Monthly Archives

August 2020

କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଭିଯୋଗ : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର ଭାବ ପୋଷଣ କରାଯାଉଥିବା ଭଳି ଏକ ଗୁରୁତର ଅଭିଯୋଗ ଆଣିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ଏକ ପ୍ରେସ ହିସ୍ତାହାରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ
Read More...

ମାଟିଆଭଟା ଗାଁର ମାନସୀକୁ ନେଇ ସବୁଠି ଚର୍ଚ୍ଚା : ଉପସ୍ଥିତ ବୁଦ୍ଧି ଯୋଗୁଁ ଉଦ୍ଧାର କରିଥିଲେ ଶତାଧିକ ଦାଦନ ପରିବାର

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଭୋକର ଭୂଗୋଳରେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଂଚଳ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ପେଟପାଟଣା ପାଇଁ ଦାଦନ ଭାବରେ ପଡୋଶୀ ରାଜ୍ୟମାନଙ୍କୁ ଯାଇଥାନ୍ତି । ସେଠାରେ ଅନେକ ନିର୍ଯ୍ୟାତନାର ଶିକାର ହୋଇ
Read More...

ଡ୍ରେନ ସଫା କଲାନି ପ୍ରଶାସନ : ନିଜ ଖର୍ଚ୍ଚରେ ଡ୍ରେନ ସଫା କଲେ ଗ୍ରାମବାସୀ

ସଇଁତଲା,(ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ସୁନ୍ଦର ପରିବେଶ ଆଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା କହୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ବରଗାଁ ଜାତୀୟ ରାଜପଥ-୨୬ରେ କୁଢ଼ କୁଢ଼ ଆବର୍ଜନା ରହି ଡ୍ରେନ
Read More...

ସଚେତନତାରେ ସୁରକ୍ଷା ଆମର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀର ପ୍ରକୋପ ପ୍ରତିଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ଏକମାତ୍ର ମହୋଷଧି ଅଟେ । ଏହାକୁ ଲକ୍ଷ୍ୟ କରି ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡ୍କ୍ରସ
Read More...

ରାମ ମନ୍ଦିରର ଶିଲାନ୍ୟାସ ବିଭୋର୍ ହେଲେ ‘ସୀତା’ ଭୂମିକାର ଅଭିନେତ୍ରୀ ଦୀପିକା

ମୁମ୍ବାଇ, (କେପିଏନ୍ଏସ୍) : ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିରର ଅଯୋଧ୍ୟାରେ ଭୂମିପୂଜନ ହୋଇଛି । ସାରା ଦେଶରେ ଖୁସିର ବାନା ଉଡି ‘ଜୟ ଶୀ୍ରରାମ’ ନାରାରେ କମ୍ପି ଉଠୁଥିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଶୀ୍ରରାମଙ୍କର ମନ୍ଦିରକୁ ନେଇ ବହୁତ ଗୁଡାଏ ଆନନ୍ଦମୁଖର ପୋଷ୍ଟ ଦେଖିବାକୁ
Read More...

ଆଜି ବଲାଙ୍ଗିରରେ ୧୧ ଜଣ ସଂକ୍ରମିତ : ସମସ୍ତ ସଂକ୍ରମିତ କଂଟାବାଂଜିର

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିରରେ ୧୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସମସ୍ତ ସଂକ୍ରମିତ କଂଟାବାଂଜି ସହରର ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ପୁଣି ସମସ୍ତ ସଂକ୍ରମିତ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୫୩୦
Read More...

ଅମାନବୀୟ କାଣ୍ଡ : ମଦ୍ୟପ ସ୍ୱାମୀ ତଂଟି ଚିପି ହତ୍ୟା କଲା ୯ ମାସର ଗର୍ଭବତୀ ସ୍ତ୍ରୀକୁ

ବଲାଙ୍ଗିର, (କେପିଏନ୍ଏସ୍) : ମଦ କ’ଣ ନକରେ । ମାତାଲ୍ ଅବସ୍ଥାରେ ଜଣେ ମଦ୍ୟପ ନିଜ ୯ ମାସର ଗର୍ଭବତୀ ସ୍ତ୍ରୀକୁ ତଂଟି ଚିପି ହତ୍ୟା କରିବା ଭଳି ଏକ ବିଭତ୍ସ ଘଟଣା ଘଟିଛି ବଲାଙ୍ଗିର ସହରର ରାଧାରାଣୀପଡ଼ାରେ । ସୂଚନା ଅନୁସାରେ ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ନିଜ ସ୍ତ୍ରୀକୁ ବର୍ବର
Read More...

ଆଜି ୧୩୩୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଗୋଟିଏ ଦିନରେ ୧୩୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୧୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୨୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Read More...

ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ ପୋର୍ଟାଲ୍ ‘କୋଶଳ ପ୍ରବାହ ଲାଇଭ୍’ଲୋକାର୍ପିତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ ପୋର୍ଟାଲ୍ ‘କୋଶଳ ପ୍ରବାହ ଲାଇଭ୍’ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । କୋଭିଡ଼୍-୧୯ ନିୟମ ତଥା ସାମାଜିକ ଦୂରତା ରକ୍ଷା କରି
Read More...

ରାମ ମନ୍ଦିର ଆଙ୍କିଲେ ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର

ବଲାଙ୍ଗିର, (କେପିଏନ୍ଏସ୍) : ରାମ ମନ୍ଦିର ଆଙ୍କୁଛନ୍ତି ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର । ଅବସରପ୍ରାପ୍ତ ଚିତ୍ରକଳା ଶିକ୍ଷକ ଶ୍ରୀ ମେହେର ଜଣେ ଉଚ୍ଚକୋଟୀର ଚିତ୍ର ଶିଳ୍ପୀ ହୋଇଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ଉତ୍ସାହିତ ହୋଇ ରାମ ମନ୍ଦିର ଆଙ୍କୁଛନ୍ତି । ଅନେକ
Read More...
error: Content is protected !!