Daily Archives

ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ମାଟି ଘର ଭୁଷୁଡ଼ି ଗଲା : ଏବେ ଆଶ୍ରୟଶୂନ୍ୟ ତାଙ୍କ ପରିବାର

ସମ୍ବଲପୁର, (ଦାମୋଦର ପଣ୍ଡା) : ସାରା ବିଶ୍ୱରେ ରଂଗବତୀ ଗୀତ ପ୍ରସିଦ୍ଧ । ଏହି ଗୀତରେ ଯିଏ କଣ୍ଠଦାନ କରିଛନ୍ତି, ସେହି ପ୍ରସିଦ୍ଧ ଗାୟକ ହେଲେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ । ଏତେ ପ୍ରସିଦ୍ଧି ପାଇଥିବା ସତ୍ତେ୍ୱ ତାଙ୍କ ଅବସ୍ଥାରେ କାଣିଚାଏ ବି ସୁଧାର ଆସିନାହିଁ । ଗତ ସପ୍ତାହରେ
Read More...

କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା : ତନାଘନା ଯାଂଚରେ ଲାଗିଛି ପୁଲିସ

ନୂଆଦିଲ୍ଲୀ : କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତନାଘନା ଯାଂଚରେ ଲାଗିଛି ପୁଲିସ । ଗୁଳିକାଣ୍ଡର ଶୀକାର ହୋଇଥିବା କିନ୍ନର ଏକତା ଯୋଷୀଙ୍କ ସହ ତାଙ୍କର ସାଥୀ ଅନିତା ମଧ୍ୟ ସାଂଗରେ ଥିଲେ, ଅଥଚ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ । ଅସାମାଜିକଙ୍କ ଗୁଳିରେ ଏକତା
Read More...

ହିମାଚଳ ପ୍ରଦେଶରେ ଆସନ୍ତା ୧୦ରୁ ଖୋଲିବ ସବୁ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା

ରାଜ୍ୟ ସରକାର ଜାରି କଲେ ଏସ୍‌ଓପି : ମନ୍ଦିରକୁ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା ହେବ ଅଲଗା ଅଲଗାହିମାଚଳ : ହିମାଚଳ ପ୍ରଦେଶ ସରକାର କିଛି ସର୍ତ୍ତ ସହ ଦୀର୍ଘ ୫ ମାସ ପରେ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା ଖୋଲିବାକୁ ଅନୁମତି ଦେଇଛନ୍ତି । ଆସନ୍ତା ୧୦ ସେପ୍ଟେମ୍ବରରୁ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ
Read More...

ମଣିମା ଶୁଣିବା ହେଉ ବନ୍ଦନାର ଡାକ !

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ସ୍ଥିତ ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରି ବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛିି । ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ
Read More...