ସାଧୀନ ଅବସ୍ଥାରେ ୭୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ଯଦିବି ଡାକ୍ତରଖାନା ତରଫରୁ ତାଙ୍କ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୧୪୨ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୮୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୪୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଇନ୍ଦିରାନଗରରୁ ୩, ତାଲପାଲିପଡ଼ାରୁ ୪, ତୁଲସୀନଗରରୁ ୬, ରାଜେନ୍ଦ୍ରପଡ଼ାରୁ ୪,
Read More...

ଅସହାୟ ମହିଳା ଚନ୍ଦ୍ରକାନ୍ତୀ ଆଜି ନିରାଶ୍ରୟ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର କଟାବାହାଲ ପଂଚାୟତ ଅଧୀନସ୍ଥ ଯୁବାଖୋଲରେ ଚନ୍ଦ୍ରକାନ୍ତୀ ବିବାହ କରିଥିଲେ । ସ୍ୱାମୀ ଚନ୍ଦ୍ରମଣି ସାହୁ ନିଜ ଗାଁରେ ଚାଷବାସ କରି କେତେ ହସଖୁସିରେ ତାଙ୍କ ପରିବାର ଚଳି ଆସୁଥିଲେ, ହେଲେ ଦଇବ ସହିପାରିଲା ନାହିଁ ।
Read More...

ସ୍ୱାବଲମ୍ବୀ ହେବା ନିମନ୍ତେ ଦିବ୍ୟାଙ୍ଗଙ୍କ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ଦାବୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ବିଭିନ୍ନ ଋଣ ମଧ୍ୟ ଯୋଗେଇବା ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବ୍ଲକ ସ୍ତରୀୟ ସରକାରୀ
Read More...

କଙ୍ଗନା ବିବାଦ ଭିତରେ ଉଦ୍ଧବ ଠାକ୍‌ରେଙ୍କ ପ୍ରେସ୍‌ କନ୍‌ଫରେନ୍ସ୍‌ : ମହାରାଷ୍ଟ୍ରକୁ ବଦ୍‌ନାମ୍‌ କରିବାର ପ୍ରୟାସ…

ମୁମ୍ବାଇ : କଙ୍ଗନା ବିବାଦ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ନଜର୍‌ କରୋନା ଉପରେ ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକ୍‌ରେ ଏହା ମଧ୍ୟ କହିଛନ୍ତି ଯେ,
Read More...