Monthly Archives

August 2020

ସମ୍ବଲପୁରରେ କରୋନା ସଂକ୍ରମଣ ସ୍ଥିତି ଅସମ୍ଭାଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଶନିବାର ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ଏଠି ମୃତ୍ୟୁ ସଂଖ୍ୟା ୪୧ ରେ ପହଞ୍ଚିଛି। ସାହୁ କଲୋନୀର ଜଣେ ମହିଳା ଭୀମସାରକୁ ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କ କରୋନା ପୋଜିଟିଭ୍ ବାହାରିବାରୁ ସମ୍ବଲପୁର
Read More...

ଦଶାହ ଉପଲକ୍ଷେ ଶିକ୍ଷୟତ୍ରୀ ନିରଦପ୍ରଭା ପାଢ଼ୀଙ୍କୁ ଶ୍ରଦ୍ଧା ସୁମନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶାହ ଉପଲକ୍ଷେ ସ୍ଥାନୀୟ ପେଲେସ୍‌ ଲାଇନ୍‌ର ନିରଦପ୍ରଭା ପାଢ଼ୀଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରାଯାଇଛି । ଏହି ଅବସରରେ ତାଙ୍କ ସ୍ୱାମୀ ଶରଦିନ୍ଦୁ ଭୂଷଣ ହୋତା ଏବଂ ତାଙ୍କ ପରିବାର ବର୍ଗ ତଥା ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳି ଦିଆଯାଇଥିବା ବେଳେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ହୀରାକୁଦ ଡ୍ୟାମରୁ ୪୪ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ପରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇ ପଡିଛି । ମହାନଦୀ ସହ ତେଲ, ସୁକତେଲ, ହରିହର, ଅଙ୍ଗ ଓ ସୁରୁବାଲି ଅଦି ଶାଖା ନଦୀ ଗୁଡିକର ବଢି ପାଣିରେ ଜିଲ୍ଲାର ୫୦ରୁ ଉର୍ଦ୍ଧ ନଈକୂଳିଆ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ବଢିବାରେ ଲାଗିଛି । ବିଶେଷକରି, ଜିଲ୍ଲାର ସବୁଠି ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି । ଏମିତି ବେଳାରେ ଜିଲ୍ଲା
Read More...

ଜାତୀୟ କ୍ରୀଡା ଦିବସ ପାଳିତ : ଖେଲୋ ଇଣ୍ଡିଆ ଖୋଖୋରେ ବ୍ରୋଞ୍ଜ ପଦକ ବିଜେତା ସସ୍ମିତା ପାତ୍ର ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡା ଦିବସ ୨୦୨୦ ଅବସରରେ ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଭର୍ଚ୍ୟୁଆଲ ସମ୍ମିଳନୀ ମାଧ୍ୟମରେ ଖେଲୋ ଇଣ୍ଡିଆ ଖୋଖୋ ବ୍ରୋଞ୍ଜ ପଦକ ବିଜେତା
Read More...

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କବିତା ଜଲାନ୍

ସମ୍ବଲପୁର, (ଦାମୋଦର ପଣ୍ଡା) : ଉତ୍ତରାଞ୍ଚଳ ଡିଆଇଜି ଭାବେ ସମ୍ବଲପୁର ସ୍ଥିତ କାର୍ୟ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍ । ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେହି ସ୍ଥାନରେ ଏସଟିଏଫ ଡିଆଇଜି
Read More...

ଅଇଁଲାସାରି ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଇଁଲାସାରି ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛି । ଗତ ବୁଧବାର ଦିନ ଅଇଁଲାସାରି ଗ୍ରାମରେ ଥିବା ଦଳିତ ପଡାବାସୀଙ୍କୁ ଆକ୍ରମଣ ଘଟଣାରେ ଏହି ଅଭିଯୁକ୍ତମାନେ ଅସଭ୍ୟ ଭାଷରେ ଗାଳି ଗୁଲଜ କରିବା ସହ ଘର ଓ
Read More...

ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ବଲାଙ୍ଗିର ଜିଲ୍ଲାର ଜେଇଇ ଓ ଏନ୍‌ଇଇଟି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜେଇଇ ଓ ଏନ୍‌ଇଇଟି ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀମାନେ କିଭଳି ସୁବିଧାରେ ନିଜର ପରୀକ୍ଷା କେନ୍ଦ୍ରକୁ ଯାଇ ପାରିବେ ସେଥିପାଇଁ ପରିବହନ ବ୍ୟବସ୍ଥା କରାଯାଇଛି ।
Read More...

ଦେଓଗାଁ ବ୍ଲକରୁ ପୁଣି ୭ ଚିହ୍ନଟ : ମୋଟ ସଂଖ୍ୟା ୩୬

ଦେଓଗାଁ, (ମନିଷ କୁମାର ସାହୁ) : ଶନିବାର ଦିନ ଦେଓଗାଁ ବ୍ଲକରୁ ୭ଜଣଙ୍କ କରୋନା ପଜିଟିଭ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି। ସରକାରୀ ରିପୋର୍ଟ ଆସିଥିବା ୭ଜଣଙ୍କ ମଧ୍ୟରୁ ଖୋଦ ଦେଓଗାଁ ସଦରରୁ ଜଣେ ୨୩ ବର୍ଷିୟ ଯୁବକ ଚିହ୍ନଟ ହୋଇଥିବା ବେଳେ ମହଲାଇ ପଞ୍ଚାୟତ ପାଣ୍ଢେଲ ଗାଁର ୪ଜଣଙ୍କ
Read More...