Monthly Archives

August 2020

ଲୋଇସିଂହାରେ କରୋନା ଆତଙ୍କ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସହରରେ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସାଧାରଣରେ ଏକ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ତେବେ ଆଗାମୀ ନୂଆଁଖାଇ ପର୍ବକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଅଂଚଳକୁ କଣ୍ଟେନମେଣ୍ଟ ଅଥବା ବଫର ଜୋନ
Read More...

ତ୍ରିରଙ୍ଗା ପତାକା ପ୍ରତି ଅସମ୍ମାନ : ଓଲଟା ଉଡିଲା ଜାତୀୟ ପତାକା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ୭୪ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଭରି ହୋଇ ରହିଥାଏଥାଏ । କିନ୍ତୁ ଏହି ସମୟରେ ବେପାରୁଆ ମନୋଭାବ ରଖିବା ଓ ଜାତୀୟ ପତାକାକୁ ଅସମ୍ମାନ କରିବା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ସୁଚନା ଏହି କି ଯେ,
Read More...

ଚନ୍ଦନଭାଟିରେ କରୋନା ଆତଙ୍କ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସହରକୁ ପୂର୍ବରୁ କରୋନା ପହଂଚିଥିଲେ ସୁଦ୍ଧା ବଲାଙ୍ଗିର ବ୍ଲକ ଅଧୀନସ୍ଥ ଚନ୍ଦନଭାଟିରେ କରୋନାର ଭୟାବହତା ବିଶେଷ ଭାବେ ପରିଲକ୍ଷିତ ହେଉ ନଥିଲା । ତେବେ ଆଜି ଗୋଟିଏ ଦିନରେ ଚନ୍ଦନଭାଟିରୁ ୯ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଚହଳ
Read More...

ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ପାଳନ ପୂର୍ବକ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ୟାରେଡ ପଡିଆରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଭି.
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ସୁନ୍ଦରଗଡ଼, (କେପିଏନଏସ) : ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ନିମନ୍ତେ ଆଜି ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ହେମଗିରି ବ୍ଲକରେ ମାଣ୍ଡିଆ ଲଡ଼ୁ ଏବଂ ଲେଫ୍ରିପଡ଼ା ବ୍ଲକ୍‌ରେ ସ୍ପିରୁଲିନା ଯୁକ୍ତ ଚିକି ବଂଟନ ପାଇଁ ପାଇଲଟ୍‌
Read More...

କରୋନା ପ୍ରଭାବିତ ପରିବାର ମାନଙ୍କୁ ମିଳାପ୍‌ ତରଫରୁ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ତଥା ଜୀବିକା ହରାଇଥିବା ୯୫ଟି ଗରିବ ପରିବାରଙ୍କୁ ୨୦୦୦ଟଙ୍କା ଲେଖାଏଁ ମିଳାପ୍‌ ସଂସ୍ଥା ତରଫରୁ ମହାଶକ୍ତି ଫାଉଣ୍ଡେସନ୍‌ ମାଧ୍ୟମରେ ପ୍ରଦାନ କରାଯାଇଛି । ଏଠାକାର ସାପ୍ତାହିକ ଗୋରୁବଜାର ପାଖ ନିୟନ୍ତ୍ରିତ ବଜାର
Read More...

୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆରେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ୭୪ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡର ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ପ୍ରତି ବର୍ଷ ପରି ଜାତୀୟ ପତାକା ଉତ୍ତୋଳନ ହୋଇସାରିଛି । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଟିଟିଲାଗଡ
Read More...

ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିନା ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଖମାରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷକ
Read More...

ବିଧାୟକ ଓ ମନ୍ତ୍ରୀ ପରିଦର୍ଶନ କଲେ ଗୁରୁକୁଳ ଆଶ୍ରମ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଟିକ୍ରାପଡା ପଞ୍ଚାୟତ ଅନ୍ତର୍ଗତ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ରାଜ୍ୟ ବିଜେଡି ସମ୍ପାଦକ ନିହାର ରଞ୍ଜନ ବେହେରା ପରିଦର୍ଶନ କରିବା
Read More...

କରୋନା ସଂକ୍ରମଣ ଯୋଗୁଁ ବିନା ଶିକ୍ଷାନୁଷ୍ଠାନର ସାମିଲରେ ଫିକା ପଡିଲା ପ୍ୟାରେଡ଼ ଗ୍ରାଉଣ୍ଡ : ଏନ୍‌ଏସି ସ୍ତରୀୟ କରୋନା…

କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତକଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନ୍‌ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା ସଂକ୍ରମଣର ବ୍ୟାପକ ବୃଦ୍ଧି
Read More...